ମଣ୍ଡଳ ପାର୍ଟ-୨: ବ୍ୟାଙ୍କ ଅଫିସରଙ୍କୁ ମିଳିବନି ଓବିସି କୋଟା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ବ୍ୟାଙ୍କ୍ ଓ ବୀମା କମ୍ପାନୀରେ କାମ କରୁଥିବା ବଡ଼ ଅଫିସରଙ୍କ ପୁଅଝିଅଙ୍କୁ ଅନ୍ୟ ପଛୁଆବର୍ଗ ବା...
ନୋଟବନ୍ଦୀ କ’ଣ ଏକ ବିଫଳ ପ୍ରୟାସ ଥିଲା?
ଭାସ୍କର ପରିଚ୍ଛା
ଗତ ବର୍ଷ ନଭେମ୍ବର ମାସ ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍ ଏକ ଘୋଷଣା କରି ୫୦୦ ଏବଂ ୧୦୦୦ଟଙ୍କିଆ ନୋଟ୍କୁ ଅଚଳ କରିଦେଇଥିଲେ। ସ୍ୱାଧୀନତା ପରେ ବୋଧହୁଏ ଏହି...
ବିମୁଦ୍ରୀକରଣ ସତ୍ତ୍ୱେ ଫେରିଲାନି କଳାଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଓ ୧୦୦୦ ଟଙ୍କା ନୋଟ୍ ଅଚଳ କରି ଦେଇଥିଲେ। ଏହାଦ୍ୱାରା ବିଦେଶରେ ଏବଂ ଦେଶ ଭିତରେ ଗଚ୍ଛିତ କଳା ଟଙ୍କା ସରକାରଙ୍କ...
ଓଡ଼ିଶା: ନୂଆ ନୂଆ କ୍ଷେତ୍ରରେ ବଢୁଛି ପୁଞ୍ଜିନିବେଶର ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ନୂଆ ନୂଆ ବା ଇମର୍ଜିଙ୍ଗ ସେକ୍ଟରରେ ପୁଞ୍ଜିନିବେଶର ସମ୍ଭାବନା ଉଜ୍ଜ୍ୱଳ ହେବାରେ ଲାଗିଛି। ସରକାରଙ୍କ ପକ୍ଷରୁ ବିଗତ ଦିନରେ ଏ ଦିଗରେ ଯେଉଁ ଉଦ୍ୟମ କରାଯାଇଥିଲା, ତାହା ଏବେ ଫଳ...
ଇନଫୋସିସ୍ କଳିକୁ ନେଇ କର୍ପୋରେଟ୍ ଇଣ୍ଡିଆରେ ହଲ୍ଚଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଟାଟା ପରେ ଏବେ ଇନଫୋସିସ୍ର ପାଳି। ଇନଫୋସିସ୍ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦରୁ ବିଶାଳ ସିକ୍କାଙ୍କ ଆକସ୍ମିକ ଇସ୍ତଫା କମ୍ପାନି ଭିତର ଓ ବାହାର ଦୁନିଆ ଉଭୟରେ...
ଓଡ଼ିଶାର ବୟନ ଓ ହସ୍ତତନ୍ତ ଆଭିଜାତ୍ୟପୂର୍ଣ୍ଣ କୌଳିକ ବୃତ୍ତି
ପ୍ରାଚୀତାରା
ଭାରତର ସମୃଦ୍ଧ ଐତିହ୍ୟ ଓ ପରମ୍ପରାର ସୁରକ୍ଷା ତଥା ବିକାଶରେ ଦେଶର ଲକ୍ଷ ଲକ୍ଷ ବୁଣାକାରଙ୍କ ସାମଗ୍ରିକ ଅବଦାନକୁ ସ୍ୱୀକୃତି ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ମସିହାରେ ଅଗଷ୍ଟ ମାସ...
ଦେଶର ୨୦ଟି ମେଟ୍ରୋରେ ଟମାଟୋ ଦର ୧୦୦ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଟମାଟୋକୁ ନେଇ ସମସ୍ୟା ଦିନକୁ ଦିନ ବଢ଼ିଚାଲିଛି। ଓଡ଼ିଶାରେ ଏବେ ୮୦ ଟଙ୍କାରେ ଟମାଟୋ ବିକ୍ରି ହେଉଥିବା ବେଳେ ଉଣା ଅଧିକ ସମଗ୍ର ଦେଶରେ ଏହି ସ୍ଥିତି ଲାଗି ରହିଛି। ଯୋଗାଣରେ...
ସୁପ୍ରିମକୋର୍ଟର ଐତିହାସିକ ରାୟ: ଖଣି ମାଲିକଙ୍କୁ ଝଟକା
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଆଇନ୍ ଖଣି ଉପରୁ ଆଦାୟ ହେବ ଶତପ୍ରତିଶତ ଜୋରିମାନା
୨୦୧୭ ଡିସେମ୍ବର ୩୧ ପୂର୍ବରୁ ଏହି ଜୋରିମାନା ଆଦାୟ
ଖଣି ଦୁର୍ନୀତିର ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ
ବେଆଇନ ଖଣି ଉପରୁ ଶତ...
ରିଲାଏନ୍ସ 4ଜି ଫୋନ ପୂରା ମାଗଣାରେ: ଅମ୍ବାନୀଙ୍କ ନୂଆ ଧମାକା
ଓଡ଼ିଶାଲାଇଭ୍ ବ୍ୟୁରୋ
ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ଶୁକ୍ରବାର ଦିନ ମୋବାଇଲ ବ୍ୟବସାୟରେ ଆଉ ଏକ ହଲଚଲ ସୃଷ୍ଟି କରିଛନ୍ତି। ମୁକେଶ ଅମ୍ବାନୀଙ୍କ କମ୍ପାନି 4ଜିର ଏଭଳି ଏକ ନୂଆ ମୋବାଇଲ ଫୋନ ବଜାରକୁ ଛାଡ଼ିବ...
ଅକ୍ଟୋବରରେ ଓଡ଼ିଶା ଟ୍ରାଭେଲ ବଜାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନ ଢାଞ୍ଚାରେ ଓଡ଼ିଶାରେ ହେବାକୁ ଯାଉଛି ଟ୍ରାଭେଲ ବଜାର। ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ପ୍ରଚାର ଓ ପ୍ରସାର କରିବା ପାଇଁ ଏହି ବଜାର ଅନୁଷ୍ଠିତ...