ଭୁବନେଶ୍ୱର ୧୨୦ ବାଟାଲିୟନରେ ପାଳିତ ହେଲା ‘କାରଗିଲ ବିଜୟ ଦିବସ’

ଓଡ଼ିଶାଲାଇଭ ବ୍ୟୁରୋ କାରଗିଲ ବିଜୟକୁ ୨୦ ବର୍ଷ ପୂରିଛି। ଏହି ଅବସରରେ ସାରା ଦେଶ କାରଗିଲ ବିଜୟ ଦିବସ ପାଳନ କରୁଛି। ଏହାସହ ଆଜି ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନରେ ମଧ୍ୟ କାରଗିଲ ବିଜୟ ଦିବସ...

ପ୍ରାଣ ନେଲା ମୁକୁଳା ଡ୍ରେନ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଡ୍ରେନ୍‌ରେ ପଡ଼ି ଆଖି ବୁଜିଲେ ୬୦ ବର୍ଷିଆ ବୃଦ୍ଧା। ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ। ୬୦ ବର୍ଷ ବୃଦ୍ଧା ଟି. ଆକାମ୍ମା ପ୍ରବଳ ବର୍ଷା ବେଳେ ନିଜ ଘରକୁ ଫେରୁଥିବା ସମୟରେ...

ଖୁବଶୀଘ୍ର ଭୁବନେଶ୍ଵରରୁ ସୁରଟକୁ ଉଡ଼ିବ ବିମାନ

ଓଡ଼ିଶାଲାଇଭ ବ୍ୟୁରୋ ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଭୁବନେଶ୍ଵରରୁ ସୁରଟକୁ ଖୁବଶ୍ରୀଘ୍ର ସପ୍ତାହରେ ଦୁଇଥର ବିମାନ ଚଳାଚଳ କରିବ। ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ...

‘ଅସୀମ ଓଡ଼ିଶା’ ପକ୍ଷରୁ ଭୁବନେଶ୍ୱର-ପୁରୀ ରାସ୍ତାରେ ମଞ୍ଜି ରୋପଣ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ ବ୍ୟୁରୋ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କୁ ନେଇ ଗଠିତ ‘ଅସୀମ ଓଡ଼ିଶା’ ପକ୍ଷରୁ ବନୀକରଣ ଉଦ୍ଦେଶ୍ୟରେ ଜୁଲାଇ ୨୧, ରବିବାର ଦିନ ଭୁବନେଶ୍ୱରର କେତେକ ଅଞ୍ଚଳରେ ମଞ୍ଜି ରୋପଣ କରାଯାଇଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର...

ଆସନ୍ତାକାଲି ଭୋର ୪ଟାରୁ ଲିଙ୍ଗରାଜ ମନ୍ଦିରରେ ସାହାଣମେଲା ଦର୍ଶନ

ଓଡ଼ିଶାଲାଇଭ ବ୍ୟୁରୋ ଆସନ୍ତାକାଲି ଶ୍ରାବଣମାସର ପ୍ରଥମ ସୋମବାର। ଏଥିପାଇଁ ରବିବାର ଅପରାହ୍ନରୁ କାଉଡ଼ିଆମାନେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିବେ। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ନୀତିକାନ୍ତିକୁ ଠିକ...

କଟକ, ପୁରୀ ଓ ଭୁବନେଶ୍ଵରରେ ଗଡ଼ିବ ଇଲେକ୍ଟ୍ରିକ ବସ୍

ଓଡ଼ିଶାଲାଇଭ ବ୍ୟୁରୋ ସହରମାନଙ୍କରେ ଅତ୍ୟଧିକ ବାୟୁ ପ୍ରଦୂଷଣକୁ ରୋକିବାକୁ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ରାଜ୍ୟର ପ୍ରମୁଖ ସହର କଟକ, ଭୁବନେଶ୍ଵର ଓ ପୁରୀରେ ଇଲେକ୍ଟ୍ରିକ ବସ ଚଲାଇବାକୁ ଯୋଜନା କରିଛନ୍ତି। ବିଜ୍ଞାନ ଓ...

ଉତ୍କଳ ବିଶ୍ଵବିଦ୍ୟାଳୟ ଡିଡିସିଇରେ ବିଭିନ୍ନ କୋର୍ସ ପାଇଁ ନାମଲେଖା ବିଜ୍ଞପ୍ତି

ଓଡ଼ିଶାଲାଇଭ ବ୍ୟୁରୋ ଉତ୍କଳ ବିଶ୍ଵବିଦ୍ୟାଳୟର ଦୂର ଓ ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟ(ଡିଡିସିଇ)ରେ ବିଭିନ୍ନ କୋର୍ସରେ ନାମଲେଖାଇବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ୩୧.୦୭.୨୦୧୯ ସୁଦ୍ଧା ଅନଲାଇନରେ ଆବେଦନ କରିପାରିବେ। ଡିଷ୍ଟାନ୍ସ ମୋଡ (ମ୍ୟାନେଜମେଣ୍ଟ...

ପାଇଥିବା ପର୍ସ ଫେରାଇ ମହାନତାର ପରିଚୟ ଦେଲେ ‘ମୋ ବସ’ କର୍ମଚାରୀ

ଓଡ଼ିଶାଲାଇଭ ବ୍ୟୁରୋ ପୁଣି ଥରେ ବସ୍ ଭିତରେ ପାଇଥିବା ପର୍ସ ଫେରାଇ ନିଜ ମହାନତାର ପରିଚୟ ଦେଇଛନ୍ତି ‘ମୋ ବସ’ କର୍ମଚାରୀ। ବିଜେଇଏମ୍ ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କ ହଜିଥିବା ପର୍ସକୁ ‘ମୋ ବସ’ର ଡ୍ରାଇଭର...

ଭୁବନେଶ୍ଵରରୁ ବିଦା ହେବେ ନିଶା ବେପାରୀ

ଓଡ଼ିଶାଲାଇଭ ବ୍ୟୁରୋ କମିସନରେଟ୍ ପୋଲିସ ଇତିହାସରେ ପ୍ରଥମ ଘଟଣା ଘଟିବାକୁ ଯାଉଛି। ପୋଲିସ ଆଇନ – ୨୦୦୩ର ଦଫା ୪୬ ମୁତାବକ ୩ଜଣ ଅଭ୍ୟାସଗତ ନିଶା ବେପାରୀଙ୍କୁ ସୀମା ବାହାରକୁ ପଠାଯିବ ବୋଲି ସୂଚନା...

ଭୁବନେଶ୍ଵରରେ ଖୋଲିଲା ରାଜ୍ୟର ସର୍ବବୃହତ ଟାଇଲ ଓ ମାର୍ବଲ ସୋରୁମ        

        ଓଡ଼ିଶାଲାଇଭ ବ୍ୟୁରୋ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଭୁବନେଶ୍ଵର ନୟାପଲ୍ଲୀଠାରେ ଆର କେ ମାର୍ବଲ୍ସ କମ୍ପାନିର ଏକ ସୋରୁମ ଉଦଘାଟିତ ହୋଇଯାଇଛି। ୧୨୦୦୦ ବର୍ଗଫୁଟର ଜମି ଉପରେ ସ୍ଥାପିତ ଏହି...