ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କୋଷ୍ଟ ଗାର୍ଡ ଅଧୀନରେ ବିଭନ୍ନ ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଜାନୁଆରି ୧୯ ତାରିଖ ସୁଦ୍ଧା ଏହି ପଦବୀଗୁଡ଼ିକ ପାଇଁ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୦୫.୦୧.୨୦୨୧
  • ଆବେଦନ ଶେଷ – ୧୯.୦୧.୨୦୨୧

ପଦବୀ ନାମ ଏବଂ ସଂଖ୍ୟା

  • ନାବିକ (ଜେନେରାଲ ଡ୍ୟୁଟି) – ୨୬୦ଟି
  • ନାବିକ (ଡୋମେଷ୍ଟିକ ବ୍ରାଞ୍ଚ) – ୫୦ଟି
  • ଯାନ୍ତ୍ରିକ (ମେକାନିକାଲ) – ୩୧ଟି
  • ଯାନ୍ତ୍ରିକ (ଇଲେକ୍ଟ୍ରିକାଲ) – ୭ଟି
  • ଯାନ୍ତ୍ରିକ (ଇଲେକ୍ଟ୍ରୋନିକ୍ସ) – ୧୦ଟି

ବୟସ ସୀମା – ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୨୨ ବର୍ଷ।

ଯୋଗ୍ୟତା

  • ନାବିକ (ଜେନେରାଲ ଡ୍ୟୁଟି) – ଗଣିତ, ପଦାର୍ଥ ବିଜ୍ଞାନ ସହ ଦଶମ ଏବଂ ଯୁକ୍ତ ଦୁଇ ପାସ୍ କରିଥିବା ଆବଶ୍ୟକ।
  • ନାବିକ (ଡୋମେଷ୍ଟିକ ବ୍ରାଞ୍ଚ) – ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ କରିଥିବା ଆବଶ୍ୟକ।

ଯାନ୍ତ୍ରିକ (ମେକାନିକାଲ) / ଯାନ୍ତ୍ରିକ (ଇଲେକ୍ଟ୍ରିକାଲ) / ଯାନ୍ତ୍ରିକ (ଇଲେକ୍ଟ୍ରୋନିକ୍ସ)

  • ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ କରିଥିବା ଆବଶ୍ୟକ।
  • ମେକାନିକାଲ / ଇଲେକ୍ଟ୍ରିକାଲ / ଇଲେକ୍ଟ୍ରୋନିକ୍ସରେ ଡିପ୍ଲୋମା କରିଥିବା ଆବଶ୍ୟକ।

ଆବେଦନ ଫି – ୨୫୦ ଟଙ୍କା

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment