ବିଲେଇକୁ ଗୁଳିମାରି ଗିରଫ ହେଲେ କଲେଜ ଛାତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଲେଇକୁ ଗୁଳିମାଡ଼ ଘଟଣାରେ କଲେଜ ଛାତ୍ର ଗିରଫ ହେଲେ। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୪ ଅଞ୍ଚଳରେ। ଖାରବଳେ ନଗର ଥାନା ପୋଲିସ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଛାତ୍ରଜଣକ...

ଭୁବନେଶ୍ୱର ବାଲ୍ ସୈନିକ ପବ୍ଲିକ ସ୍କୁଲରେ ଆକାଉଣ୍ଟସ୍ କ୍ଲର୍କ ପଦ ପାଇଁ ୨୬ରେ ୱାକ୍-ଇନ୍-ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ବାଲ୍ ସୈନିକ ସ୍କୁଲରେ ଆକାଉଣ୍ଟସ୍ କ୍ଲର୍କ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆସନ୍ତା ଡିସେମ୍ବର ୨୬ ତାରିଖରେ ୱାକ୍-ଇନ୍-ଇଣ୍ଟରଭ୍ୟୁ କରାଯିବ। ସ୍କୁଲ ତରଫରୁ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ...

କିଟ୍‌ ବିଶ୍ଵବିଦ୍ୟାଳୟର ସାଂସ୍କୃତିକ ମହାକୁମ୍ଭ ‘କିଟ୍ ଫେଷ୍ଟ’ ୬.୦ ଉଦ୍‍ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ କିଟ୍‍ ବିଶ୍ୱବିଦ୍ୟାଳୟର ବୈଷୟିକ-ସାଂସ୍କୃତିକ ମହାକୁମ୍ଭ ‘କିଟ୍ ଫେଷ୍ଟ’ର ଷଷ୍ଠ ସଂସ୍କରଣ ସୋମବାର କିଟ୍‍ ପରିସରରେ ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି,...

‘‘୨୦୫୦ ସୁଦ୍ଧା ବିଶ୍ୱର ୭୦ ପ୍ରତିଶତ ଲୋକ ମାନସିକ ସ୍ତରରେ ଅସୁସ୍ଥ ହୋଇପଡ଼ିବେ’’

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘୨୦୫୦ ସୁଦ୍ଧା ବିଶ୍ୱର ୭୦ ପ୍ରତିଶତ ଜନସଂଖ୍ୟା ମାନସିକ ସ୍ତରରେ ଅସୁସ୍ଥ ହୋଇପଡ଼ିବେ। ଏଥିରୁ ଭାରତ ଓ ଓଡ଼ିଶାର ଜନସାଧାରଣ ମଧ୍ୟ ବାଦ ପଡ଼ିବେ ନାହିଁ ବୋଲି ଆଶଙ୍କା କରାଯାଉଛି’’, ଅଷ୍ଟ୍ରେଲିଆର...

ପୁସ୍ତକ ମେଳା ‘ଅକ୍ଷର’ ବାନ୍ଧି ରଖିଲା ସାହିତ୍ୟିକ, ଗବେଷକ, ଲେଖକ ଓ ପାଠକଙ୍କ ହୃଦୟ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=CMJ6QdJYy-c] ଶେଷ ହୋଇଛି ‘ଅକ୍ଷର’ ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ।  ୧୦ ଦିନ ଧରି ଚାଲିଲା ପୁସ୍ତକ ମହୋତ୍ସବ ମେଳାରେ ଥିଲା ୫୦୦ ଷ୍ଟଲ୍‌ ବିଶେଷ ଆକର୍ଷଣ ସାଜିଥିଲା ‘ଗାନ୍ଧିଜୀ...

ଅନ୍ଧକାର ଭିତରେ ଆଲୋକ ଦେଖାଇଥାଏ ପୁସ୍ତକ – ପ୍ରଫେସର୍‌ ଗଣେଶୀ ଲାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୧୦ ଦିନ ଧରି ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ...

ଅଗ୍ରଣୀ ମିଡିଆ କମ୍ପାନିରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି: ଡିସେମ୍ବର ୨୫ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗତ ୨୦୧୨ ମସିହାରୁ ଭୁବନେଶ୍ୱରଠାରେ ପ୍ରତିଷ୍ଠିତ ମିଡିଆ କମ୍ପାନି ‘ଓଡ଼ିଶାଲାଇଭ୍‌’ (ଏକାଡେମି ଫର ମିଡିଆ ଲର୍ଣ୍ଣଂ ପ୍ରାଇଭେଟ୍‌ ଲିମିଟେଡ୍‌) ପାଇଁ ବିଭିନ୍ନ ପଦବୀରେ ନିଯୁକ୍ତି ସୁଯୋଗ ଘୋଷଣା କରାଯାଇଛି। କମ୍ପାନିର ନ୍ୟୁଜ୍‌ ମିଡିଆ...

ରାଜଧାନୀରେ ମହିଳାଙ୍କ ସୁରକ୍ଷା ପାଇଁ ଆସୁଛି ସ୍ପେଶାଲ ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳାଙ୍କ ସୁରକ୍ଷା ପାଇଁ କମିସନରେଟ୍‌ ପୋଲିସ୍‌ କ'ଣ କରୁଛି? ବିଳମ୍ବିତ ରାତିରେ ଘରକୁ ଫେରୁଥିବା ମହିଳାଙ୍କ ପାଇଁ ପୋଲିସ୍ କ'ଣ ପଦକ୍ଷେପ? ୧୦୦କୁ କଲ୍‌ କଲେ ଉତ୍ତର କାହିଁକି ମିଳୁନି? ଏହି...

ସ୍ମାର୍ଟ ସିଟି ସିରିଜ-୧୪: କେବେ ବନ୍ଦ ହେବ ନିୟମ ଉଲ୍ଲଙ୍ଘନକାରୀ କଲ୍ୟାଣ ମଣ୍ଡପ?

କପିଳାସ ଭୂୟାଁ ରାଜଧାନୀରେ ଥିବା ଯେଉଁ ବିବାହ ମଣ୍ଡପଗୁଡ଼ିକ ନିୟମ ଖିଲାପ କରି ଚାଲୁ ରହିଛି ସେଗୁଡ଼ିକୁ ତୁରନ୍ତ ବନ୍ଦ କରି ଦେବାକୁ ଗତ ଡିସେମ୍ବର ୫ ତାରିଖରେ ବିଏମସି ପକ୍ଷରୁ ନୋଟିସ...
Mo Cycle cycles parked in Bhubaneswar

ପ୍ରଦୂଷଣ ରୋକିବାକୁ ନିଆରା ପ୍ରୟାସ – ଏଣିକି ପ୍ରତି ଶୁକ୍ରବାର ସାଇକେଲରେ ଅଫିସ୍‌ ଯିବେ ସରକାରୀ ବାବୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆଗେଇ ଆସିଛନ୍ତି ଭୁବନେଶ୍ଵର ସ୍ମାର୍ଟ ସିଟି ଲିମଟେଡ୍, ଭୁବେନଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ଓ ଭୁବନେଶ୍ଵର ମହାନଗର ନିଗମା ପ୍ରଦୂଷଣ ରୋକିବାକୁ ସରକାରୀ ବାବୁଙ୍କ ନିଆରା...