corona vaccine-1

ଚିନ୍ତା ବଢ଼ାଇଲା ମଞ୍ଚେଶ୍ୱରର ଅଟାକଳ – ୬୧ କର୍ମଚାରୀ କରୋନା ପଜିଟିଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ଦିନକୁ ଦିନ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଥିବା ୧୨୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ ହେଉଛନ୍ତି ମଞ୍ଚେଶ୍ୱରରେ ଥିବା ଏକ ଅଟାକଳର କର୍ମଚାରୀ।...

ଭୁବନେଶ୍ୱରରୁ ଆଜି ଆଉ ୮୭ ପଜିଟିଭ – ୧୧୩୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୮୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧ ଜଣ ଚିହ୍ନଟ ହୋଇଥିଲା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ଚିହ୍ନଟ...

ଭୁବନେଶ୍ୱରରୁ ଆଉ ୧୨୪ ପଜିଟିଭ୍ ଚିହ୍ନଟ – କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୩କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୭୧୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୨୪ ଜଣ ରହିଛନ୍ତି। ଏହି ୧୨୪...

ଭୁବନେଶ୍ୱରରୁ ପୁଣି ୧୪ ପଜିଟିଭ୍ ଚିହ୍ନଟ – ଆକ୍ରାନ୍ତଙ୍କ ଭିତରେ ଜଣେ ବର୍ଷକର ଶିଶୁ କନ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୪ କରୋନା ପଜିଟିଭ୍। ଏଥିସହ ରାଜଧାନୀର କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧୮କୁ ବୃଦ୍ଧି ପାଇଛି। ଏନେଇ ବିଏମସି ତରଫରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ...

ଭୁବନେଶ୍ୱରର କରୋନା ନିୟନ୍ତ୍ରଣରେ ବସ୍ତିକୁ ଫୋକସ୍, ବଜାରରେ ଗହଳି ନକରିବାକୁ ପରାମର୍ଶ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=TMkFat_8EVA]ରାଜଧାନୀର କୋଭିଡ୍ ସ୍ଥିତିକୁ ନେଇ ସୂଚନା ଦେଲେ ବିଏମସି କମିସନର “ଲୋକମାନେ ସମସ୍ତେ କରୋନାକୁ ଭଲଭାବେ ଜାଣିଛନ୍ତି। ତା’ପରେ ବି ସନ୍ଧ୍ୟା ସମୟରେ ବଜାରରେ ଗହଳି କରୁଛନ୍ତି। ବଜାରରେ ଲୋକମାନେ...

ଜଗତସିଂହପୁରବାସୀଙ୍କୁ ଟୁଇନ ସିଟି ବାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଜଗତସିଂହପୁରବାସୀଙ୍କୁ ଭୁବନେଶ୍ୱର ଓ କଟକକୁ ଯିବାକୁ ବାରଣ। ଏହି ଦୁଇ ସହରରେ ଏବେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜଗତସିଂହପୁର ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଏଭଳି ଅପିଲ୍ କରିଛନ୍ତି। ବର୍ତ୍ତମାନ କଟକ ଓ ଭୁବନେଶ୍ୱରରେ...

ଭୁବନେଶ୍ୱରରୁ ଆଉ ୪୫ ପଜିଟିଭ୍ – ୩୫ କ୍ୱାରେଣ୍ଟାଇନ ସେଣ୍ଟରରୁ, ୧୦ ଜଣ ସ୍ଥାନୀୟ ସଂକ୍ରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରୁ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୦ ଜଣ ସ୍ଥାନୀୟ ସଂକ୍ରମଣ। ବଡ଼ଗଡ଼ ବ୍ରିଟ୍‌ କଲୋନୀରୁ ୪୫...

କରୋନା କଟକଣା- ରାଜଭବନକୁ ସାଧାରଣ ଲୋକ ମନା

ଓଡିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଭବନରେ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ରାଜଭବନ ଯାଇପାରିବେ ନାହିଁ ବୋଲି...
CV Raman Chairman Sanjib Rout Interview.00_00_04_01.Still002

ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିରେ ଚଳିତ ଶିକ୍ଷାବର୍ଷ ପାଇଁ ନାମଲେଖା

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=45nqDdZs8-0#action=share ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ସହ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ନାତକ, ସ୍ନାତକୋତ୍ତର, ପିଜି ଡିପ୍ଲୋମା ଏବଂ ପିଏଚ୍‌ଡି ପାଠ୍ୟକ୍ରମ। ଭୁବନେଶ୍ୱରରେ ଥିବା ଘରୋଇ ବିଶ୍ୱବିଦ୍ୟାଳୟ ‘ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି’ (ସିଜିୟୁ)...

ଭୁବନେଶ୍ୱର ଆରଟିଓ-୨ ସୋମବାର ପର୍ଯ୍ୟନ୍ତ ବନ୍ଦ, କରୋନା ଭୟରେ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ପର୍ଯ୍ୟନ୍ତ ବନ୍ଦ ହେଲା ଭୁବନେଶ୍ୱର ଆରଟିଓ- ୨। କରୋନା ସଂକ୍ରମଣର ଭୟ ଥିବାରୁ ଭୁବନେଶ୍ୱରର ଏହି ପରିବହନ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି। ଗତକାଲି ରାଜଧାନୀରେ ଥିବା ଆରଟିଓ ୧ କାର୍ଯ୍ୟାଳୟର କିଛି...