ଆଜିଠୁ କୋୱିନ ପୋର୍ଟାଲରେ ସ୍ଲଟ ବୁକିଙ୍ଗ୍, ବିନା ପଞ୍ଜିକରଣରେ ମିଳିବନି ଟିକା : ବିଏମ୍ସି କମିସନର
ଓଡ଼ିଶାଲାଇଭ୍ ବ୍ୟୁରୋ
“ଆଜିଠାରୁ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ। ନୟାପଲ୍ଲୀରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏ ନେଇ ଡ୍ରାଏ ରନ୍ ମଧ୍ୟ କରାଯାଇଛି। ସୋମବାର ଠାରୁ ଏହାକୁ ବ୍ୟାପକ କରାଯିବ।...
ସଂକ୍ରମଣରେ ୩ ଦିନ ହେଲା ଟପ୍ରେ ଖୋର୍ଦ୍ଧା, ଚିନ୍ତା ବଢ଼ାଉଛି ରାଜଧାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ସଂଖ୍ୟା ଏବେ ସବୁ ରେକର୍ଡ ଭାଙ୍ଗିଛି। ପ୍ରାୟ ଦିନକୁ ୭ରୁ ୮ ହଜାର ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ଲଗାତର ୩ ଦିନ ହେଲା...
ରାଜ୍ୟରେ ଘରୋଇ ହସ୍ପିଟାଲ ବଢ଼ାଉଛନ୍ତି କରୋନା ରୋଗୀଙ୍କ ସମସ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲା ସଦର ହସ୍ପିଟାଲରେ ଆବଶ୍ୟକୀୟ ସୁବିଧା ମିଳୁନଥିବାରୁ ଅନେକ କୋଭିଡ ରୋଗୀଙ୍କୁ ନେଇ ଭୁବନେଶ୍ୱର ଆସୁଛନ୍ତି। ତେବେ ଭୁବନେଶ୍ୱରରେ ପହଞ୍ଚିବା...
ସଟଡାଉନ୍ ବେଳେ ଭୁବନେଶ୍ଵରରେ ଅର୍ଡର କରିପାରିବେ ମାଛ, ମାଂସ ଓ ଅଣ୍ଡା – ବିଏମ୍ସି ଜାରି କଲା ହୋମ୍...
ଓଡ଼ିଶାଲାଇଭ୍ ବ୍ୟୁରୋ
ସଟଡାଉନ୍ ବେଳେ ରାଜଧାନୀ ଭୁବନେଶ୍ଵରରେ ଘରେ ଘରେ ପହଞ୍ଚିପାରିବ ମାଛ, ମାଂସ, ଅଣ୍ଡା ଏବଂ ଦୁଗ୍ଧଜାତ ସାମଗ୍ରୀ। ଚିଲିକା ଫ୍ରେସ୍ ମାଧ୍ୟମରେ ମାଛ, ଓପୋଲଫେଡ୍ ମାଧ୍ୟମରେ କୁକୁଡ଼ା ମାଂସ ଓ ଅଣ୍ଡା...
କୋଭିଡ୍ ସମୟରେ ବରିଷ୍ଠ ନାଗରିକଙ୍କ ଘରେ ଜରୁରୀ ସେବା ପହଞ୍ଚାଉଛି ‘ସେନ୍ସିକେୟାର’ : ଷ୍ଟାର୍ଟଅପ୍ ପ୍ରତିଷ୍ଠାତା
ଅଭିପ୍ସା ବରାଳ
କୋଭିଡ୍ ମହାମାରୀ ସମୟରେ ବରିଷ୍ଠ ନାଗରିକଙ୍କୁ ହାତପାହାନ୍ତାରେ ବିଭିନ୍ନ ପ୍ରକାରର ସେବା ଯୋଗାଉଥିବା ‘ସେନ୍ସିକେୟାର’ ଷ୍ଟାର୍ଟଅପ୍ କମ୍ପାନିର ପ୍ରତିଷ୍ଠାତା ପ୍ଲାବନ ମହାପାତ୍ରଙ୍କ ସହିତ ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାର।
କୋଭିଡ୍ ମହାମାରୀ ସମୟରେ ସବୁଠାରୁ...
ସମ୍ପର୍କୀୟଙ୍କୁ ମିଳିବ ରୋଗୀଙ୍କ ସୂଚନା – ଭୁବନେଶ୍ୱରର ୪ କୋଭିଡ ହସ୍ପିଟାଲ ପାଇଁ ହେଲ୍ପ ଲାଇନ ନମ୍ବର ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡର ଦ୍ରୁତ ସଂକ୍ରମଣକୁ ଦେଖି ବିଏମ୍ସି ପକ୍ଷରୁ ଭୁବନେଶ୍ୱରର ୪ଟି କୋଭିଡ ହସ୍ପିଟାଲ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ଏହି ନମ୍ବର ମାଧ୍ୟମରେ ସେଠାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ...
ଯୁକ୍ତ ୨ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀଙ୍କ ଧାରଣା – ମନ୍ତ୍ରୀ କହିଲେ ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ମାଟ୍ରିକ ପରୀକ୍ଷା ବାତିଲ୍ ହେବାପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଯୁକ୍ତ ୨ ଛାତ୍ରଛାତ୍ରୀ। ସେମାନଙ୍କର ମଧ୍ୟ ସମାନ ଦାବି ରହିଛି, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଉ। ଏନେଇ...
ବନ୍ଦ ସତ୍ତ୍ୱେ ଭୁବନେଶ୍ୱର ରାମ ମନ୍ଦିରରେ ଜମିଲା ଭିଡ଼ – ଶ୍ରଦ୍ଧାଳୁଙ୍କୁ ଘଉଡ଼ାଇଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପବିତ୍ର ଶ୍ରୀରାମ ନବମୀ ଅବସରରେ ଭୁବନେଶ୍ୱର ରାମ ମନ୍ଦିର ନିକଟରେ ପ୍ରବଳ ଭିଡ଼ ଜମିଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ କରିଥିଲା କମିସନରେଟ ପୋଲିସ। ଭୁବନେଶ୍ୱରରେ କରୋନା ସଂକ୍ରମଣର...
ଭୁବନେଶ୍ୱରରେ କୋଭିଡ ଟେଷ୍ଟ କରିବାକୁ କେଉଁଠିକି ଯିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡର ଦ୍ୱିତୀୟ ଲହର ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ରାଜ୍ୟରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଭୁବନେଶ୍ୱରରେ କୋଭିଡ ନିୟନ୍ତ୍ରଣ ପାଇଁ ବିଏମ୍ସି ପକ୍ଷରୁ ଟେଷ୍ଟିଂ ସେଣ୍ଟର...
ରାଜ୍ୟରେ ଔଷଧ କଳାବଜାରୀ ରୋକିବ ଫ୍ଲାଇଙ୍ଗ ସ୍କ୍ୱାଡ୍ – ଟୁଇନ ସିଟି ଉପରେ ନଜର ରଖିବେ ୭ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଓଡ଼ିଶାରେ ହେବନି ଔଷଧ କଳାବଜାରୀ। କରୋନା ସଂକ୍ରମଣ ସମୟରେ ଏହାକୁ ରୋକିବା ପାଇଁ ଗଠନ କରାଯାଇଛି ଫ୍ଲାଇଙ୍ଗ ସ୍କ୍ୱାଡ୍। ଟୁଇନ ସିଟି ପାଇଁ ୭ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ କରାଯାଇଥିବାବେଳେ,...





















