ବିଶିଷ୍ଟ ଚିତ୍ରଶିଳ୍ପୀ ରାମହରି ଜେନାଙ୍କୁ ମିଳିଲା ‘ସୁରେଶ ସୃଜନ ସମ୍ମାନ’
କପିଳାସ ଭୂୟାଁ
ଏବେ କେବଳ ପାର୍ବଣ ଋତୁ ନୁହେଁ, ସାଂସ୍କୃତିକ ଋତୁ ମଧ୍ୟ ଚାଲିଛି। ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଉତ୍ସବମୁଖର ରାଜଧାନୀ ଭୁବନେଶ୍ୱର। ଏହି ଧାରାରେ ଗତ ଅକ୍ଟୋବର ୨୬ ତାରିଖ...
ଓଡ଼ିଶାରେ ଷ୍ଟ୍ରୋକ ମୃତ୍ୟୁ ସଂଖ୍ୟା କମାଇବା ଲାଗି ଆଇଏଫ୍ଆଇ ଫାଉଣ୍ଡେସନ ପକ୍ଷରୁ ବିଶେଷ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଷ୍ଟ୍ରୋକ ସମ୍ପର୍କରେ ଘରେ ଘରେ ସଚେତନତାର ବାର୍ତ୍ତା ପହଞ୍ଚିବା ଦରକାର - ମେୟର
ଷ୍ଟ୍ରୋକ ନିୟନ୍ତ୍ରଣ, ପ୍ରତିଷେଧକ ଓ ପରିଚାଳନା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ - ସ୍ୱାସ୍ଥ୍ୟ ନିର୍ଦେଶକ
(ଭୁବନେଶ୍ୱର): ବ୍ରେନ୍ ଷ୍ଟ୍ରୋକ...
ବ୍ରେନ୍ ଷ୍ଟ୍ରୋକ୍ ପରେ ଅକ୍ୟୁପେସନାଲ ଥେରାପି ଜରୁରୀ
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
https://youtu.be/TYtlwKjQ6g0?si=XpnTQ7VyUHaeQLbZ
ବ୍ରେନ୍ ଷ୍ଟ୍ରୋକ୍ ପରେ ବ୍ୟକ୍ତି ପୂର୍ବଭଳି କାର୍ଯ୍ୟ କରିପାରେ ନାହିଁ, କଥା କହିପାରେ ନାହିଁ, ନିଜ କାମ ନିଜେ କରିପାରେ ନାହିଁ। ତେଣୁ ଷ୍ଟ୍ରୋକ୍ ପରବର୍ତ୍ତୀ ପରିଚାଳନାର ବିଶେଷ ଗୁରୁତ୍ୱ...
ଷ୍ଟ୍ରୋକ୍ ପରେ ସ୍ପିଚ୍ ଥେରାପି କାହିଁକି ଆବଶ୍ୟକ?
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
https://youtu.be/ebWy2x-JEzk?si=8TQAtpP1N8rdsuOC
କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇନପାରିଲେ ଜଣେ ବ୍ୟକ୍ତି ବ୍ରେନ ଷ୍ଟ୍ରୋକ ବା ମସ୍ତିଷ୍କ ପକ୍ଷାଘାତର ଶିକାର ହୋଇଥାନ୍ତି। ଏହାର ପ୍ରଭାବ ଶରୀରର ବିଭିନ୍ନ ଅଙ୍ଗ...
ବ୍ରେନ୍ ଷ୍ଟ୍ରୋକ୍ ପରେ ଫିଜିଓଥେରାପିର ଭୂମିକା
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
https://youtu.be/NK9QQuMm4RM?si=stI7F84KqdYCyCIx
ଯଦି କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୁଏ ନାହିଁ ଏବଂ ମସ୍ତିଷ୍କର କୋଷିକାଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରେ ନାହିଁ, ତେବେ ଜଣେ ବ୍ୟକ୍ତି...
ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ, ଗତକାଲିଠାରୁ ବନ୍ଦ ରହିଛି ନୀତିକାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତିକାନ୍ତି ବନ୍ଦ ରହିଛି। ବୁଧବାରଠାରୁ ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ। ‘ବଡ଼ୁ ନିଯୋଗ’ ଲିଙ୍ଗରାଜଙ୍କ ବେବନ୍ଦୋବସ୍ତ ଜମିରେ ବେଆଇନ ନିର୍ମାଣ କରୁଥିବା...
ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମ ଭୂଷଣ ଯତୀନ ଦାସଙ୍କୁ ‘ଗୁରୁ ଦେବପ୍ରସାଦ ଜୀବନବ୍ୟାପୀ ସାଧନା ସମ୍ମାନ’
ଓଡ଼ିଶାଲାଇଭ୍ ବ୍ୟୁରୋ
କିମ୍ବଦନ୍ତି ଓଡ଼ିଶୀ ନୃତ୍ୟଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଅକ୍ଟୋବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୧୭ତମ ଗୁରୁ ଦେବପ୍ରସାଦ ସମ୍ମାନ ଉତ୍ସବ ୨୦୨୩। ଭୁବନେଶ୍ଵରସ୍ଥିତ...
ଭସାଣି ପାଇଁ ଭୁବନେଶ୍ଵରରେ ସ୍ଵତନ୍ତ୍ର ବ୍ୟବସ୍ଥା: ସୁରକ୍ଷା ପାଇଁ ମୁତୟନ ହେବେ ୩୧ ପ୍ଲାଟୁନ ପୋଲିସ ଫୋର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ଦିନ ଧରା ପୃଷ୍ଠାରୁ ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା। ମା’ଙ୍କୁ ମେଲାଣି ଦେବାକୁ ଆୟୋଜନ ହେବ ଭସାଣି ଉତ୍ସବ। ଏହି ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ସହ ଟ୍ରାଫିକ୍ ସମସ୍ୟା...
ଆଜି ପବିତ୍ର ବିଜୟାଦଶମୀ, ଗାଁଠୁ ସହର ସବୁଆଡ଼େ ଉତ୍ସବର ମାହୋଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ସ୍ୱରୂପ ଆଜି ଦିନର ରହିଛି ବିଶେଷ ମହତ୍ୱ। ବିଜୟାଦଶମୀ ଅବସରରେ ମନ୍ତ୍ର ଉଚ୍ଚାରଣ ସହ...
ପ୍ରଶାସନିକ ସେବାରୁ ଭି କେ ପାଣ୍ଡିଆନଙ୍କ ସ୍ଵେଚ୍ଛାକୃତ ଅବସର, ଏବେ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ...
ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନ ନିଜ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଛନ୍ତି। ତାଙ୍କ ସ୍ଵେଚ୍ଛାକୃତ ଅବସର ନେବାର ଆବେଦନକୁ ସୋମବାର ଦିନ କେନ୍ଦ୍ର...





















