ଦବିଲା କାଠଯୋଡ଼ି ବ୍ରିଜ୍, ଭୟରେ ଯାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକ-ଭୁବନେଶ୍ୱର ରାସ୍ତାରେ ଥିବା କାଠଯୋଡି ନନଦୀ ପୋଲରେ ଏକ ବଡ଼ ଧରଣର ଫାଟ ସୃଷ୍ଟି ହୋଇଛି। ପ୍ରେସ୍ଛକ ପଟୁ ପୋଲ ଆରମ୍ଭରେ ଏହି ଫାଟ ଯୋଗୁଁ ବ୍ରିଜ୍ ଅଳ୍ପ ଦବିଯାଇଛି।...
ଟୁଇନ୍ ସିଟିରେ ଅପରାଧ ନିୟନ୍ତ୍ରଣ ଆମ ପାଇଁ ବଡ଼ ଚାଲେଞ୍ଜ : ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=2jfblaQyQg8
କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ସତ୍ୟଜିତ ମହାନ୍ତିଙ୍କ ଜାଗାରେ ସେ ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୦...
ସ୍ପେଶାଲ୍ ସ୍କ୍ୱାଡ୍ କହି ଲୁଟିଥିଲେ ଟଙ୍କା, ଜେଲ୍ ଗଲେ ଟାଙ୍ଗୀ ଥାନାର ତିନି ପୋଲିସ କର୍ମଚାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଖାକିରେ କଳଙ୍କ। ନିଜକୁ କମିସନରେଟ୍ ପୋଲିସର ସ୍ପେସାଲ୍ ସ୍କ୍ୱାଡ୍ କହି ଜଣେ ବ୍ୟବସାୟୀଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟିବା ଘଟଣା ଟାଙ୍ଗୀ ଥାନାର ତିନି ପୋଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି।...
ନୂଆ ପୋଲିସ କମିଶନରଙ୍କୁ ଚାଲେଞ୍ଜ – ବୋମାମାଡ଼ରେ ଥରିଲା କଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ନୂଆ ପୋଲିସ୍ କମିଶନରଙ୍କୁ ଚାଲେଞ୍ଜ। ବୋମାମାଡ଼ରେ ଥରିଉଠିଲା କଟକ। ଯେଉଁ ନୂଆ କମିସନରଙ୍କୁ ନେଇ କମିସନରେଟ୍ ପୋଲିସ ଚଳଚଞ୍ଚଳ ସେଠି ଅପରାଧୀ ବୋମା ପକାଇ ନିଜ ପତିଆରା ଜାହିର୍ କରିଛନ୍ତି।
ଭୁବନେଶ୍ୱର...
ଆଇପିଏସ୍ ସ୍ତରରେ ଅଦଳ ବଦଳ – କାହାକୁ ମିଳିଲା କେଉଁ ଦାୟିତ୍ୱ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଏଏସ୍ ପରେ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର।
ଡକ୍ଟର ସୁଧାଂଶୁ ଷଡ଼ଙ୍ଗ – ପୋଲିସ କମିଶନର
ସତ୍ୟଜିତ ମହାନ୍ତି – ଜେଲ୍ ବିଭାଗ ଏଡିଜି
ସଞ୍ଜିବ ପଣ୍ଡା –...
ବିପଦରେ ବାରବାଟୀ ଷ୍ଟାଡିୟମ୍ ଗ୍ୟାଲେରୀ, ଖସୁଛି ଅତଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମ୍ ଗ୍ୟାଲେରୀକୁ ନେଇ ବିପଦ ଦେଖାଦେଇଛି। ଅତଡ଼ା ଖସୁଥିବାରୁ ଗ୍ୟାଲେରୀରେ ଜାଲ ଘେରାଇ ଦିଆଯାଇଛି। ଆଗକୁ ଡିସେମ୍ବରରେ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯିବାକୁ ଥିବା...
ସିଏମ୍ସି ଆରମ୍ଭ କଲା ମିନି କମ୍ପୋଷ୍ଟ୍ ପ୍ଲାଣ୍ଟ୍ – ଆବର୍ଜନାରୁ ପ୍ରସ୍ତୁତ ହେବ ଖତ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ : ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅନ୍ ସାଇଡ୍ ଆବର୍ଜନା କମ୍ପୋଷ୍ଟ୍ କରିବାକୁ ଉଦ୍ୟମ ହେବ। ଖାସ୍ କରି ପିପିପି ମୋଡରେ ଏହି କାର୍ଯ୍ୟ ହେବ। ଏଥିପାଇଁ...
ସ୍ଵାଧୀନତା ଦିବସରେ ଏକ ହଜାର ଲୋକ ମୁହଁରେ ଆଙ୍କିଲେ ତ୍ରିରଙ୍ଗା
ଓଡ଼ିଶାଲାଇଭ ବ୍ୟୁରୋ
ସ୍ଵାଧୀନତା ଦିବସରେ ଲୋକମାନଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବାକୁ କଟକର ବିଙ୍ଗ କଟକିଆ ସଂଗଠନର ଯୁବକମାନେ ବାରବାଟି ଷ୍ଟାଡିୟମରେ ‘ସଲାମ୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେମାନେ ସ୍ଵାଧୀନତା...
ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା। ନଦୀର ତଳମୁଣ୍ଡଳରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ପାଣି ପ୍ରବାହିତ ହେଉଛି। କଟକ ମୁଣ୍ଡଳିଠାରେ ସାଢ଼େ ୧୦...
ଧରାହେଲେ ହାଇୱେ ଲୁଟେରା ଗ୍ୟାଙ୍ଗ୍, କାର୍ରେ ଲିଫ୍ଟ ଦେଇ ଲୁଟୁଥିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ : ହାଇୱେରେ ଲିଫ୍ଟ ଦେବା ଆଳରେ ଯାତ୍ରୀଙ୍କୁ ଲୁଟୁଥିବା ଏକ ଗ୍ୟାଙ୍ଗକୁ କଟକ ମଧୁପାଟଣା ଥାନା ପୋଲିସ ଗିରଫ କରିଛି। ଗ୍ୟାଙ୍ଗର ୪ ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରିଛି।
ଅଭିଯୁକ୍ତମାନେ...





















