ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବିଶିଷ୍ଟ ସିଭିଟିଏସ୍ ସର୍ଜନ ବନ ବିହାରୀ ମିଶ୍ରଙ୍କ ଯୋଗଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ କାର୍ଡିଓଭାସ୍କୁଲାର ଥୋରାସିକ୍ ସର୍ଜନ ଡାକ୍ତର ବନ ବିହାରୀ ମିଶ୍ର ସିନିୟର କନ୍ସଲ୍ଟାଣ୍ଟ୍ ଭାବେ ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଇଛନ୍ତି।
ଡାକ୍ତର ବନ ବିହାରୀ ମିଶ୍ରଙ୍କର ବିଭିନ୍ନ କର୍ପୋରେଟ୍ ହସ୍ପିଟାଲ୍ରେ ୧୩...
ସ୍ଵଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଶୁଭାରମ୍ଭ – ପୁଣି ଝଲସିବ ଏକାମ୍ର କ୍ଷେତ୍ରର ଐତିହ୍ୟ ପୁଷ୍କରିଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏକାମ୍ର କ୍ଷେତ୍ରର ଐତିହ୍ୟ ବହନ କରୁଥିବା ବିନ୍ଦୁସାଗର ପୁଣିଥରେ ପୂର୍ବ ସୌନ୍ଦର୍ଯ୍ୟ ଫେରି ପାଇବ। ଏଥିପାଇଁ ସରକାର ବିନ୍ଦୁସାଗରକୁ ବିଶୋଧନ କରିବାପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଏଥିପାଇଁ ଶନିବାର ସ୍ଵଚ୍ଛ ବିନ୍ଦୁସାଗର...
‘ମୋ ଖତ’ – ଜୈବିକ ସାର ବିକ୍ରି କରିବାକୁ ବିଏମସିର ନୂଆ ପଦକ୍ଷେପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଭୁବନେଶ୍ୱରରେ ମିଳିବ ଜୈବିକ ଖତ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ 'ମୋ ଖତ' ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶୁକ୍ରବାର ଏହି...
ନାଲକୋର ସଂପ୍ରସାରଣ ପାଇଁ ବିନିଯୋଗ ହେବ ୩୦ ହଜାର କୋଟି – କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍(ନାଲ୍କୋ)ର ସଂପ୍ରସାରଣ ପାଇଁ ଆଗାମୀ ୭ରୁ ୮ ବର୍ଷ ମଧ୍ୟରେ ୩୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ଏହା କମ୍ପାନିର ସ୍ଥିରତା ଏବଂ ବଜାର...
ସାଇବର ଠକେଇ ରୋକିବାକୁ କମିସନରେଟ୍ ପୋଲିସ ଆରମ୍ଭ କଲା ହେଲ୍ପ ଡେସ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଇବର ଠକେଇ ରୋକିବାକୁ କମିସନରେଟ୍ ପୋଲିସ ଆରମ୍ଭ କଲା ହେଲ୍ପ ଡେସ୍କ। ଲୋକମାନେ ଏଣିକି ୭୪୪୦୦୦୬୭୦୯ ନମ୍ବରକୁ ଫୋନ କରି ସାଇବର ଠକେଇ ବିରୋଧରେ ତୁରନ୍ତ ଅଭିଯୋଗ କରିପାରିବେ ବୋଲି ଗୁରୁବାର...
ଭୁବନେଶ୍ୱରରେ ଏବେ ଯୁଆଡ଼େ ଦେଖିଲେ ସିଆଡ଼େ ହେଲମେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରି ପହିଲାରୁ ହେଲମେଟ ନିୟମ କଡ଼ାକଡ଼ି ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଯୁଆଡ଼େ ଦେଖିଲେ ସିଆଡ଼େ ହେଲମେଟ ଦେଖାଯାଉଛି। ଏବେ ଗାଡ଼ି ଚାଳକଙ୍କ ସମେତ ପଛରେ ବସିଥିବା ଯାତ୍ରୀମାନେ ମଧ୍ୟ ହେଲମେଟ...
ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ କୋଭିଡ ପରୀକ୍ଷା ବାଧ୍ୟତାମୂଳକ ନୁହେଁ : ବିଏମସି କମିସନର
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ବିନା କରୋନା ପରୀକ୍ଷାରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରାଯାଇପାରିବ। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ। ମନ୍ଦିରକୁ ପ୍ରବେଶ ବେଳେ ସ୍କ୍ରିଂନି କରାଯାଇ ଭକ୍ତମାନଙ୍କୁ ଦର୍ଶନ...
ଲୋ-ରିସ୍କ କୋଠା ନିର୍ମାଣ ପାଇଁ ଦରକାର ନାହିଁ ବିଡିଏ ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀବାସୀଙ୍କୁ ନୂଆ ବର୍ଷରେ ନୂଆ ଉପହାର ଦେଇଛି ବିଡିଏ। ଏଣିକି ଭୁବନେଶ୍ୱରରେ ଲୋ-ରିସ୍କ କୋଠା ଗଢ଼ିବା ପାଇଁ କୌଣସି ମଞ୍ଜୁରିର ଆବଶ୍ୟକତା ପଡ଼ିବ ନାହିଁ। ନାଗରିକମାନେ ବିଡିଏର ଅଫିସିଆଲ୍ ୱେବସାଇଟକୁ ଯାଇ...
କିସ୍ରେ ମହାଅଭିଭାବକ ସମ୍ମିଳନୀ – ଅନଲାଇନ ମାଧ୍ୟମରେ ସାମିଲ ହେଲେ ୧ଲକ୍ଷ ଅଭିଭାବକ ଓ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କିସ୍ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ରବିବାର ଏକ ଅଭିଭାବକ ମହାସମାବେଶ ଅନୁଷ୍ଠିତ ହୋଇଛି। ଭର୍ଚୁଆଲ୍ ମୋଡ୍ରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୦ଟି ଜିଲ୍ଲା ସମେତ ଝାଡ଼ଖଣ୍ଡ ଓ ଆସାମ...
ଭୁବନେଶ୍ଵରରେ ଜିରୋ ନାଇଟ ସେଲିବ୍ରେସନ ମନା – ହୋଟେଲ, କ୍ଲବରେ ଏକାଠି ହେବେନି ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଜିରୋ ନାଇଟ ପାଳନ ଉପରେ କଟକଣା ଲଗାଇଛି ଭୁବନେଶ୍ଵର ମହାନଗର ନିଗମ। ହୋଟେଲ, କ୍ଲବ୍, ସମ୍ମେଳନ କକ୍ଷ କିମ୍ଵା କଲ୍ୟାଣ ମଣ୍ଡପଗୁଡ଼ିକରେ ଜିରୋ ନାଇଟ ପାଳନ କରିବା ଉପରେ ରୋକ...





















