ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଜୁନିଅର କ୍ଲର୍କ ପଦବୀ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର ୧୫ ପୂର୍ବରୁ ଆବେଦନ କରିପାରିବେ।
ପଦବୀ ନାମ –
- ଜୁନିଅର କ୍ଲର୍କ
ପଦବୀ ସଂଖ୍ୟା –
- ଅଣସଂରକ୍ଷିତ – ୩ଟି
- ଏସ୍ଇବିସି – ୧ଟି
- ଏସ୍ଟି – ୧ଟି
- ମୋଟ – ୫ଟି
ସ୍ଥାନ – ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼
ବେତନ – ୮,୮୮୦ ଟଙ୍କା(ମାସିକ)
ଆବେଦନ ଫି – ୧୦୦ ଟଙ୍କା(ଏସ୍ସି ଏବଂ ଏସ୍ଟି ବର୍ଗର ଆବେଦନକାରୀଙ୍କ ପାଇଁ ମାଗଣା)
ଆବେଦନ ପାଇଁ ବୟସ ସୀମା –
- ସର୍ବନିମ୍ନ – ୧୮ ବର୍ଷ
- ସର୍ବାଧିକ – ୩୨ ବର୍ଷ
ଆବେଦନର ଶେଷ ତାରିଖ – ୧୫ ଅକ୍ଟୋବର ୨୦୨୦ଆବେଦନ ପାଇଁ ଶିକ୍ଷାଗତ ଯୋଗ୍ୟତା –
- +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
- ଓଡ଼ିଆ ଜାଣିଥିବା ଆବଶ୍ୟକ।
- ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟରରେ ଡିପ୍ଲୋମା କରିଥିବା ଆବଶ୍ୟକ।
- ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଟାଇପିଂ କରିପାରୁଥିବା ଆବଶ୍ୟକ।
ଆବେଦନର ମାଧ୍ୟମ – ଡାକ ଯୋଗେ ଆବେଦନ କରିପାରିବେ।