ଆଜି ଜୟଦେବ ଭବନରେ ଭକ୍ତି ସଙ୍ଗୀତ ସନ୍ଧ୍ୟା ‘ହେ ଚକାନୟନ’: ଓଡ଼ିଶାଲାଇଭ୍ରେ ଦେଖନ୍ତୁ ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=1UoiZQIlSWo]
ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ ଭକ୍ତି ସଙ୍ଗୀତ ଆସର ‘ହେ ଚକାନୟନ’ କାର୍ଯ୍ୟକ୍ରମ।
ଓଡ଼ିଆ ଭକ୍ତି ସଙ୍ଗୀତର ପ୍ରତିଷ୍ଠିତ ସ୍ୱର ଶାନ୍ତିଲତା ବାରିକ ଛୋଟରାୟଙ୍କ ସଙ୍ଗୀତ ସନ୍ଧ୍ୟା...
ଦୀପାବଳିରେ ଲିଭିଗଲା ଜୀବନ ଦୀପ – ଭୁବନେଶ୍ୱରରେ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀପାବଳି ରାତିରେ ଫିଲ୍ମ ଷ୍ଟାଇଲେ ଜଣେ ଯୁବକକୁ ହାଣିଲେ ଦୁର୍ବୃତ୍ତ।
ଆଲୋକର ପର୍ବ ଦୀପାବଳିରେ ସାରା ରାଜ୍ୟ ହୋଇ ଉଠିଥିଲା ଉତ୍ସବମୁଖର। ଦୀପ ଜାଳି ବାଣ ଫୁଟାଇ ଲୋକେ ଉତ୍ସବ ପାଳୁଥିବା ବେଳେ...
ଡାକ୍ତରଙ୍କ ପାଇଁ ପୁରସ୍କାର – ଭଲ କାମ କଲେ ମିଳିବ ୧୦ ଲକ୍ଷ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭଲ କାମ କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ୧୦ ଲକ୍ଷ ଏବଂ ସ୍ୱାସ୍ଥ୍ୟ...
ଆମ ଲୋକକଳା ଆମ ସଂସ୍କୃତି – ସିଂଘ ବାଦ୍ୟ ଓ ଘୁମୁରା ନୃତ୍ୟରେ ଝୁମିଲେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଶନିବାର ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଲୋକକଳାକୁ ପ୍ରଚାର ପ୍ରସାର କରିବା...
ଭୁବନେଶ୍ୱର ନୂଆଗାଁ ଦିବ୍ୟାଶ୍ରମରେ ସ୍ଥାପନା ହେଲା ୭ ହଜାର ଶାଳଗ୍ରାମ, ଦର୍ଶନ କଲେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନେପାଳରୁ ଆସିଥିବା ୭ ହଜାରରୁ ଅଧିକ ଶାଳଗ୍ରାମକୁ ଭୁବନେଶ୍ୱର ଉପକଣ୍ଠ ନୂଆଗାଁର ଆଧ୍ୟାତ୍ମିକ ଦିବ୍ୟାଶ୍ରମ ପରିସରରେ ସ୍ଥାପନା କରାଯାଇଛି। ସାଧରଣ ଲୋକ ଓ ଭକ୍ତମାନେ ଏଣିକି ଏହାକୁ ପୂଜା କରିବା ସହିତ...
ଅକ୍ଟୋବର ୨୯ରେ ଶାନ୍ତିଲତା ବାରିକ ଛୋଟରାୟ ଭକ୍ତି ସଙ୍ଗୀତ ସନ୍ଧ୍ୟା ‘ହେ ଚକାନୟନ’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=1UoiZQIlSWo]
ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ
ସ୍ୱାମୀ ଅରୂପାନନ୍ଦଙ୍କୁ ସମ୍ମାନିତ କରାଯିବ
ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଏବଂ ଫେସବୁକ୍ ପେଜ୍ରେ ସିଧା ପ୍ରସାରଣ
ଓଡ଼ିଆ ଭକ୍ତି ସଙ୍ଗୀତର ପ୍ରତିଷ୍ଠିତ...
ସୋଆ ବର୍ଣ୍ଣ ସେଣ୍ଟର ପକ୍ଷରୁ ଦୀପାବଳି ପାଇଁ ୨୪ ଘଣ୍ଟିଆ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ଲୋକମାନେ ବିଭିନ୍ନ ରକମର ଆତସବାଜି ଫୁଟାଇବା ସହ ଦୀପ ଏବଂ କ୍ୟାଣ୍ଡେଲ୍ରେ ଘରକୁ ସଜ୍ଜିତ କରିଥା’ନ୍ତି। ତେବେ ଦୀପାବଳିରେ ଆତସବାଜି...
ନେପାଳରୁ ଆସିଲା ୭ ହଜାର ଶାଳଗ୍ରାମ, ନୂଆଗାଁ ଆଧ୍ୟାତ୍ମିକ ବିଦ୍ୟାପୀଠରେ ଦର୍ଶନ କରିବେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ଆଧ୍ୟାତ୍ମିକ ବିଦ୍ୟାପୀଠ ପରିସରରେ ରହିବ ଶାଳଗ୍ରାମ।
ଭୁବନେଶ୍ୱରରେ ପହଞ୍ଚିଲା ୭ ହଜାରରୁ ଅଧିକ ଦିବ୍ୟ ଶାଳଗ୍ରାମ। କାଠମାଣ୍ଡୁର ଗଣ୍ଡକି ନଦୀ ଓ ଦାମୋଦର କୁଣ୍ଡ ଅଞ୍ଚଳରୁ ଏହି ଶାଳଗ୍ରାମ...
ଆସିଲା ୨୦୨୦ କ୍ୟାଲେଣ୍ଡର – ପାଣିରେ ପଡ଼ିଲା ସରକାରୀ କର୍ମଚାରୀଙ୍କ ୮ ଛୁଟି
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୦ ବର୍ଷ ପାଇଁ ପ୍ରକାଶ ପାଇଲା ରାଜ୍ୟ ସରକାରଙ୍କ ଛୁଟି ତାଲିକା। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଏହି ଛୁଟି ତାଲିକା ସରକାରୀ କର୍ମଚାରୀଙ୍କ ଖୁସି...
ଦୀପାବଳିକୁ ନେଇ କମିସନରେଟ୍ ପୋଲିସ ଜାରି କଲା ଆଡଭାଇଜରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଦୁଇ ଦିନ ପରେ ଆଲୋକର ପର୍ବ ଦୀପାବଳି। ବାଣ ଫୁଟାକୁ ନେଇ କଟକଣା ଜାରି କରିଛି କମିସନରେଟ୍ ପୋଲିସ୍।
ସନ୍ଧ୍ୟା ୮ରୁ ୧୦ ଯାଏଁ ଫୁଟାଇ ପାରିବେ ବାଣ।
ଚାଇନା ବାଣ ଫୁଟାଇବା...





















