ଓଡ଼ିଶାଲାଇଭ୍ ବ୍ୟୁରୋ
ରିଲାଏନ୍ସ ଜିଓ ଆଇପିଓକୁ ନେଇ ବଡ଼ ଘୋଷଣା। ଆସନ୍ତା ୨୦୨୬ ପ୍ରଥମାର୍ଦ୍ଧରେ ‘ରିଲାଏନ୍ସ ଜିଓ’ ‘ଆଇପିଓ’ ଆସିବା ନେଇ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୮ତମ ଏଜିଏମ୍ ବା ବାର୍ଷିକ ସାଧାରଣ ବୈଠକରେ ଏହି ଘୋଷଣା କରାଯାଇଛି।
କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବିଭିନ୍ନ ଉପଲବ୍ଧି ଓ ଭବିଷ୍ୟତର ଅଭିବୃଦ୍ଧି ଯୋଜନା ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି।
Tags: #RelianceIndustries #AGM #RelianceJio #IPO
















