ୟାସ୍ ଅପଡେଟ୍ – ଦିନ ୩ଟା ସୁଦ୍ଧା ସମ୍ଭାବ୍ୟ ବାତ୍ୟାର ଟିକିନିଖି ସୂଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟାର ରୂପ ନେଲାଣି ୟାସ୍। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ୟାସ୍ ଅପ୍‌ଡେଟ୍‌ରୁ। ବାତ୍ୟା ୟାସ୍‌କୁ ନେଇ ଏସ୍‌ଆରସିଙ୍କ ସୂଚନା ମେ’୨୨ରେ ଉତ୍ତର ଆଣ୍ଡାମାନ୍ ସମୁଦ୍ରରେ ସୃଷ୍ଟି ହୋଇଥିଲା...

୧୦ ଜିଲ୍ଲାରେ କମୁଛି କରୋନା ସଂକ୍ରମଣ – ମୁଖ୍ୟ ଶାସନ ସଚିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ରାଜ୍ୟରେ ୧୦ଟି ଜିଲ୍ଲାରେ କରୋନା ସଂକ୍ରମଣ କମିଛି। ଗତ ଦିନ ୧୦ ଦିନ ହେଲା ରାଜ୍ୟ ଲକ୍‌ଡାଉନ୍‌ରେ ଥିବାରୁ ସଂକ୍ରମଣ କମିଛି। ବିଶେଷକରି ଆରମ୍ଭରୁ ଅଧିକ ପ୍ରଭାବିତ ଥିବା ପଶ୍ଚିମ ଓଡ଼ିଶାରେ...

ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ ଘରେ କୋଭିଡ୍ ପରୀକ୍ଷା ସୁବିଧା ଯୋଗାଇବ ବିଏମ୍‌ସି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=qoDv9QC_pxQ]ରାଜଧାନୀ ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ କୋଭିଡ୍ ପରୀକ୍ଷା ପାଇଁ ସୁବିଧା ଆଣିଛି ବିଏମ୍‌ସି। ଏଣିକି ୬୦ରୁ ଅଧିକ ବୟସ୍କ ଯେଉଁମାନେ କୋଭିଡ୍ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ...

ଭୁବନେଶ୍ୱରରେ ଚିକିତ୍ସା ପାଇଁ ହଇରାଣ ହେବେନି କୋଭିଡ୍ ରୋଗୀ – ଆମ୍ବୁଲାନ୍ସରେ ଲାଗିଲା ଜିପିଏସ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ ମହାମାରୀ ପରିଚାଳନାକୁ ଗୁରୁତ୍ୱ ଦେଇଛନ୍ତି ବିଏମସି କମିସନର ତଥା ବରିଷ୍ଠ ଆଇଏଏସ୍ ଅଫିସର ସଞ୍ଜୟ କୁମାର ସିଂ। ଏଣିକି ଭୁବନେଶ୍ୱରରେ କୋଭିଡ୍ ଆକ୍ରାନ୍ତଙ୍କୁ ତୁରନ୍ତ ଆମ୍ଭୁଲାନ୍ସ ଯୋଗାଇ ଦିଆଯିବ। ଫୋନକଲ୍...

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ – ପଟିଆରେ ଏଲ୍‌ପିଜିରେ ଶବଦାହ ବ୍ୟବସ୍ଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସତ୍ୟନଗର ଶ୍ମଶାନରେ କମିବ ଭିଡ଼ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ ସପ୍ତାହେ ଭିତରେ ଭରତପୁର, ପଟିଆରେ ଶ୍ମଶାନ କାର୍ଯ୍ୟକାରୀ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାରୁ ଭୁବନେଶ୍ୱରର ସତ୍ୟନଗର...

ଡ୍ୟୁଟି ପରେ ବି କରୋନା ରୋଗୀଙ୍କ ଚିକିତ୍ସା – ଘର ଘର ବୁଲି ହୋମ୍‌ ଆଇସୋଲେସନରେ ଥବା ଲୋକଙ୍କ...

(ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ) ଡ୍ୟୁଟି ସରିବା ପରେ ବି କରୋନା ରୋଗୀଙ୍କ ଚିକିତ୍ସା। ଘର ଘର ବୁଲି ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସେବା କରୁଛନ୍ତି ନର୍ସ ବିଷ୍ଣୁପ୍ରିୟା ଧଳ। ସାରାବିଶ୍ୱରେ ଏବେ କରୋନା ମହାମାରୀ...

କୋଭିଡରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ଆର୍ଥିକ ସହାୟତା, ଚାକିରି ଓ ବୀମା ଯୋଗାଇ ଦେବ ଓଟିଭି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଟିଭିରେ କାର୍ଯ୍ୟରତ କର୍ମଚାରୀ ଯଦି କରୋନା ସଂକ୍ରମିତ ହୋଇ ଆଖି ବୁଜନ୍ତି, ତେବେ ତାଙ୍କ ପରିବାର ସଦସ୍ୟଙ୍କୁ ଓଟିଭି ତରଫରୁ ଏକକାଳୀନ ୧୫ଲକ୍ଷ ଟଙ୍କା ଅନୁକମ୍ପା ରାଶି ଯୋଗାଇ ଦିଆଯିବ। ଏଥିସହ...

ସମ୍ କୋଭିଡ୍ ହସ୍ପିଟାଲରେ କରୋନାରୁ ସୁସ୍ଥ ହେଲେ ୯୮ ବର୍ଷିୟା ବୃଦ୍ଧା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ୍‌-୧୯ର ଦ୍ୱିତୀୟ ଲହରୀକୁ ନେଇ ସମସ୍ତେ ଏବେ ଭୟଭୀତ। ଲକ୍‌ଡାଉନ ଓ ସଟ୍‌ଡାଉନ୍ ଭିତରେ ସମସ୍ତେ ଏବେ ଗୃହବନ୍ଦୀ। ଆଉ କିଏ ପୁଣି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।...

କରୋନାରେ ଆଖି ବୁଜିଲେ ସାମ୍ବାଦିକା ସବନମ୍ ସିରିନ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ରାଜ୍ୟର ଅନେକ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଆଜି ଆଉ ଜଣେ ସାମ୍ବାଦିକା କରୋନାରେ ଆଖି ବୁଜିଛନ୍ତି। ସଂକ୍ରମିତ ହେବାପରେ ସେ ଭୁବନେଶ୍ୱରର ଏମ୍‌ସରେ ଚିକିତ୍ସା ହେଉଥିଲେ।...
chakiri 3

ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ଅଧୀନରେ ନିଯୁକ୍ତି ସୁଯୋଗ, ମେ’ ୨୦ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ILS) ଅଧୀନରେ ବିଭିନ୍ନ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ। ପଦବୀ ନାମ ଏବଂ ଯୋଗ୍ୟତା ...