ଓଡ଼ିଶାଲାଇଭ୍ ବ୍ୟୁରୋ

ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଲୋକସେବା ଭବନ ଉଦ୍ୟାନ ରବିବାରଠାରୁ ଖୋଲିଛି। ରବିବାରଠାରୁ ଜାନୁଆରି ମାସର ସମସ୍ତ ଛୁଟି ଦିନମାନଙ୍କରେ ଲୋକସେବା ଭବନର ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୁଲିଛି।

ରବିବାର ସହ ଜାନୁଆରି ମାସର ଛୁଟି ଦିନମାନଙ୍କରେ ଅପରାହ୍ଣ ୩ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଦୁଇଘଣ୍ଟା ପାଇଁ ଏହି ଉଦ୍ୟାନ ଖୋଲା ରହିବ।

Tags: #Odisha #LoksevaBhawan #LoksevaBhawan Garden #Bhubaneswar

Comment