OPSC ଅଧୀନରେ ସରକାରୀ ଡିଗ୍ରୀ କଲେଜରେ ୬୦୬ ଜଣ ଅଧ୍ୟାପକଙ୍କ ନିଯୁକ୍ତି- ଫେବ୍ରୁଆରି ୮ରୁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ OPSC ଅଧୀନରେ ବିଭିନ୍ନ ସରକାରୀ ଡିଗ୍ରୀ କଲେଜ୍‌ଗୁଡ଼ିକରେ ୬୦୬ଜଣ ଅଧ୍ୟାପକଙ୍କ ନିଯୁକ୍ତି ପାଇଁ  ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଫେବ୍ରୁଆରି ୮ରୁ ମାର୍ଚ୍ଚ ୨ ଯାଏଁ ଆବେଦନ କରିପାରିବେ। ଓଡ଼ିଶା...

ରାଉରକେଲା ହାଇ-ଟେକ୍ ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲରେ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ହାଇ-ଟେକ୍‌ ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୩୦ ସୁଦ୍ଧା ଏଥିପାଇଁ ଆବେଦନ କରିପାରିବେ। ପଦବୀ: ପେଡିଆଟ୍ରିକ୍‌ ସିନିୟର୍‌...
job

ଓଡ଼ିଶା ଡିଜେଲ୍‌ ଇଞ୍ଜିନ୍‌ସ୍‌ରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି – ଜାଣନ୍ତୁ, କେମିତି କରିବେ ଆବେଦନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ଡିଜେଲ୍‌ ଇଞ୍ଜିନ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ନିଯୁକ୍ତି ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଭୁବନେଶ୍ଵର, ନୟାଗଡ଼, ବ୍ରହ୍ମପୁର, ଝାରସୁଗୁଡ଼ା ଏବଂ ପୁରୀରେ ଦିଆଯିବ।...

MCAPSରେ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅଫିସର୍‌, କନ୍‌ସଲ୍‌ଟାଣ୍ଟ୍‌ ପଦବୀରେ ନିଯୁକ୍ତି: ଫେବ୍ରୁଆରି ୨୯ ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋ କଲେଜ୍‌ ଅଭିଯାନ ପରିଚାଳନା ସଂଗଠନରେ (MCAPS) ଗୋଟିଏ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅଫିସର୍‌ ଏବଂ ୪ଟି କନ୍‌ସଲ୍‌ଟାଣ୍ଟ୍‌ ପଦବୀରେ ନିଯୁକ୍ତି ପାଇଁ ସୁଯୋଗ ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୨୯ ଯାଏଁ...
job

ସୁନ୍ଦରଗଡ଼ GPLF ରେ ନିଯୁକ୍ତି ସୁଯୋଗ, ଫେବ୍ରୁଆରି ୧୦ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଟାଙ୍ଗରପାଲି ମହୁଲପାଲି ଗ୍ରାମପଞ୍ଚାୟତ ଲେଭେଲ୍‌ ଫେଡେରେସନ୍‌ (GPLF)ରେ ପ୍ରୋଗ୍ରାମ ମ୍ୟାନେଜର, ଆକାଉଣ୍ଟାଣ୍ଟଏବଂ ଏମ୍‌ଆଇଏସ୍‌ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୧୦...

ICMR ଭୁବନେଶ୍ୱର ଶାଖାରେ ୩ଟି ପଦବୀରେ ନିଯୁକ୍ତି – ୧୩ରେ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଆଇସିଏମ୍‌ଆର୍‌-ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର ଅଧୀନରେ ଏକ ପ୍ରୋଜେକ୍ଟରେ ୩ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରୋଜେକ୍ଟ ନିର୍ଦ୍ଦେଶକ ଡକ୍ଟର ସଙ୍ଘମିତ୍ରା ପତିଙ୍କ ଅଧୀନରେ ଏହା ନବରଙ୍ଗପୁର...

ମାର୍ଚ୍ଚ ୧୫ରେ OPSC ପ୍ରିଲିମ୍‌ନାରି ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ୧୫ରେ ଅନୁଷ୍ଠିତ ହେବ ଓପିଏସ୍‌ସି ପ୍ରିଲିମ୍‌ନାରି ପରୀକ୍ଷା। ଏନେଇ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫୩ଟି ପଦବୀ ପାଇଁ ଏହି ପରୀକ୍ଷା କରାଯିବ। ଏନେଇ ଆବେଦନ କରିଥିବା ପ୍ରାର୍ଥୀ...

ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏନ୍‌ଆର୍‌ସି ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏନ୍‌ଆର୍‌ସି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି...

ଆଇଆଇଟି ଖଡ଼ଗପୁରରେ ଅଣଶିକ୍ଷକ ପଦବୀରେ ନିଯୁକ୍ତି ସୁଯୋଗ, ଫେବ୍ରୁଆରି ୨୪ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଖଡ଼ଗପୁରରେ ୮ଟି ଅଣଶିକ୍ଷକ ପଦବୀରେ ସମୁଦାୟ ୮୮ ଜଣଙ୍କୁ ନିଯୁକ୍ତି ଦିଆଯିବ। ଇଚ୍ଛୁକ ପ୍ରାର୍ଥୀ ଆସନ୍ତା ଫେବ୍ରୁଆରି ୨୪ ତାରିଖ ସୁଦ୍ଧା ଅନଲାଇନ୍ ଏବଂ ୨୮...

ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୧୮ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର୍‌ ପାଇଁ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍କଳ ବିଶ୍ଵବିଦ୍ୟାଳୟରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର୍‌ ଏବଂ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦବୀରେ ରହିଛି ନିଯୁକ୍ତି ସୁଯୋଗ। ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୪ ତାରିଖ ଯାଏଁ ଆବେଦନ କରିପାରିବେ। ପଦବୀ ସଂଖ୍ୟା: ପ୍ରଫେସର- ୩୦ଟି...