ଗୀତା ଦାଶ ଏମିତି ଜଣେ ଗାୟିକା, ଯିଏ ଯେକୌଣସି ଗୀତକୁ ନିଜର ନିଆରା ଅନ୍ଦାଜରେ ଗାଇ ଦେଇପାରନ୍ତି। ଭଜନ, ଆଧୁନିକ, ପଲ୍ଲୀଗୀତ ଏମିତି ବିଭିନ୍ନ ଶୈଳୀର ଗୀତ ସେ ଗାଇ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କ ସ୍ୱରରେ ଲକ୍ଷ୍ମୀ ପୁରାଣ ଏବେ ବି ଘରେ ଘରେ ଗୁଞ୍ଜରିତ ହୋଇଥାଏ। ଓଡ଼ିଆ ସଙ୍ଗୀତ ଜଗତରେ ଦୀର୍ଘ ଦିନ ଧରି ସକ୍ରିୟ ଥିବା ଗାୟିକା ଗୀତ ଦାଶଙ୍କ ସହିତ ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାର। ଦେଖନ୍ତୁ ଭିଡିଓ…

Comment