ଏଣିକି ମନଇଚ୍ଛା ଛୁଟିରେ ଯାଇ ପାରିବେନି ଡିଗ୍ରୀ କଲେଜ ଅଧ୍ୟାପକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିଗ୍ରୀ କଲେଜ ଅଧ୍ୟାପକଙ୍କ ଛୁଟିରେ କଟକଣା ଲଗାଇଲେ ରାଜ୍ୟ ସରକାର। ଏଣିକି ସେମାନେ ମନଇଚ୍ଛା କୁଆଡ଼େ ଛୁଟିରେ ଯାଇ ପାରିବେନି। ଛୁଟିରେ ଯିବା ପୂର୍ବରୁ ସେମାନେ କଲେଜ ଅଧ୍ୟକ୍ଷଙ୍କ ଅନୁମତି ନେବେ।...

ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ହେଲେ ଓଡ଼ିଶା ହାଇକୋର୍ଟର ଅନ୍ତରୀଣ ମୁଖ୍ୟ ବିଚାରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କଲେ ଜଷ୍ଟିସ ସଞ୍ଜୁ ପଣ୍ଡା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ଦାୟିତ୍ୱରେ ନିଯୁକ୍ତି ଦେଇଥିବା ସୂଚନା ମିଳିଛି। ଶନିବାର ଜଷ୍ଟିସ୍‌ କେ...

ପୋଲିସ କମିସନରଙ୍କ ମନ୍ତବ୍ୟକୁ ନେଇ ଝଡ଼: ବିଜେପି-କଂଗ୍ରେସର ସମର୍ଥନ, ଉଖାରି ଦେଇ ବିଜେଡି ଚୁପ୍

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ‘‘ରୋଷେଇ ଜାଣି ନଥିବା ପୁଅଙ୍କୁ ଝିଅମାନେ ବାହା ହୁଅନ୍ତୁ ନାହିଁ’’ – କମିସନରେଟ୍‌ ପୋଲିସର ପ୍ରତିଷ୍ଠା ଦିବସରେ ଏଭଳି ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ...

ରବିବାରଠାରୁ ଶୁଖିଲା ରହିବ ପାଗ, ସୋମବାରଠାରୁ ଶୀତ ବଢ଼ିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=l3ZgIDfXg5c ସୋମବାରଠାରୁ ଓଡ଼ିଶାରେ ଶୀତ ବଢ଼ିବ ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଆସୁଛି ଥଣ୍ଡା ପବନ ରବିବାର ଅପରାହ୍‌ଣରୁ ପାଗ ଶୁଖିଲା ରହିବ ...

ଜାନୁଆରି ୫ ତାରିଖରୁ ୨୦ ତାରିଖ ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ ରାଜଭବନ ଉଦ୍ୟାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାନୁଆରି ୫ରୁ ସର୍ବସାଧାରଣଙ୍କ ପାଇଁ ଖୋଲୋ ରହିବ ରାଜଭବନ ଉଦ୍ୟାନ। କ୍ୟୁଆର୍‌ କୋର୍ଡ ଜରିଆରେ ମିଳିବ ଏଣ୍ଟ୍ରୀ। ଆସନ୍ତା ଜାନୁଆରି ୬ ତାରିଖରୁ ୨୦ ତାରିଖ ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ ଓଡ଼ିଶା...

ସାଙ୍ଗଠନିକ ନିର୍ବାଚନ ପାଇଁ ସବୁ ଦଳ ବ୍ୟସ୍ତ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରାଜ୍ୟରେ ଏବେ ସାଙ୍ଗଠନିକ ନିର୍ବାଚନର ଋତୁ ଚାଲିଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ପାଇଁ ନିର୍ବାଚନ ହେବାର ଥିଲା। କିନ୍ତୁ ହାଇକୋର୍ଟରେ ରହିଥିବା ଦୁଇଟି ମାମଲା ପାଇଁ...

ପଶ୍ଚିମ ନା ଉପକୂଳ? ବିଜେପି ସଭାପତି ପଦକୁ ନେଇ ଛିଣ୍ଡୁନି ଭାଗବଣ୍ଟା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୯ ସରିଗଲା। ଚୟନ ହୋଇ ପାରିଲାନି ରାଜ୍ୟ ବିଜେପି ସଭାପତି। ୨୦୧୯ ଶେଷ ସୁଦ୍ଧା ରାଜ୍ୟ ବିଜେପି ତାର ନୂଆ ମଙ୍ଗୁଆଳ ପାଇବ ବୋଲି ବିଜେପି ଶିବିରରୁ ଖବର ଆସିଥିଲା। ଏନେଇ...

ଆଜି ଭୁବନେଶ୍ୱର, ନିମାପଡ଼ାରେ ବନ୍ଦ ରହିବ ବିଦ୍ୟୁତ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଓ ନିମାପଡ଼ାର କିଛି ଅଞ୍ଚଳରେ ଆଜି ବିଦ୍ୟୁତ୍ ସେବା ବନ୍ଦ ରହିବ। ବିଦ୍ୟୁତ୍ ମରାମତି କାମ ପାଇଁ ଏହି ସ୍ଥାନମାନଙ୍କରେ ପାୱାର କଟ୍ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା...

ଦେଖନ୍ତୁ କମିସନରେଟ୍‌ ପୋଲିସ ପ୍ରତିଷ୍ଠା ଦିବସ ପରେଡ୍‌ର ସିଧାପ୍ରସାରଣ ଫେସ୍‌ବୁକ୍‌ ଓ ଟୁଇଟର୍‌ରେ, ଆଜି ସକାଳ ୯ଟା୧୫ରୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କମିସନରେଟ୍‌ ପୋଲିସର ଅଫିସିଆଲ ଫେସ୍‌ବୁକ୍‌ ପେଜ୍‌ ଏବଂ ଟୁଇଟର୍‌ ହ୍ୟାଣ୍ଡେଲରରେ ଦେଖନ୍ତୁ ସିଧାପ୍ରସାରଣ। ଭୁବନେଶ୍ୱର-କଟକ କମିସନରେଟ୍‌ ପୋଲିସ ଆଜି ପାଳନ କରୁଛି ୧୨ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଭୁବନେଶ୍ୱର ସପ୍ତମ ବାଟାଲିୟନ...

ଆସନ୍ତାକାଲି ଭୁବନେଶ୍ୱର, ନିମାପଡ଼ାରେ ବନ୍ଦ ରହିବ ବିଦ୍ୟୁତ୍ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୨ ତାରିଖରେ ଭୁବନେଶ୍ୱର ଓ ନିମାପଡ଼ାରେ ବନ୍ଦ ରହିବ ବିଦ୍ୟୁତ୍ ସେବା। ମରାମତି କାମ ପାଇଁ ଏହି ଦୁଇଟି ସ୍ଥାନରେ ପାୱାର କଟ୍ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା...