ବିଏମସିର ଗଣେଶ ପୂଜା ଗାଇଡଲାଇନ – ୭ ଜଣରେ ହେବ ପୂଜା, ସର୍ବସାଧାରଣ ଦର୍ଶନ ମନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଣେଶ ପୂଜା ପାଇଁ ନୂଆ ଗାଇଡଲାଇନ ଜାରି କଲା ବିଏମସି। ସେପ୍ଟେମ୍ବର ୧୦ ତାରିଖରେ ଗଣେଶ ପୂଜା ପଡ଼ୁଥିବାରୁ ସମସ୍ତ କରୋନା କଟକଣାକୁ ମାନି ମଣ୍ଡପରେ ପୂଜା କରିବାକୁ ବିଏମସି ପକ୍ଷରୁ...
କୋଭିଡ କଟକଣା ଭିତରେ ମୌସୁମୀ ଅଧିବେଶନ – ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍ କଟକଣା ଭିତରେ ବୁଧବାରଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସଠାରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ଅଧିବେଶନ ସହ ଯୋଡ଼ି ହୋଇ ଦିବଙ୍ଗତ...
କଟକ ପାଇଁ ଗଣେଶ ପୂଜା ଗାଇଡଲାଇନ – ୪ ଫୁଟ ମୂର୍ତ୍ତି, ମଣ୍ଡପରେ ସାଧାରଣ ଦର୍ଶନ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ କଟକ ସହରରେ ପାଳନ ହେବ ଗଣେଶ ପୂଜା। ଆସନ୍ତା ସେପ୍ଟେମ୍ବର ୧୦ରେ ତାରିଖରେ ଗଣେଶ ପୂଜା ପଡ଼ୁଥିବାରୁ ଏବେଠାରୁ ସତର୍କ ହୋଇଛି...
ପବିତ୍ର ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେଣୁ ସ୍ୱତନ୍ତ୍ର ନୀତିକାନ୍ତି ଯୋଗୁଁ ଶ୍ରୀମନ୍ଦିରରେ ସର୍ବସାଧାରଣ...
ସାମ୍ବାଦିକତା ନାଁରେ ଦାଦାବଟି ଆଦାୟ ଅଭିଯୋଗ: ଏକ ୱେବ ମିଡିଆର ୪ କର୍ମଚାରୀଙ୍କୁ ଉଠାଇ ନେଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରେ କିଛି ୱେବ ମିଡିଆ ସଂସ୍ଥାର ସାମ୍ବାଦିକମାନେ ଅନେକ ସମୟରେ ବିଭିନ୍ନ କାରଣ ଦର୍ଶାଇ ଦାଦାବଟି ଆଦାୟ କରୁଥିବା ନଜିର ରହିଛି। ସେହିପରି ଏବେ ଆଉ ଏକ ଘଟଣା ସାମ୍ନାକୁ...
କଟକ ଏସ୍ସିବି ମେଡିକାଲରେ ଏକ୍ମୋ ଚିକିତ୍ସା ସୁବିଧା – ମାଗଣାରେ ଚିକିତ୍ସିତ ହେବେ ଗୁରୁତର ରୋଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସ୍ସିବିରେ ୯ଟି ଏକ୍ମୋ ମେସିନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ପୂର୍ବ ଭାରତର ସବୁଠାରୁ ବଡ ଏକ୍ମୋ ୟୁନିଟ୍
ବ୍ୟୟବହୁଳ ଚିକିତ୍ସା ପାଇଁ ରୋଗୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ...
ଭୁବନେଶ୍ୱରର ପ୍ରିୟଙ୍କା ସାହାଣୀ – ତାଙ୍କ ରଙ୍ଗତୂଳୀରେ ଜୀବନ୍ତ ହେଉଛି ଚିତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=NNU2Vzb6XmQ]
(ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ଭୁବନେଶ୍ୱରର ପ୍ରିୟଙ୍କା ସାହାଣୀ। ପେସାରେ ସେ ଜଣେ ସଫ୍ଟଓ୍ୱେୟାର ଡେଭଲୋପର କିନ୍ତୁ ନିଶା ତାଙ୍କର ଚିତ୍ର ଆଙ୍କିବା। ଚାକିରି ଜୀବନରୁ ସମୟ ବାହାର କରି ସେ...
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି – ଅପରାହ୍ନ ୪ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଭାଦ୍ରବ ମାସ କୃଷ୍ଣ ତୃତୀୟା ତିଥି। ଏହି ଅବସରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ବା ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ। ତେଣୁ ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ...
୪ ମାସ ପରେ ଜଗା ଦର୍ଶନ – ଭାବର ଠାକୁରଙ୍କୁ ଦେଖି ଭକ୍ତ ଆଖିରେ ଭାବର ଲୁହ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କଟକଣା ମଧ୍ୟରେ ସୋମବାରଠାରୁ ସର୍ବସାଧାରଣଙ୍କ ପାଇଁ ଜଗା ଦର୍ଶନ ଆରମ୍ଭ ହୋଇଛି।
୪ ମାସ ପରେ ଆଜି ଭକ୍ତ ଭଗବାନଙ୍କର ଅପୂର୍ବ ମିଳନ ହୋଇଛି। ରତ୍ନ ସିଂହାସନରୁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି...
ଖବର ବିଶ୍ଳେଷଣ – ସରକାରୀ ହାଇସ୍କୁଲର ସ୍ମାର୍ଟ ରୂପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସ୍କୁଲ ଶିକ୍ଷା କ୍ଷେତ୍ରରେ ସ୍ମାର୍ଟ କ୍ଲାସରୁମ ଏକ ବୈପ୍ଳବିକ ପରିବର୍ତ୍ତନ। ନିକଟରେ ସ୍ମାର୍ଟ କ୍ଲାସରୁମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଏହା...





















