କଟକରେ ମୁନୁ ଭାଇଙ୍କ ଗୁଆଘିଅ ଚା’ – ପିଇଲେ ଜାଣିବେ ମଜା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକରେ ମୁନୁ ଭାଇଙ୍କ ଗୁଆଘିଅମାର୍କା ଚା' ପିଇବାକୁ ଗ୍ରାହକଙ୍କ ଲମ୍ଵା ଲାଇନ ଲାଗୁଛି।
(କଟକରୁ ବିଶ୍ଵଜିତ ସାହୁ): ଆପଣ କେବେ ଗୁଆଘିଅ ଚା' ପିଇଛନ୍ତି କି? ଯଦି ପିଇବାକୁ ଚାହୁଛନ୍ତି ତେବେ କଟକ...
ଓଡ଼ିଶା ଲୋକସେବା ଆୟୋଗରେ ଆଖିଦୃଶିଆ ପରିବର୍ତ୍ତନ ହୋଇଛି : ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକରେ ଥିବା ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ର କାର୍ଯ୍ୟ ଢାଞ୍ଚାରେ ବ୍ୟାପକ ଉନ୍ନତି ଓ ପରିବର୍ତ୍ତନ ହୋଇଛି। ଏ କଥା କହିଛନ୍ତି ଓପିଏସସିର ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପଟ୍ଟନାୟକ। ଭିତ୍ତିଭୂମି, ମାନବ...
ଆନ୍ତଃଜିଲ୍ଲା ଟି-୨୦ ଟୁର୍ଣ୍ଣାମେଣ୍ଟ – ଫାଇନାଲରେ କଟକ-ଏ’, ସୁପରଲିଗ୍ରେ କଟକ-ବି’କୁ ହରାଇଲା ଭୁବନେଶ୍ୱର-ଏ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ଆନୁକୂଲ୍ୟରେ ଖେଳାଯାଉଥିବା ସିନିୟର ଆନ୍ତଃଜିଲ୍ଲା ଟି-୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି କଟକ-ଏ। ଦଳ ସୁପରଲିଗ୍ରେ ୨ ମ୍ୟାଚରୁ ଲଗାତାର ଦୁଇଟି ଜିତି...
ଅଂଶୁପାର ବିକାଶ କଥା ଭୁଲିଗଲେ ସରକାର, ଏଯାଏ ମିଳିଲାନି ମଞ୍ଜୁର ହୋଇଥିବା ୨୧ କୋଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିନ୍ତା ବଢାଇଲାଣି ଜଳପ୍ରଦୂଷଣ
ବାଲିଚର ହୁଳୁହୁଳା ମୁହାଣ
ଦଳଗାଡ଼ିଆରେ ପରିଣତ ହେଲାଣି ହ୍ରଦ
ନୂଆ ରୂପ ପାଇବ ଓଡ଼ିଶାର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପା। ଏହାର ସର୍ବାଙ୍ଗୀନ ବିକାଶ ଦିଗରେ...
ବର୍ଷର ସବୁଠୁ ବଡ଼ ଧରଣର ଲୁଟ୍ – ଫାଇନାନ୍ସ କମ୍ପାନିରୁ ୧୨ କୋଟିର ଡକାୟତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷ ହେବାକୁ ବସିଛି ବର୍ଷ ୨୦୨୦। ଚଳିତ ବର୍ଷ ରାଜ୍ୟରେ ଅନେକ ଛୋଟ ବଡ଼ ଲୁଟ ଘଟଣା ଦେଖିବାକୁ ମିଳିଥିଲା। କିନ୍ତୁ ସବୁଠୁ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା କଟକର ଆଇଆଇଏଫଏଲ ଫାଇନାନ୍ସ...
ନକଲି ସାମଗ୍ରୀ କବ୍ଜାରୁ ହଟୁନି କଟକ, ଜଗତପୁରରୁ ପୁଣି ଏକ ନକଲି କାରଖାନା ଠାବ କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଗତପୁରୁ ନକଲି ସୋୟାବିନ୍ କାରଖାନା ଠାବ
୧୦ ଲକ୍ଷରୁ ଅଧିକ ସୋୟାବିନ୍, ରାସାୟନିକ ପଦାର୍ଥ, ମେସିନ୍ ଜବତ
କାରଖାନା ମାଲିକ ଓ ସହଯୋଗୀ କାରିଗର ଗିରଫ
କଟକର ଜଗତପୁର ଶିଳ୍ପାଞ୍ଚଳ ସମେତ...
ଥାନା ଭିତରେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ନିର୍ଯ୍ୟାତନା ଘଟଣା – ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ସସପେଣ୍ଡ୍ ହେଲେ ନରସିଂହପୁର ଥାନା ଏଏସ୍ଆଇ।
କଟକରେ ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାକୁ ଥାନା ଭିତରେ ପୋଲିସର ନିର୍ଯ୍ୟାତନା ଘଟଣାକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହେଲାଣି। ଚାଇଲ୍ଡ ଲାଇନ୍ ଏବଂ କଟକ ଗ୍ରାମାଞ୍ଚଳ...
କେବେ ଖୋଲିବ କଟକ ଚଣ୍ଡୀ ମନ୍ଦିର?
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ପଡ଼ିଛି ମନ୍ଦିର। ଦେବାଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଉପରେ ଲାଗିଛି ଅଙ୍କୁଶ। ନୀତିକାନ୍ତି ହେଉଥିଲେ ବି ସାଧାରଣ ଲୋକଙ୍କ ପାଇଁ...
କଟକର କିଶୋର ଲେଖକ ଶୁଭ୍ରାଂଶୁ ଦାସ ସାଜିଲେ ଅନ୍ତର୍ଜାତୀୟ ଔପନ୍ୟାସିକଙ୍କ ‘ସହଲେଖକ’
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ୧୭ ବର୍ଷିୟ ଲେଖକ ଶୁଭ୍ରାଂଶୁ ଦାସ ଏବେ ଅନ୍ତର୍ଜାତୀୟ ଲେଖକ ପାମ୍ ରସ୍ଙ୍କ ସହ ମିଶି ଲେଖୁଛନ୍ତି ରହସ୍ୟ ରୋମାଞ୍ଚଭରା ଉପନ୍ୟାସ।
(କଟକରୁ ବିଶ୍ଵଜିତ ସାହୁ): ମାତ୍ର ୧୭ ବର୍ଷ ବୟସରେ...
ଆସ କିଏ ଖାଇବ କଟକ ଚାଉଳିଆଗଞ୍ଜର ‘ଥ୍ରୀ ଇନ୍ ଓ୍ଵାନ୍ ବରା’
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ଥ୍ରୀ ଇନ୍ ଓ୍ଵାନ୍ ବରା ଖାଇବାକୁ ଛୁଟି ଆସୁଛନ୍ତି ଗ୍ରାହକ।
(କଟକରୁ ବିଶ୍ଵଜିତ ସାହୁ): ଚଟପଟି ଛଣାଛଣି ଖାଇବା କଥା କହିଲେ ବରା ନାଁଟି ଆପେ ଆପେ ମୁହଁକୁ ଚାଲିଆସେ। ଜଳଖିଆ...





















