ଓଡ଼ିଶା ଟୁରିଜିମ୍ କନକ୍ଲେଭରେ ପର୍ଯ୍ୟଟନ ଶିଳ୍ପର ଦ୍ରୁତ ବିକାଶ ନେଇ ମାନସମନ୍ଥନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଟୁରିଜିମ୍ କନକ୍ଲେଭ-୨୦୧୯ ଉଦ୍ଯାପିତ
ହାରୋ ପକ୍ଷରୁ ଆୟୋଜିତ ହୋଇଥିଲା ଦିନିକିଆ କନକ୍ଲେଭ
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କଲେ ଉଦଘାଟନ
୫ଟି ଅଧିବେଶନରେ ବିଭିନ୍ନ ବିଷୟକୁ ନେଇ ଚାଲିଲା...
ସମ୍ରେ ଦୁଇଦିନିଆ ଅଲଟ୍ରାସାଉଣ୍ଡ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଦୁଇଦିନିଆ ଅଲଟ୍ରାସାଉଣ୍ଡ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ସମ୍ ହସ୍ପିଟାଲର କ୍ରିଟିକାଲ୍ କେୟାର...
ଭୁବନେଶ୍ୱର – ଘର କବାଟରେ ଲାଗିବ ସ୍ମାର୍ଟ ନମ୍ବର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସମସ୍ତ ଘରକୁ ସ୍ମାର୍ଟ ନମ୍ବର ଦିଆଯିବ। ଘର ଠିକଣା ପାଇବାରେ ଅସୁବିଧା ହେଉଥିବାରୁ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହାକୁ ଡିଜିଟାଲ ଡୋର...
ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଗହଣରେ ମୋଦୀଙ୍କ ଜନ୍ମଦିନ ପାଳିଲେ ଓଡ଼ିଶା ବିଜେପି ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ ତମ ଜନ୍ମଦିନକୁ ଧୁମ୍ଧାମ୍ରେ ପାଳନ କରିଛି ବିଜେପି। ଏହି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ସତ୍ୟନଗରସ୍ଥିତ ଉତ୍କଳ ଦୃଷ୍ଟିହୀନ ସଂଘଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ...
ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଏବଂ ଫେସ୍ବୁକ୍ ପେଜ୍ରେ ଦେଖନ୍ତୁ ଓଡ଼ିଶା ଟୁରିଜିମ କନକ୍ଲେଭ୍ର ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=G4mvXWdY8Aw
ବୁଧବାର ଭୁବନେଶ୍ୱରରେ ହେବ ଓଡ଼ିଶା ଟୁରିଜିମ୍ କନକ୍ଲେଭ୍। ସକାଳ ୧୦ଟାରୁ ଓଡ଼ିଶାଲାଇଭ୍ରେ ସିଧାପ୍ରସାରଣ।
ସକାଳ ୧୦ଟାରେ ଉଦ୍ଘାଟନୀ ସମାରୋହ
ଉଦ୍ଯାପନୀ ସମାରୋହ ସନ୍ଧ୍ୟା ୬ଟାରେ
୫ଟି ଟେକ୍ନିକାଲ ସେସନରେ ପର୍ଯ୍ୟଟନର ବିକାଶ...
ନାବାଳକ, ସରକାରୀ କର୍ମଚାରୀ, ପେନସନ୍ଧାରୀ ଓ ବଡ଼ ଚାଷୀ କେମିତି ପାଇଲେ କାଳିଆ ଟଙ୍କା?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସରକାରଙ୍କ କାଳିଆ ଟେନ୍ସନ୍
୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ
୧୨ ହଜାର ବଡ଼ ଚାଷୀ ନେଇଛନ୍ତି ସହାୟତା
୧୦ ହଜାର ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କୁ...
କୋଣାର୍କ ମନ୍ଦିର ଭଳି ଝଟକିବ ଭିଏସ୍ଏସ୍ ନଗର ଦୁର୍ଗାପୂଜା ତୋରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରର ଭିଏସ୍ଏସ୍ ନଗରରେ କୃତ୍ରିମ ସୂର୍ଯ୍ୟମନ୍ଦିର ମୁଖଶାଳା ଭଳି ନିର୍ମାଣ ହେବ ଦୁର୍ଗାପୂଜା ତୋରଣ। ବୀର ସୁରେନ୍ଦ୍ର ସାଏ ନଗର ସାର୍ବଜନୀନ ଦୁର୍ଗାପୂଜା ସମିତି ଦ୍ୱାରା ଦୁର୍ଗାପୂଜା ପାଇଁ କୋଣାର୍କ ମନ୍ଦିରର...
ଇଟି ଓ ଆଇଟି ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କଲେ ଅନୁଭବ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଇଟି ଓ ଆଇଟି ବିଭାଗର ଉପଦେଷ୍ଟା ଭାବେ ସୋମବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି) କ୍ଷେତ୍ରରେ ଓଡ଼ିଶାକୁ...
ଏଣିକି ଫ୍ଲାଏଓଭରରେ ଯିବ ବରମୁଣ୍ଡାରୁ କଟକ ଯାଉଥିବା ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବରମୁଣ୍ଡାରୁ କଟକ ଯାଉଥିବା ବସ୍ ଏଣିକି ସବୁ ଛକରେ କରିପାରିବେନି ଷ୍ଟପେଜ୍। ବରମୁଣ୍ଡାରୁ ବସ୍ ବାହାରି ସିଧା ଫ୍ଲାଏଓଭରବ୍ରିଜରେ କଟକ ଯିବ। କେବଳ କ୍ରାଉନ ହୋଟେଲ ଛକ ଏବଂ ସତ୍ସଙ୍ଗ ବିହାର...
ଭୁବନେଶ୍ୱରରେ ଖୋଲିଲା ପିଓଜେ ଫର୍ଣ୍ଣିଚରର ପ୍ରଥମ ସୋ’ ରୁମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ସପ୍ତସତୀ ମନ୍ଦିର ସମ୍ମୁଖରେ ପିଓଜେର ପ୍ରଥମ ସୋ’ ରୁମ୍ ଉଦ୍ଘାଟିତ ହୋଇଛି। ଏହି ସୋ’ରୁମ୍କୁ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦ୍ଘାଟନ କରିଥିଲେ।
୮ହଜାର ବର୍ଗଫୁଟ୍ ବିଶିଷ୍ଟ ଏହି...




















