ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଭୁବନେଶ୍ୱରରେ କଟିବ ଲାଇନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବିଦ୍ୟୁତ୍ ମରାମତି ଜନିତ କାମ ହେତୁ ଶୁକ୍ରବାର ଭୁବନେଶ୍ୱର ଓ କଟକର ବିଭିନ୍ନ ଅଞ୍ଚଳରେ ପାୱାର କଟ୍ କରାଯିବ। ଏନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଶୁକ୍ରବାର ସକାଳ ୧୦ଟାରୁ...

କଳିଙ୍ଗନଗର ହେବ ବିଶ୍ୱ ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବଦୋୟ ମିସନରେ ଜାପାନ ଏକ ସହଯୋଗୀ ରାଷ୍ଟ୍ର ହେବ। ଏହାସହ ଏହି ମିସନରେ ଓଡ଼ିଶାର କଳିଙ୍ଗନଗରର ବିକାଶ ହୋଇପାରିବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗରେ...

ରାଜଧାନୀରେ ଶିଶୁ ବିକ୍ରି ଘଟଣା –  ମଞ୍ଚେଶ୍ୱରରୁ ଉଦ୍ଧାର ହେଲା ୧୯ ଦିନର ଶିଶୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭରତପୁର ଅଞ୍ଚଳରେ ଟଙ୍କା ପାଇଁ ବିକ୍ରି କରାଯାଇଥିବା ୧୯ ଦିନର ଶିଶୁ ମଞ୍ଚେଶ୍ୱରରୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଉଦ୍ଧାର କରିବା ପରେ ପୋଲିସ୍ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାକୁ କ୍ୟାପିଟାଲ...

ଆସନ୍ତାକାଲି ଆସିବେ ଅମିତ ଶାହ, ଆଜି ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲୋକସେବା ଭବନରେ ନବୀନଙ୍କୁ ଧର୍ମେନ୍ଦ୍ର ଭେଟି ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଭେଟ୍‌ଘାଟ୍‌ ସରକାରୀ...

ଶୁକ୍ରବାର ଭୁବନେଶ୍ୱର ଆସିବେ ଅମିତ ଶାହ – ଜନତା ମଇଦାନରେ ଭୂମି ପୂଜା କଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ଜନତା ମଇଦାନରେ ସିଏଏ ସମର୍ଥନରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏଥିପାଇଁ ବିଜେପି ପକ୍ଷରୁ ଜନତା ମଇଦାନରେ ଭୂମି...

ପ୍ରିୟଙ୍କାଙ୍କ ପରେ ସୁଚିତ୍ରାଙ୍କ କିଡ୍‌ନି ଦାନ: ଦୁଇ ରୋଗୀ ପାଇଲେ ନୂଆ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରହ୍ମପୁରର ପ୍ରିୟଙ୍କାଙ୍କ ପରେ କଟକର ସୁଚିତ୍ରା ଦାଶ କିଡ୍‌ନି ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କଲେ। ବ୍ରେନ୍‌ ଡେଡ୍‌ ଥିବା ସୁଚିତ୍ରା ଦାଶଙ୍କର ୩ ଘଣ୍ଟାର ଅସ୍ତ୍ରୋପଚାର ପରେ...

ଗୁରୁବାର ଭୁବନେଶ୍ୱରରେ ହେବ ପାୱାର କଟ୍ – ଜାଣନ୍ତୁ, କେଉଁ ଅଞ୍ଚଳରେ କଟିବ ଲାଇନ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଗୁରୁବାର ବିଦ୍ୟୁତ୍ ପାୱାରକଟ୍ ହେବ। ମରାମତି ଜନିତ କାମ ହେତୁ ଏହି ପାୱାରକଟ୍ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ସକାଳ ୯ଟାରୁ ଦିନ ୨ଟା...

RBI ଭୁବନେଶ୍ୱର ଅଧୀନରେ ବ୍ୟାଙ୍କ୍‌ ମେଡିକାଲ୍‌ କନ୍‌ସଲ୍‌ଣ୍ଟାଣ୍ଟ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI), ଭୁବନେଶ୍ଵର ଅଧୀନରେ ବ୍ୟାଙ୍କ୍‌ ମେଡିକାଲ୍‌ କନ୍‌ସଲ୍‌ଣ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୧୬ ତାରିଖ ସୁଦ୍ଧା...

ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା – ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ପରୀକ୍ଷାକୁ କପିମୁକ୍ତ କରିବା ପାଇଁ ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ନେଇଛନ୍ତି। ସବୁ ପରୀକ୍ଷା କେନ୍ଦ୍ର ସିସିଟିଭି ନଜରରେ ରହିବ...

କିଏ ଯିବେ ରାଜ୍ୟସଭା?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଓଡ଼ିଶାରେ ଖାଲିପଡୁଥିବା ୪ ରାଜ୍ୟସଭା ଆସନ ପାଇଁ ବିଗୁଲ ବାଜିଛି। ମାର୍ଚ୍ଚ ୨୬ରେ ହେବ ନିର୍ବାଚନ। ତେବେ ଏହି ୪ଟି ଆସନରେ କିଏ ଯିବ ରାଜ୍ୟସଭା ତାକୁ ନେଇ ଆରମ୍ଭ...