ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇନଷ୍ଟାଇନ୍ ଏକାଡେମୀ ଅଫ୍ ଟେକ୍ନୋଲାଜୀ ଆଣ୍ଡ୍ ମ୍ୟାନେଜମେଣ୍ଟ (EATM) ଏମ୍.ବି.ଏ ବିଭାଗରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଆଗାମୀ ୭ ଦିନ ଧରି ଚାଲୁ ରହିବ।

ପଦବୀ– ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର

ବିଭାଗ– ଏମ୍.ବି.ଏ (ଏଚ୍.ଆର୍, ଫାଇନାନ୍ସ, ମାର୍କେଟିଂ, ଜେନେରାଲ ଆଡମିନିଷ୍ଟ୍ରେସନ୍)

ଆବେଦନ ପ୍ରକ୍ରିୟା- ଏହି ବିଜ୍ଞପ୍ତି ମାର୍ଚ୍ଚ ୨୦ରେ ପ୍ରକାଶ ପାଇଛି। ଏହାର ୭ ଦିନ ମଧ୍ୟରେ ପ୍ରାର୍ଥୀମାନେ ନିଜର ବାୟୋଡାଟା ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍ principal@eatm.in ବା recruitment@eatm.in କୁ ମେଲ୍ କରିଦେବେ।

  • ଠିକଣା- ପ୍ଲଟ୍ ନଂ- ଏନ୍-4/145, ଆଇଆରସି ଭିଲେଜ୍, ନୟାପଲ୍ଲୀ, ଭୁବନେଶ୍ୱର-751015
  • ଫୋନ୍ ନଂ- 0674-2558245
  • ଓ୍ୱେବସାଇଟ୍- www.eatm.in

source – www.chakiri.plus

Comment