ଭୁବନେଶ୍ଵରରେ କିନ୍ନରଙ୍କ ପାଇଁ ସ୍ଵତନ୍ତ୍ର ଟିକାକରଣ ବ୍ୟବସ୍ଥା, କୋଭିଡ୍ ଟିକା ନେଲେ ୮୦ରୁ ଊର୍ଦ୍ଧ୍ଵ କିନ୍ନର

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=ps4fOmCH2vk] ରାଜଧାନୀ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ଜରିଆରେ କିନ୍ନରମାନଙ୍କୁ ଟିକା ଦିଆଯାଇଛି। ଶୁକ୍ରବାର ୟୁନିଟ୍-୯ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଭୁବନେଶ୍ୱର ମହାନଗର ନିଗର ନିଗମ (ବିଏମସି)...

ଟୁଇନ ସିଟିରେ ଅପରାଧୀଙ୍କ ତଥ୍ୟ ରଖିବ ‘କୁଣ୍ଡଳି’ ଓ ‘ସନ୍ଧାନ’ ଆପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ଟୁଇନ ସିଟିରେ ଅପରାଧୀକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣରେ ଆଣିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ଭିନ୍ନ ଭିନ୍ନ ପୟାସ ଜାରି ରହିଛି। ଏବେ ଅପରାଧୀମାନଙ୍କ ତଥ୍ୟ...

ଖୋଲିଲା ମିଠା ଦୋକାନ – ପୁଣିଥରେ ଗ୍ରାହକଙ୍କ ମନ ମୋହିବ ପାହାଳ ରସଗୋଲା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ଲକଡାଉନ୍ କଟକଣାକୁ ଆଂଶିକ ଭାବେ କୋହଳ କରାଯାଇଛି। ଯେହେତୁ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ ତେଣୁ ସରକାର ସମଗ୍ର ରାଜ୍ୟକୁ ଦୁଇଟି...

ଓଡ଼ିଶାର ଘରୋଇ ହସ୍ପିଟାଲ ପାଇଁ ସଂରକ୍ଷିତ ଥିବା ଟିକାକୁ କମେଇବାକୁ କେନ୍ଦ୍ରକୁ ଚିଠି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ୨୫ ପ୍ରତିଶତ ଟିକା ସଂରକ୍ଷିତ ରହିଛି। ସେହି ଟିକାକୁ ଆଣି ସରକାରଙ୍କ ଷ୍ଟକରେ ଯୋଡ଼ା ଯାଉ ବୋଲି ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ମାତ୍ର...

ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀର୍ଘ ୬ମାସ ଝାରପଡ଼ା ଜେଲରେ ସଜା କାଟିବାପରେ, ଶନିବାର ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ୬ଟି ମାମଲାରେ ହାଇକୋର୍ଟଙ୍କଠାରୁ ସର୍ତ୍ତମୂଳକ ଜାମିନ ପାଇବା ପରେ ଜେଲରୁ ମୁକୁଳିଛନ୍ତି ପ୍ରଦୀପ।...

ଓଡ଼ିଶା ଆସିବ ଏକ୍‌ମୋ ମେସିନ – ଏହା କ’ଣ ଓ ଏହାର ବ୍ୟବହାର କାହିଁକି ହୁଏ?

ଓଡ଼ିଶାଲାଇଭ୍ ବ୍ୟୁରୋ ଜଣଙ୍କ ପରେ ଜଣେ କରୋନା ଆକ୍ରାନ୍ତ ଏବେ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଜରିଆରେ ଓଡ଼ିଶା ବହାରକୁ ଯାଉଛନ୍ତି। ଏହାର ପ୍ରମୁଖ କାରଣ ହେଉଛି ଏକ୍‌ମୋ ଚିକିତ୍ସା। ଯେଉଁ ଚିକିତ୍ସାର ସୁବିଧା...

ଏକାମ୍ର ଯୋଜନା ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଭାବେ ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କୁ ଦାୟିତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର। ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଚାରିପଟେ ହେବାକୁ ଥିବା ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଏବେ ଆଗେଇବ। ଏକାମ୍ର...

ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଯୋଗୁଁ ଭୁବନେଶ୍ୱରରେ କମୁଛି ସଂକ୍ରମଣ ହାର – ବିଏମ୍‌ସି କମିସନର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି। କିନ୍ତୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ପଜିଟିଭି ହାର କମିବାରେ ଲାଗିଛି। ଏହି ଧାରା ବଜାୟ ରଖିବା ପାଇଁ ବିଏମ୍‌ସି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ...

ଦୀର୍ଘ ୨୦ ଦିନ ଭେଣ୍ଟିଲେଟରରେ ରହି କରୋନାକୁ ହରେଇଲେ ୨୦ବର୍ଷର ଯୁବକ ପ୍ରତୀକ୍ଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମହାମାରୀ ଘାତକ କିନ୍ତୁ ଏହାକୁ ପରାସ୍ତ କରିବା ଅସମ୍ଭବ ନୁହେଁ। ଏ କଥାକୁ ପ୍ରମାଣିତ କରିଛନ୍ତି ଜଣେ ୨୦ବର୍ଷର ଯୁବକ ପ୍ରତୀକ୍ଷ କାଦାମ୍ବାଲୁ। କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରର...

ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବିଶ୍ୱ ତମାଖୁ ନିବାରଣ ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଧୀନ ଏନ୍ଏସ୍ଏସ୍ ଶାଖା ପକ୍ଷରୁ ସୋମବାର ବିଶ୍ୱ ତମାଖୁ ନିବାରଣ ଦିବସ ପାଳିତ ହୋଇଛି। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ...