ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲିଛି ଧର୍ମାନୁଷ୍ଠାନ – ଅଗଷ୍ଟ ୧୬ରୁ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ଯୋଗୁଁ ସମଗ୍ର ରାଜ୍ୟରେ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ଧର୍ମାନୁଷ୍ଠାନଗୁଡ଼ିକ ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲି ଦିଆଯାଇଛି। ଏହାରି ମଧ୍ୟରେ ପୁରୀ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ମଧ୍ୟ ନିଆଯାଇଛି।...

ସମଗ୍ର ରାଜ୍ୟରେ କୋହଳ କଟକଣା – ଫୋକସ୍‌ରେ କଟକ, ଭୁବନେଶ୍ଵର, ପୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ପରିସ୍ଥିତି ଓ ଜନସାଧାରଣଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଅନଲକ୍ ପ୍ରକ୍ରିୟାକୁ ଆପଣେଇଛନ୍ତି ରାଜ୍ୟ ସରକାର। ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ରାଜ୍ୟର ୨୭ଟି ଜିଲ୍ଲାରେ ସଂକ୍ରମଣ କମ୍...

ଡେଙ୍ଗୁ ଆତଙ୍କ – ଭୁବନେଶ୍ଵର ପରେ ଏବେ କଟକରେ ବଢ଼ିଲାଣି ରୋଗୀଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବଢ଼ିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଭୁବନେଶ୍ଵର ପରେ ଏବେ କଟକ ସହରର ବିଭିନ୍ନ ସ୍ଥାନରୁ ଚିହ୍ନଟ ହେଉଛନ୍ତି ଡେଙ୍ଗୁ ରୋଗୀ। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା...

କେନ୍ଦ୍ରାପଡ଼ାରୁ କଟକ – ଲମ୍ବିଥିଲା ଗ୍ୟାଙ୍ଗଷ୍ଟର ହାଇଦରର ଅପରାଧ ଚେର

ଓଡ଼ିଶାଲାଇଭ୍ ବ୍ୟୁରୋ କୁଖ୍ୟାତ ଅପରାଧୀ ସେକ୍ ହାଇଦର। କେନ୍ଦ୍ରାପଡ଼ାରୁ କଟକ ଓ ପରେ ସମଗ୍ର ଓଡ଼ିଶାରେ ଅପରାଧ ଦୁନିଆର ବାଦଶାହ ପାଲଟିଥିଲା ହାଇଦର। ଟେଣ୍ଡର ଫିକ୍ସିଂଠାରୁ ଆରମ୍ଭ କରି ହତ୍ୟା, ଦାଦା ବଟି ଆଦାୟ,...

ଆଜିଠୁ ଗଡ଼ିଲା ‘ମୋ ବସ୍’ – ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟରେ ୮୭ ବସ୍‌କୁ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଆରମ୍ଭ ହେଲା ‘ମୋ ବସ୍’ ସେବା। ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟରେ ଗଡ଼ିବ ୮୭ଟି ବସ୍। ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ସେବା ଯାତ୍ରୀମାନେ ପାଇପାରିବେ ବୋଲି...

ଦଳୀୟ ସାଙ୍ଗଠନିକ ସ୍ଥିତିକୁ ନେଇ ବିଜେଡି ସୁପ୍ରିମୋଙ୍କ ସମୀକ୍ଷା

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ ସ୍ଥିତିକୁ ନେଇ ସମୀକ୍ଷା କରିଥିଲେ। ମଙ୍ଗଳବାର ଦିନ ଏହି ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି।...

ଟୁଇନ୍ ସିଟିରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ବିଭିନ୍ନ ସ୍ଥାନରେ ଏବେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର ଦିନ ଟୁଇନ୍ ସିଟି କଟକ,...

ଓଡ଼ିଶା ଅର୍ଥ ସେବାର ୧୩ଜଣ ବରିଷ୍ଠ ଅଧିକାରୀଙ୍କ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଓଡ଼ିଶା ଅର୍ଥ ସେବାର ୧୩ଜଣ ବରିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି କରାଯାଇଛି। ଏଥିସହ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ବଦଳି ମଧ୍ୟ କରାଯାଇଛି।...

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କୁ ଓଡ଼ିଶାରୁ ମିଳିଥିଲା ପ୍ରଥମ ସଫଳତା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର କଟକ ଜିଲ୍ଲାରୁ ସଫଳତା ସାଉଣ୍ଟି ଚର୍ଚ୍ଚାକୁ ଆସିଥିଲେ ଫ୍ଲାଇଙ୍ଗ ଶିଖ୍ ମିଲଖା ସିଂ। ଦେଶର ମହାନ ଧାବକ ତଥା ଫ୍ଲାଇଙ୍ଗ ଶିଖ୍ ମିଲଖା ସିଂ ଓଡ଼ିଶାରୁ ହିଁ ପ୍ରଥମେ ସଫଳତା...

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ – ଖାନନଗର ସ୍ଥିତ ଶ୍ମଶାନରେ ହେବ ଶେଷକୃତ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ କୋଲକାତାର ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ସମୟରେ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ...