ଗିରଫ ହେଲେ ମୋଟୁ ଥାନା ଆଇଆଇସି – ବାସଭବନରୁ ମିଳିଲା ୨୪ ଲକ୍ଷରୁ ଅଧିକ ଟଙ୍କାର ସେଲ ଡିଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଗିରଫ ହୋଇଛନ୍ତି। ଏନେଇ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଟୁଇଟର ମାଧ୍ୟମରେ ସୂଚନା ଦିଆଯାଇଛି। ସେ ବୁଧବାର ନଖରାସ୍ଥିତ ଘରକୁ ଫେରୁଥିବା ସମୟରେ...

ଫେବ୍ରୁଆରି ୧୫ରେ ବାରବାଟୀ ଷ୍ଟାଡିୟମରେ ହେବ ଟି-ଟ୍ୱେଣ୍ଟି ମ୍ୟାଚ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ। ଏହି ମ୍ୟାଚ ୨୦୨୨ ଫେବ୍ରୁଆରି ୧୫ରେ ଖେଳାଯିବ। ଏନେଇ ସୋମବାର ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଦୀର୍ଘ ଦିନ ହେବ ଓଡ଼ିଶାରେ...

ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପରୋକ୍ଷରେ କରୋନା ସଂକ୍ରମଣର କାରଣ ହେବ – ଡିଏମଇଟି

ଓଡ଼ିଶାଲାଇଭ୍ ବ୍ୟୁରୋ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। କିନ୍ତୁ ଏଯାଏଁ ତୁଟିନି ମୂର୍ତ୍ତି ବିବାଦ। ଦୂର୍ଗା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ପ୍ରତିବାଦ ଚାଲିଥିବାବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଡିଏମଇଟି ସିବିକେ ମହାନ୍ତି। ସେ...

‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଷଷ୍ଠ ଅଧ୍ୟାୟରେ ‘ଅଫ୍‌ବିଜିନେସ୍’ ସିଇଓ ଆଶିଷ ମହାପାତ୍ରଙ୍କ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Z5u89fn4eJQ] ଓଡ଼ିଶାଲାଇଭ୍ ପ୍ରସ୍ତୁତ ମାସିକ ଓ୍ଵେବ୍‌ ସିରିଜ୍ 'ଷ୍ଟାର୍ଟଅପ୍ ଷ୍ଟୋରି'ର ସେପ୍ଟେମ୍ଵର ସଂସ୍କରଣରେ ଦେଖନ୍ତୁ ଯୁବ ଓଡ଼ିଆ ଉଦ୍ୟୋଗୀ ଆଶିଷ ମହାପାତ୍ରଙ୍କ କାହାଣୀ। ବଡ଼ ବଡ଼ କର୍ପୋରେଟ୍ ଉଦ୍ୟୋଗ ଦେଶର ଜିଡିପି ବୃଦ୍ଧିରେ...

କଟକ ଏସ୍‌ସିବି ମେଡିକାଲରେ ଏକ୍‌ମୋ ଚିକିତ୍ସା ସୁବିଧା –  ମାଗଣାରେ ଚିକିତ୍ସିତ ହେବେ ଗୁରୁତର ରୋଗୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏସ୍‌ସିବିରେ ୯ଟି ଏକ୍‌ମୋ ମେସିନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ପୂର୍ବ ଭାରତର ସବୁଠାରୁ ବଡ ଏକ୍‌ମୋ ୟୁନିଟ୍‌ ବ୍ୟୟବହୁଳ ଚିକିତ୍ସା ପାଇଁ ରୋଗୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ...

କରୋନା ସଂକ୍ରମଣ – ରେଡ୍ ଜୋନରେ ଖୋର୍ଦ୍ଧା, ୟେଲୋ ଜୋନରେ କଟକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ହେଁ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି ଶହ ଶହ ପଜିଟିଭ୍। ଏହି ସଂଖ୍ୟାକୁ ନେଇ ଚିନ୍ତାରେ ସ୍ଵାସ୍ଥ୍ୟ ବିଭାଗ। ରାଜ୍ୟ ସରକାରଙ୍କ...

ଓଡ଼ିଆ ପୁଅ ଅନିଲ ପ୍ରଧାନ ପାଇଲେ ଜାତୀୟ ଯୁବ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ନାସା ହ୍ୟୁମାନ ଏକ୍ସପ୍ଲୋରେସନ୍ ରୋଭର-୨୦୨୧ ପ୍ରତିଯୋଗିତାରେ ସଫଳତା ଅର୍ଜନ କରି ଦେଶକୁ ଗୈରବାନ୍ଵିତ କରିଥିବା ଓଡ଼ିଶାର ଯୁବ ବୈଜ୍ଞାନିକ ଅନିଲ ପ୍ରଧାନଙ୍କୁ ଜାତୀୟ ଯୁବ ପୁରସ୍କାରରେ ପୁରସ୍କୃତ କରାଯାଇଛି। ଗୁରୁବାର ଅନ୍ତର୍ଜାତୀୟ...

କଟକ ଏସସିବି ମେଡିକାଲରେ ଅଗଷ୍ଟ ୧୫ରୁ ଆରମ୍ଭ ହେବ ଏକ୍‌ମୋ ଚିକିତ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ଅଗଷ୍ଟ ୧୫ତାରିଖରୁ କଟକ ଏସସିବି ମେଡିକାଲରେ ଏକ୍‌ମୋ ସେବା ଯୋଗାଇ ଦିଆଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ଶନିବାର ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି।ଡିଏମଇଟି କହିଛନ୍ତି,...

ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲିଛି ଧର୍ମାନୁଷ୍ଠାନ – ଅଗଷ୍ଟ ୧୬ରୁ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ଯୋଗୁଁ ସମଗ୍ର ରାଜ୍ୟରେ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ଧର୍ମାନୁଷ୍ଠାନଗୁଡ଼ିକ ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲି ଦିଆଯାଇଛି। ଏହାରି ମଧ୍ୟରେ ପୁରୀ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ମଧ୍ୟ ନିଆଯାଇଛି।...

ସମଗ୍ର ରାଜ୍ୟରେ କୋହଳ କଟକଣା – ଫୋକସ୍‌ରେ କଟକ, ଭୁବନେଶ୍ଵର, ପୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ପରିସ୍ଥିତି ଓ ଜନସାଧାରଣଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଅନଲକ୍ ପ୍ରକ୍ରିୟାକୁ ଆପଣେଇଛନ୍ତି ରାଜ୍ୟ ସରକାର। ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ରାଜ୍ୟର ୨୭ଟି ଜିଲ୍ଲାରେ ସଂକ୍ରମଣ କମ୍...