ଓଡ଼ିଶାଲାଇଭ୍‌ ବ୍ୟୁରୋ

ରୋବଟ୍‌ ସାଜିଛି ଶିକ୍ଷକ। ପିଲାଙ୍କ ତେଢ଼ା ପ୍ରଶ୍ନରେ ଅନ୍ୟ ଅଧ୍ୟାପକଙ୍କ ଭଳି ରୋବୋଟ୍ ବିରକ୍ତି ପ୍ରକାଶ କରୁନାହିଁ । ବରଂ ରୋବୋଟଟି ଗଙ୍ଗନମ ଷ୍ଟାଇଲରେ ଡ଼୍ୟାନ୍ସ କରି ପିଲାଙ୍କୁ ପାଠ ପଢ଼ାଉଛି।

ଫିନଲ୍ୟାଣ୍ଡର ଗୋଟିଏ ସ୍କୁଲରେ ଏକ ଫୁଟ ଲମ୍ବର ରୋବୋଟିକ୍ ଶିକ୍ଷକ ଭାବେ ନିଯୁକ୍ତ ଦିଆଯାଇଛି। ଏହି ରୋବଟ୍ ୨୩ ଭାଷାରେ ପାଠ ପଢ଼ାଇବାର ସିଦ୍ଧହସ୍ଥ।

ସବୁଠୁ ବଡ଼ କଥା ହେଉଛି ଶ୍ରେଣୀରେ ପିଲାଙ୍କ ତେଢ଼ା ପ୍ରଶ୍ନରେ ଅନ୍ୟ ଅଧ୍ୟାପକଙ୍କ ଭଳି ରୋବୋଟ୍ ବିରକ୍ତି ପ୍ରକାଶ କରୁନାହିଁ । ବରଂ ରୋବୋଟଟି ଗଙ୍ଗନମ ଷ୍ଟାଇଲରେ ଡ଼୍ୟାନ୍ସ କରି ପିଲାଙ୍କୁ ପାଠ ପଢ଼ାଉଛି।

ଏଲିୟାସ୍ ନାମକ ଏହି ରୋବୋଟ୍ ଟିଚରକୁ ସଫ୍ଟବ୍ୟାଙ୍କର ଏନ୍ଏଓ ଇଣ୍ଟରଆକ୍ଟିଭ୍ କମ୍ପୋନିୟନ୍ ରୋବୋଟ୍ ପ୍ରୋଗ୍ରାମ୍ ୟୁଟୋଲିଏସ୍ ନାମକ କମ୍ପାନି ଡ଼ିଜାଇନ୍ କରିଛି । ବର୍ତ୍ତମାନ ରୋବୋଟଟି ଟ୍ରାଏଲ୍ ରୁମରେ ପାଠ ପଢ଼ାଉଛି ।

LEAVE A REPLY

Please enter your comment!
Please enter your name here