ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନର ଡିଜିଟାଲ ଯୁଗରେ ସୋସିଆଲ ମିଡିଆକୁ ଛାଡ଼ି ଚଳିବା ମୁସ୍କିଲ୍। ତେବେ ସୋସିଆଲ ମିଡିଆ ବ୍ୟବହାର କରୁଥିବାବେଳେ ଅନେକ ସତର୍କତା ଅବଲମ୍ବନ କରିନଥାନ୍ତି। ଫଳରେ ସେମାନଙ୍କୁ ବଡ଼ ବିପଦର ସାମ୍ନା କରିବାକୁ ପଡ଼ିଥାଏ।

ଦିନକୁ ଦିନ ସାଇବର ଠକେଇ ବଢ଼ି ଚାଲିଛି। ଏହା ମାନସିକ ନିର୍ଯାତନା, ଟ୍ରୋଲିଂ ଏବଂ ବ୍ଲାକମେଲିଂ ଭଳି ସାଇବର ଅପରାଧ, ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଜୀବନ ଉପରେ ଗଭୀର ପ୍ରଭାବ ପକାଉଛି।

ଏହି ଦିଗରେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି। କିପରି ଆପଣ ନିଜକୁ ଏହିଭଳି ବିପଦରୁ ଦୂରେଇ ରଖିପାରିବେ, ଜାଣିବା ପାଇଁ ଏହି ଭିଡିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ।

Tags: #CyberSafety #CyberCrime #CyberCrimeAwareness #OnlineFraud #SocialMediaSecurity 

Comment