୪ ପ୍ରତିଶତ ବୃଦ୍ଧି ହେଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରୀ କର୍ମଚାରୀଙ୍କ ଲାଗି ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି। ୪ ପ୍ରତିଶତ ମହଙ୍ଗା ଭତ୍ତା ଓ ଟିଆଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରୀ କର୍ମଚାରୀ ଓ...
ଶ୍ରୀନିବାସ ମିଶ୍ରଙ୍କ ମୃତ୍ୟୁ ପରେ ଗବେଷଣା ପାଇଁ ମରଶରୀର ଦାନ କଲେ ପରିବାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମୃତ୍ୟୁ ପରେ ମର ଶରୀରକୁ ଗବେଷଣା ଲାଗି ଦାନ କରି ସମାଜ ପାଇଁ ପ୍ରେରଣ ମାଲଟିଛନ୍ତି ସ୍ୱର୍ଗତ ଶ୍ରୀନିବାସ ମିଶ୍ରଙ୍କ ପରିବାର ବର୍ଗ। ଖୋର୍ଦ୍ଧା ଜିଲ୍ଲା ପାତ୍ରପଡ଼ା ଅଞ୍ଚଳର ଶ୍ରୀନିବାସ ମିଶ୍ର କର୍କଟ...
ଭୁବନେଶ୍ୱର ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ – ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ରୂପ ନେବାକୁ ଯାଉଛି ଭୁବନେଶ୍ୱର ରେଳ ଷ୍ଟେସନ। ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ହେବା ସହ ଏହାକୁ ବିଶ୍ୱସ୍ତରୀୟ କରିବା ଲାଗି ଗୁରୁବାର ଦିନ ଭୂମି ପୂଜନ କରିଛନ୍ତି କେନ୍ଦ୍ର...
ରାଜ୍ୟରେ ବୈଷୟିକ ଶିକ୍ଷାର ବିକାଶ ପାଇଁ ବିପିୟୁଟି ତରଫରୁ ଏକାଡେମିକ୍ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଲୋକ ସେବା ଭବନରେ ମଙ୍ଗଳବାର ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି(ବିପିୟୁଟି) ପକ୍ଷରୁ ଏକ ଏକାଡେମିକ୍ ଅଧିବେଶନରେ ଆୟୋଜିତ ହୋଇଛି। ‘ନୂତନ ଶିକ୍ଷା ନୀତି-୨୦୨୦ରେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାର...
ହକି ବିଶ୍ଵକପ୍ ପାଇଁ ଭୁବନେଶ୍ୱରରେ ପହଁଞ୍ଚିଲା ଭାରତୀୟ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ହକି ବିଶ୍ଵକପକୁ ରହିଲା ଆଉ ମାତ୍ର ୧୭ ଦିନ। ଆରମ୍ଭ ହୋଇଛି ବିଶ୍ଵକପ୍ କାଉଣ୍ଟଡାଉନ୍। ହକି ବିଶ୍ଵକପ୍ ଖେଳିବା ଲାଗି ମଙ୍ଗଳବାର ଭାରତୀୟ ପୁରୁଷ ହକି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।...
ଭୁବନେଶ୍ଵରରେ ପୁସ୍ତକ ମେଳାର ଚାରି ଦଶନ୍ଧି-୩: ପୁସ୍ତକ ମେଳା ଆୟୋଜନରେ ସରକାରଙ୍କ ଭୂମିକା
କପିଳାସ ଭୂୟାଁ
ସର୍ବଭାରତୀୟ ଦୃଷ୍ଟିରୁ ବିଚାର କଲେ ଗତ ଶତାବ୍ଦୀର ଅଶି ଦଶକ ପର୍ଯ୍ୟନ୍ତ କେବଳ କଲିକତା ବହି ମେଳାକୁ ଛାଡ଼ି ଦେଲେ ଅନ୍ୟ କୌଣସି ରାଜ୍ୟରେ ପୁସ୍ତକ ମେଳା ଆୟୋଜନ କରିବା ପରମ୍ପରା...
ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଆସିଲା ଦ୍ୱିତୀୟ ପର୍ଯ୍ୟାୟ ଫରେନସିକ ରିପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଚ୍ଚନା ନାଗ ବ୍ଲାକମେଲିଂ ଅର୍ଥ ହେରଫେର ମାମଲାରେ ସୋମବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ଫରେନସିକ ରିପୋର୍ଟ ଆସିଛି। ରାଜ୍ୟ ଫରେନସିକ ଲ୍ୟାବ ଏହି ରିପୋର୍ଟକୁ ଖଣ୍ଡଗିରି ଥାନା ପୋଲିସକୁ ହସ୍ତାନ୍ତର କରିଛି।...
ଭୁବନେଶ୍ୱରରେ ମୁକ, ବଧିର ପିଲାଙ୍କ ସହ ବଡ଼ଦିନ ପାଳନ କଲା ‘ଉଡ୍ର’ ଚାରିଟେବଲ ଟ୍ରଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଡ଼ଦିନ ଅବସରରେ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି, ଯାହାର ନାଁ ରହିଥିଲା ‘ବଡ଼ଦିନ ବଡ଼ ସ୍ୱପ୍ନ’। ଭୁବନେଶ୍ୱର ପଳାଶପଲ୍ଲୀସ୍ଥିତ ଓଡ଼ିଶା ବଧିର ମହାସଂଘରେ ବଡ଼ଦିନ...
ସ୍କୁଲକୁ ଫେରିବ ମାସ୍କ: ଛାତ୍ରଛାତ୍ରୀଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ, ଜାପାନ ଏବଂ ଆମେରିକା ଆଦି ୫ଟି ଦେଶରେ କୋଭିଡର ସ୍ଥିତି ଚିନ୍ତା ବଢ଼ାଇଥିବାବେଳେ କୋଭିଡ ପରିସ୍ଥିତିର ମୁକାବିଲା ଲାଗି ଆଗୁଆ ପଦକ୍ଷେପ ନେଉଛନ୍ତି ଓଡ଼ିଶା ସରକାର। କୋଭିଡ ମୁକାବିଲା ପାଇଁ...
ଆଜି ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ, ଶ୍ରୀକ୍ଷେତ୍ରରେ ସମର୍ପଣର ସଙ୍କଳ୍ପ ନେବେ ୫୦ ହଜାର କର୍ମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବିଜୁ ଜନତା ଦଳ ପାଳନ କରୁଛି ୨୬ତମ ପ୍ରତିଷ୍ଠା ଦିବସ। ଶ୍ରୀକ୍ଷେତ୍ରରେ ଏବର୍ଷ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହେଉଛି। ଏଥିରେ ୪୦ରୁ ୫୦ ହଜାର କର୍ମୀ ଓ ନେତାଙ୍କ...





















