ୟୁସିସିଆଇ ଲେଡିଜ୍ ଫୋରମ ପକ୍ଷରୁ ବିଭିନ୍ନ ସ୍କୁଲକୁ କମ୍ପ୍ୟୁଟର ପ୍ରଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର(ୟୁସିସିଆଇ) ଲେଡିଜ୍ ଫୋରମ୍ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ଭୁବନେଶ୍ଵରସ୍ଥିତ ୟୁସିସିଆଇ କାର୍ଯ୍ୟାଳୟ ପରିସରରେ ଏହି...
ସରକାରୀ କର୍ମଚାରୀଙ୍କୁ ଇ-ଯାନ କିଣିବା ପାଇଁ ବିନା ସୁଧରେ ଋଣ ଦେବେ ଓଡ଼ିଶା ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏବେ ସେମାନଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ବିନା ସୁଧରେ ଋଣ ଯୋଗାଇ ଦେବେ ରାଜ୍ୟ ସରକାର। ସରକାରୀ କର୍ମଚାରୀମାନେ ଇ-ଯାନର ବଜାର...
ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ, ୩ ମାସରେ ଦାବି ପୂରଣ ନହେଲେ ଆତ୍ମାହୁତି ଚେତାବନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ୩ ଦିନ ଧରି ଚାଲୁଥିବା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଶେଷରେ ବନ୍ଦ ହୋଇଛି। ରାଜ୍ୟ ସରକାରଙ୍କଠାରୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବ ପରେ ଓଡ଼ିଶା ଡ୍ରାଇଭର ମହାସଂଘ...
ଷ୍ଟିୟରିଂ ଛାଡ଼ି ରାଜରାସ୍ତାରେ ଡ୍ରାଇଭର, ଖାଲି ହେଉଛି ବଜାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜରାସ୍ତାରେ ଓଡ଼ିଶାର ହଜାର ହଜାର ଡ୍ରାଇଭର। ଷ୍ଟିୟରିଂ ଛାଡ଼ି ଗତ ତିନି ଦିନ ହେଲା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚାଲିଛି। ଫଳରେ ବଜାର ଉପରେ ଏହାର ବଡ଼...
ଭୁବନେଶ୍ୱର ୟୁନିଟ-୭ସ୍ଥିତ ସୂର୍ଯ୍ୟନଗରକୁ ‘ଓଡ଼ିଶାଲାଇଭ୍’ର ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ମିଡିଆ ଚ୍ୟାନେଲ ‘ଓଡ଼ିଶାଲାଇଭ୍’ର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ଵର ୟୁନିଟ-୭ସ୍ଥିତ ସୂର୍ଯ୍ୟନଗରକୁ ସ୍ଥାନାନ୍ତର ହୋଇଛି। ଏବେ କାର୍ଯ୍ୟାଳୟର ନୂଆ ଠିକଣା - ଏ/୨୩, ସୂର୍ଯ୍ୟ ନଗର, ୟୁନିଟ-୭, ଭୁବନେଶ୍ଵର।
ପୂର୍ବରୁ...
ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ତିନି ମାସ ମଧ୍ୟରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରୁଛନ୍ତି। ଡ୍ରାଇଭରମାନେ ବିଭିନ୍ନ ଦାବି ନେଇ ରାଜରାସ୍ତାରେ ବସି ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର...
ଆନ୍ଦୋଳନକାରୀ ଡ୍ରାଇଭରଙ୍କ କବଳରୁ ରାସ୍ତାକୁ ମୁକ୍ତ ନ’କଲେ ଆମେ ବସ ଚଳାଚଳ ବନ୍ଦ କରିବୁ – ଘରୋଇ ବସ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟରେ ଏବେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି। ୧୦ ଦଫା ଦାବି ନେଇ ହଜାର ହଜାର ଡ୍ରାଇଭର ରାସ୍ତାରେ ଆନ୍ଦୋଳନ କରୁଛନ୍ତି। ଏବେ ଡ୍ରାଇଭରଙ୍କଠୁ...
ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଭୁବନେଶ୍ଵର ନିକଟସ୍ଥ ତମାଣ୍ଡୋ ଛକରେ ଦୁଇ ଡ୍ରାଇଭର ଗୋଷ୍ଠୀ ମୁହାଁମୁହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚାଲିଛି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ତୀବ୍ର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଭୁବନେଶ୍ଵର ନିକଟସ୍ଥ ତମାଣ୍ଡୋ...
ରାଜ୍ୟରେ ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନାରେ ୧,୪୯୩ ଜଣ ସାମ୍ବାଦିକଙ୍କୁ ମିଳିଛି ୮ କୋଟି ଟଙ୍କାର ସହାୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନାରେ ୧,୪୯୩ ଜଣ ସାମ୍ବାଦିକଙ୍କୁ ୮ କୋଟି ୧୦ ଲକ୍ଷ ୩୧ ହଜାର ୫୮୨ ଟଙ୍କାର ବୀମା ସହାୟତା ମିଳିଛି। ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ...
ଡରାଇଲାଣି ଏଚ୍୩ଏନ୍୨ ଭାଇରସ: ଥଣ୍ଡା କାଶ ହେଲେ କୋଭିଡ ପରୀକ୍ଷା ପାଇଁ ଜନସ୍ଵାସ୍ଥ୍ୟ ବିଭାଗର ପରାମର୍ଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଚ୍୩ଏନ୍୨ ଭାଇରସକୁ ନେଇ ବର୍ତ୍ତମାନ ଚିନ୍ତା ବଢ଼ିବାକୁ ଲାଗିଛି। ଏଚ୍୩ଏନ୍୨ ଭାଇରସରେ ଆକ୍ରାନ୍ତ ହୋଇ ଦେଶରେ ଦୁଇ ଜଣଙ୍କର ମୃତ୍ୟୁ ହେବା ପରେ ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାରି...





















