ଟୁଇନ୍ ସିଟିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା – ସତର୍କ କରାଇଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ସନ୍ଧ୍ୟା ୭.୩୦ଟା ମଧ୍ୟରେ ଟୁଇନ୍ ସିଟି କଟକ ଓ ଭୁବନେଶ୍ଵରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ଲୋକମାନେ ଏହି ସମୟରେ ଆଲର୍ଟ ରହିବାକୁ ପାଣିପାଗ...

ସିଏମ୍‌ସିର ନୂଆ ଗାଇଡଲାଇନ – ବିବାହ ଉତ୍ସବରେ ୧୦୦ ଶୁଦ୍ଧିକ୍ରିୟାରେ ୫୦ଜଣଙ୍କୁ ଅନୁମତି, ହେବନି ସମ୍ମିଳନୀ ଓ ସମାବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ଓଡ଼ିଶା ଲୋକଙ୍କୁ ଡରାଇବାରେ ଲାଗିଛି କରୋନା ଭାଇରସ୍। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ ଦୁଇ ଦିନହେବ ରାଜ୍ୟରେ ଚିହ୍ନଟ ହେଉଛନ୍ତି ୪ଶହରୁ ଊର୍ଦ୍ଧ୍ୱ...

‘କଳିଙ୍ଗ ରତ୍ନ’ ସମ୍ମାନରେ ସମ୍ମାନୀତ ହେବେ ବିଶ୍ୱଭୂଷଣ ହରିଚନ୍ଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ତଥା ସମାଜସେବୀ ବିଶ୍ୱଭୂଷଣ ହରିଚନ୍ଦନ ଚଳିତ ବର୍ଷ ‘କଳିଙ୍ଗ ରତ୍ନ’ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଏପ୍ରିଲ ୨ରେ ଉପରାଷ୍ଟ୍ରପତି ଏମ୍‌.ଭେଙ୍କିଆ ନାଇଡୁ ଓଡ଼ିଶା ଗସ୍ତରେ ଆସି ତାଙ୍କୁ...

ମୁଣ୍ଡ ଟେକିଲାଣି କରୋନା – ଓଡ଼ିଶାକୁ ଫେରିବ କି ଲକଡାଉନ୍‌?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଲେଉଟାଣିକୁ ନେଇ ଏବେ ଚିନ୍ତାରେ ରାଜ୍ୟବାସୀ। ଆଗୁଆ ସତର୍କତା ଅବଲମ୍ବନ କଲେଣି ଜିଲ୍ଲା ପ୍ରଶାସନ। କିଛି ଦିନର ବ୍ୟବଧାନ ପରେ ଏବେ ପୁଣିଥରେ ଦେଶରେ କରୋନା ସ୍ଥିତି ସଙ୍ଗୀନ ହେବାକୁ ଲାଗିଲାଣି।...

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ – କରୋନା ଟିକାକରଣରେ କାହାକୁ ଦିଆଯିବ ପ୍ରାଥମିକତା, ନିଷ୍ପତ୍ତି ନେବେ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଟିକା ପ୍ରଦାନ କ୍ଷେତ୍ରରେ କେଉଁ ବର୍ଗର ଲୋକଙ୍କୁ ପ୍ରାଥମିକତା ଦିଆଯିବ, ସେନେଇ କେବଳ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ। କୋର୍ଟର ସଦସ୍ୟମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାପାଇଁ ହାଇକୋର୍ଟରେ ଏକ...
chakiri 3

କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ନିଯୁକ୍ତି ସୁଯୋଗ, ମାର୍ଚ୍ଚ ୧୨ ପୂର୍ବରୁ କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଜୁନିଅର କ୍ଲର୍କ ଏବଂ ଜୁନିଅର କ୍ଲର୍କ କମ୍ ଟାଇପିଷ୍ଟ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୧୨ ସୁଦ୍ଧା...

କଟକରେ ଭୋକିଲା ପେଟକୁ ଦାନା ଯୋଗାଉଛି ଅଭିଷେକଙ୍କ ‘ରୁଟି ବ୍ୟାଙ୍କ’

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ଶିଶୁ ସମାଜସେବୀ ଅଭିଷେକ ସାହୁ, ଗରିବ ଲୋକଙ୍କ ପାଇଁ ଆରମ୍ଭ କରିଛନ୍ତି ଏକ ନିଆରା ଅଭିଯାନ 'ରୁଟି ବ୍ୟାଙ୍କ'। (କଟକରୁ ବିଶ୍ଵଜିତ ସାହୁ): ଯଦି ଆପଣଙ୍କ ଘରେ ରୁଟି ବଳି ପଡୁଛି,...

ବନ୍ଦ ହେଲା କଟକର ସନ୍ ହସ୍ପିଟାଲ – ୧ ତାରିଖରେ ଲାଗିଥିଲା ନିଆଁ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ସନ୍ ହସ୍ପିଟାଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ କଟକ ଜିଲ୍ଲାପାଳ। ଅଗ୍ନିକାଣ୍ଡର କାରଣ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି। ତେଣୁ ଅଗ୍ନି ନିରାପତ୍ତା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ...

କଥା ବଦଳାଇଲେ କଟକ ଜିଲ୍ଲାପାଳ – କହିଲେ ଠିକ୍ ସମୟରେ ନିଅନ୍ତୁ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ମହଲରୁ ସମାଲୋଚିତ ହେବା ପରେ ଟିକାକରଣକୁ ନେଇ ନିଜ କଥା ବଦଳାଇଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। କଟକରେ ସ୍ଵାସ୍ଥ୍ୟକର୍ମୀ ଏବଂ ଅଙ୍ଗନବାଡ଼ି କର୍ମଚାରୀମାନେ ଟିକା ନ ନେଲେ ସେମାନଙ୍କର...

କଟକ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ – ଟିକା ନନେଲେ ଦରମା ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାରଠାରୁ ରାଜ୍ୟର ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏଥିରେ ବରିଷ୍ଠ ଅଧିକାରୀ ପୋଲିସ ଡିଜି, ଜିଲ୍ଲାପାଳ ପ୍ରମୁଖ ସାମିଲ ହେବେ। ତେବେ ଏହି ଟିକାକରଣରେ କଟକ ଜିଲ୍ଲାପାଳ କଡ଼ା ଆଭିମୁଖ୍ୟ...