ଖୁବଶୀଘ୍ର ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେବ ଏକ୍‌ମୋ ଚିକିତ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଏମ୍ସକୁ ଆସିଛି ଏକ୍‌ମୋ ମେସିନ୍‌। ଜୁଲାଇ ୧୫ତାରିଖ ସୁଦ୍ଧା ଏହି ମେସିନ୍‌ ହସ୍ପିଟାଲ୍‌ରେ କାର୍ଯ୍ୟକ୍ଷମ ହେବ। ବର୍ତ୍ତମାନ ଏମ୍ସରେ ମେସିନ ସ୍ଥାପନ କାର୍ଯ୍ୟ ଚାଲିଛି। ଖୁବ୍‌ଶୀଘ୍ର ଆଉ ଏକ ଏକ୍‌ମୋ...

ଓଡ଼ିଆ ଝିଅ ମୋନା ବିଶ୍ଵରୂପା ମହାନ୍ତିଙ୍କୁ ଦୁବାଇର ‘ଗୋଲ୍ଡେନ ଭିସା’

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପ୍ରଥମ ଓଡ଼ିଆ ଭାବେ ମୋନା ବିଶ୍ୱରୂପା ମହାନ୍ତିଙ୍କୁ ୟୁନାଇଟେଡ ଆରବ ଏମିରଟ(ୟୁଏଇ)ର ଗୋଲ୍ଡେନ୍ ଭିସା ମିଳିଛି। ଏହି ସମ୍ମାନ ପାଇଁ ସେ ଦୁବାଇରେ ୧୦ବର୍ଷ ପର୍ଯ୍ୟନ୍ତ ରହିପାରିବେ।...

ଓଡ଼ିଶା ଅର୍ଥ ସେବାର ୧୩ଜଣ ବରିଷ୍ଠ ଅଧିକାରୀଙ୍କ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଓଡ଼ିଶା ଅର୍ଥ ସେବାର ୧୩ଜଣ ବରିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି କରାଯାଇଛି। ଏଥିସହ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ବଦଳି ମଧ୍ୟ କରାଯାଇଛି।...

ଆଜିଠୁ ଭୁବନେଶ୍ୱରରେ ସ୍ପୁଟନିକ୍‌-ଭି ପାଇଁ ପଞ୍ଜୀକରଣ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଆସି ପହଞ୍ଚିଛି ଋଷ୍ ନିର୍ମିତ ଟିକା ସ୍ପୁଟନିକ୍‌-ଭି। କେୟାର ହସ୍ପିଟାଲକୁ ଏହାର ୬ଶହ ଡୋଜ୍ ଆସିଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି। ବର୍ତ୍ତମାନ ୧୮ରୁ ୪୪ବର୍ଷ ବୟସର ହିତାଧିକାରୀଙ୍କୁ...

ସମ୍ ହସ୍ପିଟାଲରେ ଦିଆଯାଉଛି କୋଭିସିଲ୍ଡ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲରେ ଦିଆଯାଉଛି କୋଭିସିଲ୍ଡ ଟିକା। ହିତାଧିକାରୀମାନେ କୋ-ୱିନ ଆପ ଜରିଆରେ ପଞ୍ଜୀକରଣ କରି କିମ୍ବା ସିଧାସଳଖ ହସ୍ପିଟାଲକୁ...

ଭୁବନେଶ୍ଵର ଘରୋଇ ହସ୍ପିଟାଲରେ କୋଭିଡ ଟିକା ଦାମ୍ କେତେ?

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଅଧିକାଂଶ ଲୋକ ଟିକା ପାଇଁ ସରକାରୀ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି। କାରଣ ସେଠାରେ ବିନା ମୂଲ୍ୟରେ ଟିକା...

ତେଲ ଦର ବୃଦ୍ଧି ଓ ବର୍ଷା ଯୋଗୁଁ ରାଜଧାନୀରେ ପନିପରିବା ଦାମ ଅକାଶଛୁଆଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଲଗାତାର ତେଲ ଦର ବୃଦ୍ଧି ଓ ବର୍ଷା କାରଣରୁ ରାଜଧାନୀ ଭୁବନେଶ୍ଵରରେ ପରିବା ଦର ଏବେ ଅକାଶଛୁଆଁ ହୋଇଛି। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବା ହେତୁ ରାଜଧାନୀକୁ...

ଯୋଗ ପ୍ରତି ନାହିଁ ଆଦର – ଭୁବନେଶ୍ୱରରେ ମାତ୍ର ୧୭ପ୍ରତିଶତ ବ୍ୟକ୍ତି କରନ୍ତି ଯୋଗାଭ୍ୟାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ବର୍ତ୍ତମାନ ସାରା ବିଶ୍ୱରେ ଯୋଗକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଭୁବନେଶ୍ୱରବାସୀଙ୍କ ମନରେ ଯୋଗକୁ ନେଇ ଏତେଟା ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳୁନାହିଁ। ଏଠାରେ ମାତ୍ର...
ol digital-3

ଓଡ଼ିଶାର ଅଗ୍ରଣୀ ମିଡିଆ କମ୍ପାନିରେ ବିଭିନ୍ନ ଆଦିବାସୀ ଭାଷା ଜାଣିଥିବା ବ୍ୟକ୍ତିଙ୍କ ପାଇଁ ଚାକିରି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଆଗଧାଡ଼ିର ଡିଜିଟାଲ୍ ମିଡିଆ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ଲାଗି ବିଜ୍ଞାପନ ପ୍ରକାଶ ପାଇଛି। ଓଡ଼ିଶାର ବିଭିନ୍ନ ଜନଜାତି ଭାଷା ଜାଣିଥିବା ଶିକ୍ଷିତ ଯୁବକଯୁବତୀମାନେ ଏଥିପାଇଁ ଆବେଦନ କରିପାରିବେ। ଟାର୍ଗେଟ୍...

ଭୁବନେଶ୍ଵରରେ କିନ୍ନରଙ୍କ ପାଇଁ ସ୍ଵତନ୍ତ୍ର ଟିକାକରଣ ବ୍ୟବସ୍ଥା, କୋଭିଡ୍ ଟିକା ନେଲେ ୮୦ରୁ ଊର୍ଦ୍ଧ୍ଵ କିନ୍ନର

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=ps4fOmCH2vk] ରାଜଧାନୀ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ଜରିଆରେ କିନ୍ନରମାନଙ୍କୁ ଟିକା ଦିଆଯାଇଛି। ଶୁକ୍ରବାର ୟୁନିଟ୍-୯ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଭୁବନେଶ୍ୱର ମହାନଗର ନିଗର ନିଗମ (ବିଏମସି)...