ଏକ୍ସଆଇଏମ ବିଶ୍ଵବିଦ୍ୟାଳୟ ପକ୍ଷରୁ ବାର୍ଷିକ ମିଡିଆ ସମ୍ମିଳନୀ ‘ଏକ୍ସଟ୍ରାଅର୍ଡିନେୟାର ୨୦୨୩’ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ସ୍ଥିତ ଏକ୍ସଆଇଏମ ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ କମ୍ୟୁନିକେସନ ପକ୍ଷରୁ ବାର୍ଷିକ ମିଡିଆ ସମ୍ମିଳନୀ ‘ଏକ୍ସଟ୍ରାଅର୍ଡିନେୟାର ୨୦୨୩’ ଅନୁଷ୍ଠିତ ହୋଇଯାଇଛି। ଏଠାରେ ବର୍ତ୍ତମାନର ଡିଜିଟାଲ ଯୁଗରେ ମିଡିଆରେ ଅତ୍ୟାଧୁନିକ ଗବେଷଣା ଓ...
ଜମି ରେକର୍ଡ ଡିଜିଟାଇଜେସନରେ ସବୁଠୁ ଆଗରେ ଓଡ଼ିଶା – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମି ରେକର୍ଡର କମ୍ପ୍ୟୁଟରୀକରଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭୂମି ସମ୍ମାନ ପାଇଥିବା ଓଡ଼ିଶାର ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶୁକ୍ରବାର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆରମ୍ଭ ହେଲା ଗୋଲଡେନ୍ ଜେନେରେସନ ହେଲ୍ପଲାଇନ୍: ଉପକୃତ ହେବେ ବରିଷ୍ଠ ନାଗରିକ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=b1kiHlqWKcA] ବରିଷ୍ଠ ନାଗରିକଙ୍କୁ ସ୍ଵାସ୍ଥ୍ୟ କ୍ଷେତ୍ରରେ ସୁବିଧା ଯୋଗାଇବା ପାଇଁ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଗୋଲଡେନ ଜେନେରେସନ ହେଲ୍ପଲାଇନ ବ୍ୟବସ୍ଥା। ୧୮୦୦୫୭୨୫୦୦୦ ନମ୍ବରକୁ କଲ୍ କରି ସମସ୍ତ ପ୍ରକାର...
ବିଜେପିର ମିଶନ ୨୦୨୪: ଭୁବନେଶ୍ଵରରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ତୃଣମୂଳସ୍ତରରୁ ସଂଗଠନକୁ ମଜଭୁତ କରି ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ଭୁବନେଶ୍ଵରରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ...
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର: ଦାବି ପୂରଣ ନହେଲ ଅଗଷ୍ଟ ୧୬ରୁ...
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଶନିବାର ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦିଆଯାଇଛି। ମହାସଂଘ ରାଜ୍ୟର ସବୁ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ପୂର୍ବରୁ କରି...
ଗୋଟିଏ ମଞ୍ଚରେ ନବୀନ-ଶାହ: ଲୋକସେବା ଭବନରେ ୨ଟି ଏନଏଚ୍ ପ୍ରକଳ୍ପର କଲେ ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଭୁବନେଶ୍ଵର ଲୋକସେବା ଭବନରେ ଶନିବାର ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ନେତା ଓଡ଼ିଶାରେ ୨ଟି ଜାତୀୟ ରାଜପଥ (ଏନଏଚ୍)...
ଭୁବନେଶ୍ଵରରେ ଅମିତ ଶାହ: ଆଜି ରାଜ୍ୟ ସରକାରଙ୍କ ସହ ଗୁରୁତ୍ଵପୂର୍ଣ୍ଣ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଶୁକ୍ରବାର ରାତି ୧୨ଟା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଭୁବନେଶ୍ଵର ସାଂସଦ ଅପରାଜିତା...
୨୦୨୪ ନିର୍ବାଚନ ପାଇଁ ରଣନୀତି: ଓଡ଼ିଶା ବିଜେପି ଗଠନ କଲା ନୂଆ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ବିଜେପି ପକ୍ଷରୁ ୩୫ ଜଣିଆ ନୂଆ ଟିମ୍ ଘୋଷଣା
ଟିମରେ ୧୦ ଉପସଭାପତି ଏବଂ ୫ ସାଧାରଣ ସମ୍ପାଦକ ସାମିଲ
ଦଳ ପକ୍ଷରୁ ବିଭିନ୍ନ ମୋର୍ଚ୍ଚା ସଭାପତିଙ୍କ ନାଁ...
ଖୋଲିଲା ମାର୍କେଟ ବିଲ୍ଡିଂ, ସୋ’ରୁମ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୧୭ ଦିନ ପରେ ଗୁରୁବାର ଦିନ ଖୋଲିଲା ଭୁବନେଶ୍ଵର ୟୁନିଟ-୨ ମାର୍କେଟ ବିଲ୍ଡିଂ। ହେଲେ ଖୋଲିଲାନି ସୋ’ରୁମ। ମାର୍କେଟ ବିଲ୍ଡିଂର ସ୍ଥାୟୀ ଓ ଉଠା ଦୋକାନୀଙ୍କ ମଧ୍ୟରେ ଲାଗି ରହିଥିବା...
ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷିବ, ବଢ଼ିବ ଜଳସ୍ତର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଗୁରୁବାରଠାରୁ ବର୍ଷା କମିବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଛତିଶଗଡ଼ ମୁହାଁ ହୋଇଛି। ଏହା ପ୍ରଭାବରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା...





















