ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା, ସରକାରଙ୍କ ଉପରେ ବର୍ଷିଲେ ବିଜୟ
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ୟେସ୍ ବ୍ୟାଙ୍କରେ ରହିଛି ପୁରୀ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା। ଏତେଗୁଡ଼ାଏ ଟଙ୍କା କେମିତି ୟେସ୍ ବ୍ୟାଙ୍କରୁ ଆସିବ ତାକୁ ନେଇ ବିଭିନ୍ନ ମହଲରେ ଭାଳେଣି ପଡ଼ିଥିବା ବେଳେ ବରିଷ୍ଠ...
ପେନ୍ ଇନ୍ ବୁକ୍ ଯୁବ ଲେଖକ ପୁରସ୍କାର – ସମ୍ମାନିତ ହେଲେ ୧୦ ଲେଖକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ ମହିଳା ଦିବସରେ ସମ୍ମାନିତ ହେଲେ ୧୦ ଜଣ ଯୁବ ଲେଖକ। ଓଡ଼ିଆ ମିଡିଆ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ 'ପେନ୍ ଇନ୍ ବୁକ୍ ଯୁବ ଲେଖକ ପୁରସ୍କାର ସମାରୋହ'ରେ...
ଭୁବନେଶ୍ୱର ଆର୍ଏମ୍ଆର୍ସିରେ ଆରମ୍ଭ ହେଲା କୋରୋନା ଭୂତାଣୁ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଆର୍ଏମ୍ଆର୍ସିରେ ରବିବାରଠୁ ଆରମ୍ଭ ହୋଇଛି କୋରୋନା ଭାଇରସ ବା କୋଭିଡ୍-୧୯ର ପରୀକ୍ଷଣ। କିଛି ଦିନ ପୁର୍ବରୁ ଭୁବନେଶ୍ୱରର ଏକ ହୋଟେଲରୁ ଜଣେ କୋରୋନା ସନ୍ଦିଗ୍ଧ ଧରାପଡ଼ିଥିଲେ। ତାଙ୍କର ଏବଂ ତାଙ୍କ...
ଆଜି ମହିଳାଙ୍କୁ ମୋ’ ବସ ମାଗଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ମୋ’ ବସରେ ମାଗଣା ଯାତ୍ରା କରିବେ ମହିଳା। ଏନେଇ କ୍ରୁଟର ଜେନେରାଲ୍ ମ୍ୟାନେଜର ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଆନ୍ତର୍ଜାତୀୟ...
‘କୋରାନା’ ଭୟ – ଆହାର କେନ୍ଦ୍ରରେ ରହିବ ‘ହ୍ୟାଣ୍ଡ ସାନିଟାଇଜର’
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ସମ୍ପର୍କରେ ସଚେତନ କରିବାକୁ ସବୁ ମ୍ୟୁନିସିପାଲଟି ଓ ଏନଏସିକୁ ଚିଠି ଲେଖିଲା ଗୃହ ଓ ନଗର ଉନ୍ନୟନ ବିଭାଗ।
‘କୋରୋନା’କୁ ନେଇ ଏବେ ସବୁଠି ଭୟ। ଏହି ରୋଗରୁ ରକ୍ଷା ପାଇଁ...
ରାଜ୍ୟସଭା ପାଇଁ ନବୀନ ଖେଳିଲେ ‘ବାଲାନ୍ସ’ କାର୍ଡ! ଚତୁର୍ଥ ଆସନ ଉପରେ ନଜର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟସଭାର ଚତୁର୍ଥ ଆସନ କ’ଣ ହେବ? ମମତା ମହାନ୍ତ କାହା ସମର୍ଥନ ବଳରେ ଯିବେ ରାଜ୍ୟସଭା?
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା...
ସମ୍ ଅଲ୍ଟିମେଟ୍ ମେଡିକେୟାର୍ରେ ପ୍ରଥମ ପାୱାର୍ ଆସିଷ୍ଟେଡ୍ ଲିପୋସକ୍ସନ୍ ସର୍ଜରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶରୀରରେ ଥିବା ଅଧିକ ଚର୍ବି କାଢ଼ିବାର ନୂତନ ପଦ୍ଧତି ଆରମ୍ଭ କରିଛି ସମ୍ ଅଲ୍ଟିମେଟ୍ ମେଡିକେୟାର୍। ଶୁକ୍ରବାର ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି...
ବିଜେଡି ଫୋକସ୍ରେ ମୟୂରଭଞ୍ଜ – ମମତା ମହନ୍ତଙ୍କୁ ରାଜ୍ୟସଭା ଟିକେଟ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜୁ ଜନତା ଦଳ ଫୋକସ୍ରେ ଏବେ ରହିଛି ମୟୂରଭଞ୍ଜ ଜିଲ୍ଲା। ଗତ କିଛିଦିନ ତଳେ ମୟୂରଭଞ୍ଜ ସଙ୍ଗଠନକୁ ଦୁଇ ଭାଗ କରାଯିବା ପରେ ଆଜି ଏହି ଜିଲ୍ଲାର ଜଣେ ମହିଳାଙ୍କୁ...
କୋଡ଼ିଏ ବର୍ଷରୁ ଅଧିକ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ଭିତରେ ନବୀନ ଷଷ୍ଠ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ସ୍ଥାନରେ ରହିଛନ୍ତି। ୫...
‘ମୋ ବସ୍’ର ମହିଳା ଦିବସ ଭେଟି – ଦିନକ ପାଇଁ ମାଗଣାରେ ଯାତ୍ରା କରିବେ ମହିଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସରେ ମୋ’ ବସରେ ମାଗଣା ଯାତ୍ରା କରିବେ ମହିଳା। ଏନେଇ ଆଜି କ୍ରୁଟର ଜେନେରାଲ୍ ମ୍ୟାନେଜର ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ,...




















