ରାଜଧାନୀରେ ଅଡ୍ – ଇଭିନ୍ ଗାଡ଼ି ଚେକିଂ ଜୋରଦାର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକଡାଉନର ଦ୍ୱିତୀୟ ଦିନରେ ରାଜଧାନୀର ବିଭିନ୍ନ ଛକରେ ଚେକିଂ ଜୋରଦାର ହୋଇଛି। ଅଡ୍-ଇଭିନକୁ ନେଇ ପୋଲିସ୍ ପକ୍ଷରୁ ଏହି ଚେକିଂ କରାଯାଉଛି। ଏହି କାରଣରୁ ରାଜଧାନୀର ବିଭିନ୍ନ ଛକରେ ଆଜି...

କରୋନା ଲଢ଼େଇ – ଏକାଠି ହେଲା ସାରା ଦେଶ, ଓଡ଼ିଶା ଠପ୍

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ‘ଜନତା କର୍ଫ୍ୟୁ’କୁ ଆଜି ସାରା ଦେଶରେ ଅଭୁତପୂର୍ବ ସମର୍ଥନ ମିଳିଛି। ଓଡ଼ିଶା ମଧ୍ୟ ଏଥିରେ ସାମିଲ ହୋଇଛି। କରୋନା ଲଢ଼େଇରେ ସାମିଲ ହୋଇଛି ସାରା ଦେଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଜନତା...

ଜନତା କର୍ଫ୍ୟୁ – ଜରୁରିକାଳୀନ କାମ ପାଇଁ କମିସନରେଟ୍‌ ପୋଲିସ ଦେଉଛି ପାସ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ସାରା ଦେଶରେ ଆଜି ପାଳନ ହେଉଛି ‘ଜନତା କର୍ଫ୍ୟୁ’। ଏହାକୁ ସାଧାରଣ ଲୋକ ସମର୍ଥନ କରୁଛନ୍ତି। ସବୁଠି ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ...

ବିଏମ୍‌ସି କଥା ନମାନି ସିଲ୍ ହେଲା ସିଜ୍‌ଲର ଫାଷ୍ଟ ଫୁଡ୍‌ – ନିମାପଡ଼ା ସୁଇଟ୍‌ସ ଓ ତନ୍ଦୁର ହଟ୍‌...

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଏମ୍‌ସିର କଥା ନମାନି ତଣ୍ଡ ଗଣିଲେ ରାଜଧାନୀର ବହୁ ହୋଟେଲ ଓ ରେସ୍ତୋରାଁ। କରୋନା ମୁକାବିଲା ପାଇଁ ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ଦୋକାନ ଉପରେ କଟକଣା ଲଗାଇଥିଲେ। ଏହି କଟକଣା ମାର୍ଚ୍ଚ...

ରାଜଧାନୀରେ କୁଆପଥର ସହ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜି ରାଜଧାନୀରେ କୁଆପଥର ସହ ବର୍ଷା ହୋଇଛି। ଶନିବାର ଅପରାହ୍‌ଣରେ ଭୁବନେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳରେ କୁଆପଥର ବର୍ଷା ହୋଇଛି। ଅନ୍ୟପଟେ ପାଣିପାଗ...

କରୋନା ପାଇଁ କଟକଣା – ଟୁଇନ୍ ସିଟିରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପାର୍କ ବନ୍ଦ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ବନ୍ଦ ରହିବ ପାର୍କ। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର, କଟକର ସମସ୍ତ ପାର୍କ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ। ଭୁବନେଶ୍ୱର ଏବଂ କଟକ ମହାନଗର ନିଗମ ତରଫରୁ...

ସାଧାରଣ ପରିବହନ ପାଇଁ ଲାଗୁ ହେଲା ଅଡ୍‌-ଇଭିନ୍‌ ଫର୍ମୁଲା: ଆଜି ଗଡ଼ିବ ଅଡ୍‌ ନମ୍ବର ଗାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣ ରୋକିବା ପାଇଁ ଟୁଇନ୍‌ ସିଟିରେ ଲାଗୁ ହେଲା ଅଡ୍‌-ଇଭିନ୍‌ ଫର୍ମୁଲା। ଆଜି ଟୁଇନ୍‌ ସିଟିରେ ଅଡ୍‌ ନମ୍ବର ପରିବହନ ଗାଡ଼ି ଚାଲିବ। ଆଜି ହେଉଛି ଅଡ୍‌ ନମ୍ବର ଦିନ।...

ଆଇନଷ୍ଟାଇନ୍ ଏକାଡେମୀ ଅଫ୍ ଟେକ୍ନୋଲୋଜୀ ଆଣ୍ଡ ମ୍ୟାନେଜମେଣ୍ଟରେ ପ୍ରଫେସର ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇନଷ୍ଟାଇନ୍ ଏକାଡେମୀ ଅଫ୍ ଟେକ୍ନୋଲାଜୀ ଆଣ୍ଡ୍ ମ୍ୟାନେଜମେଣ୍ଟ (EATM) ଏମ୍.ବି.ଏ ବିଭାଗରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା...

କରୋନା ମୁକାବିଲା – ଭୁବନେଶ୍ୱରରେ ଶନିବାରଠୁ ଗହଣା, ଇଲେକ୍ଟ୍ରୋନିକ୍ସ ଓ ଫର୍ଣ୍ଣିଚର ଦୋକାନରେ ପଡ଼ିବ ସଟର୍

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରେୋନା ପାଇଁ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲା ରହିବ ଏବଂ ବନ୍ଦ ରହିବ ଜାଣନ୍ତୁ। କରୋନା ମୁକାବିଲା ପାଇଁ ବିଏମ୍‌ସି କଟକଣା ଭୁବନେଶ୍ୱରରେ ଶନିବାରଠୁ ଦୋକାନ ବନ୍ଦ ରଙ୍ଗ ଦୋକାନ...

କରୋନା ମୁକାବିଲା – ଆସନ୍ତାକାଲିଠୁ ଭୁବନେଶ୍ୱରରେ ସାଧାରଣ ପରିବହନ ପାଇଁ ଲାଗୁ ହେବ ଅଡ୍-ଇଭିନ୍‌ ଫର୍ମୁଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା ଶନିବାରଠୁ ଭୁବନେଶ୍ୱରରେ  ଅଡ୍‌-ଇଭିନ୍‌ ଫର୍ମୁଲା ଅଡ୍‌ ଦିନରେ ‘ଅଡ୍‌’ ନମ୍ବର ଏବଂ ଇଭେନ୍‌ ଦିନରେ ‘ଇଭିନ୍‌’ ନମ୍ବର ଗାଡ଼ି...