ଭୁବନେଶ୍ଵର ଛାତ୍ର ମୃତ୍ୟୁ ଘଟଣାକୁ ନେଇ ବିଏମସି କାର୍ଯ୍ୟାଳୟ ଘେରିଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ବରମୁଣ୍ଡାସ୍ଥିତ ଶତାବ୍ଦୀ ନଗର ଡ୍ରେନରେ ଛାତ୍ର ଭାସିଯାଇ ମୃତ୍ୟୁ ଘଟଣାରେ ବିଏମସିକୁ ଦାୟୀ କରିଛି ବିଜେପି। ଏଥିପାଇଁ ବିଜେପି କର୍ମୀମାନେ ବିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ମୃତ...

ଶତାବ୍ଦୀ ନଗର ଦଶମ ଶ୍ରେଣୀ ଛାତ୍ର ଭାସିଯିବା ଘଟଣା – ୧୯ ଘଣ୍ଟା ପରେ ଡ୍ରେନରୁ ମିଳିଲା ମୃତ...

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରର ଦଶମ ଶ୍ରେଣୀ ଛାତ୍ର ଡ୍ରେନରେ ଭାସିଯିବା ଘଟଣାର ଦୀର୍ଘ ୧୯ ଘଣ୍ଟା ପରେ ମିଳିଛି ଛାତ୍ରଙ୍କ ମୃତ ଦେହ। ଦମକଳ ବାହିନୀ ମୃତ ଦେହକୁ ସୋମବାର ଦିନ ପଞ୍ଚସଖା...

ରାଉରକେଲାରେ ପ୍ରତିଷ୍ଠା ହେବ ସୌରଚାଳିତ ଶୀତଳଭଣ୍ଡାର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପରିଚାଳନା ଦାୟିତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉରକେଲା: ଚାଷୀ, ଛୋଟ ଛୋଟ ପରିବା ଏବଂ ଫଳ ବ୍ୟବସାୟୀମାନଙ୍କ ସୁବିଧା ପାଇଁ ରାଉରକେଲା ସହରରେ ସୌରଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ। ଏହି ଶୀତଳଭଣ୍ଡାରକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ...

ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ନାଲ୍‌କୋ ପଞ୍ଚପଟ୍ଟମାଳି ବକ୍ସାଇଟ୍ ଖଣି ପୁରସ୍କୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଉନ୍ନତ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଓ ଦୃଢ଼ ପରିବେଶ ପରିଚାଳନା ବ୍ୟବସ୍ଥା ଗ୍ରହଣ କରିଥିବାରୁ ନାଲ୍‌କୋର ପଞ୍ଚପଟ୍ଟମାଳି ବକ୍ସାଇଟ୍ ଖଣିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ...

କରୋନା ପଜିଟିଭ୍ ଚିହ୍ନଟ ପରେ ସିଲ୍ ହେଲା ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ତହସିଲ ଅଫିସକୁ ଶୁକ୍ରବାର ଦିନ ସିଲ୍ କରାଯାଇଛି। ସେପ୍ଟେମ୍ବର ୧୭ ଓ ସେପ୍ଟେମ୍ବର ୧୮ ଦୁଇ ଦିନ ଉଭୟ କାର୍ଯ୍ୟାଳୟ ବନ୍ଦ ରହିବ। ଏହି କାର୍ଯ୍ୟାଳୟରୁ...

ଏକ୍ସଆଇଏମର ବିଜିନେସ କନକ୍ଲେଭ – ‘ଦ ୟୁନିକର୍ଣ୍ଣ ଷ୍ଟୋରି’ ବିଷୟରେ ଆଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ, ଭୁବନେଶ୍ଵର(ଏକ୍ସଆଇଏମ୍) ପକ୍ଷରୁ ଏକ ବିଜିନେସ କନକ୍ଲେଭର ଆୟୋଜନ କରାଯାଇଥିଲା। କରୋନା ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତେ ଯୋଡ଼ି ହୋଇ "ଦ ୟୁନିକର୍ଣ୍ଣ ଷ୍ଟୋରି -...

ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପରୋକ୍ଷରେ କରୋନା ସଂକ୍ରମଣର କାରଣ ହେବ – ଡିଏମଇଟି

ଓଡ଼ିଶାଲାଇଭ୍ ବ୍ୟୁରୋ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। କିନ୍ତୁ ଏଯାଏଁ ତୁଟିନି ମୂର୍ତ୍ତି ବିବାଦ। ଦୂର୍ଗା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ପ୍ରତିବାଦ ଚାଲିଥିବାବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଡିଏମଇଟି ସିବିକେ ମହାନ୍ତି। ସେ...

ବର୍ଷା ବିତ୍ପାତ – ରେକର୍ଡ ଭାଙ୍ଗିଲା ପୁରୀ ଓ ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବିଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ...

ନୂଆଁଖାଇ ଜୁହାର୍

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଁଖାଇ ଜୁହାର୍। ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଉତ୍ସବ ମୁଖର ପୂରା ପଶ୍ଚିମ ଓଡ଼ିଶା। କରୋନା କଟକଣା ଭିତରେ ପ୍ରଥମେ ଇଷ୍ଟଦେବୀଙ୍କୁ ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟ ଭୋଗ...

ପୁରୀର ଶାଶ୍ୱତ ରଞ୍ଜନ ସାହୁଙ୍କ ନିଆରା ଦିଆସିଲି କଳାକୃତି

ଓଡ଼ିଶାଲାଇଭ୍ ବ୍ୟୁରୋ (ଅଭିପ୍‌ସା ବରାଳ) : ଦିଆସିଲି କାଠିରେ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି, ପ୍ରଭୁ ଗଜାନନଙ୍କ ମୂର୍ତ୍ତି, ହକି ଷ୍ଟିକ, ବାଇ ସାଇକେଲ, ଶିବ ଲିଙ୍ଗ ଇତ୍ୟାଦି ଅନେକ କଳାକୃତି କରି ବିଭିନ୍ନ ମହଲରୁ...