ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ତେଣୁ...
ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସୁସ୍ଥ ହୋଇପଡ଼ିଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା । ମଙ୍ଗଳବାର ଦିନ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ବଡ଼ବିଲ...
ଦର୍ଶକଙ୍କୁ ସ୍ଵତନ୍ତ୍ର ଅନୁଭବ ଦେବ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ଵିତୀୟଥର ପାଇଁ ୨୦୨୩ରେ ଓଡ଼ିଶା ଆୟୋଜନ କରିବାକୁ ଯାଉଛି ପୁରୁଷ ହକି ବିଶ୍ଵକପ୍। ଏଥର ଭୁବନେଶ୍ଵର ସହିତ ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ମଧ୍ୟ ହେବ ହକି ମହାକୁମ୍ଭ। ଏଥି ନିମନ୍ତେ ରାଉରକେଲାରେ ଦେଶର...
ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ଓ ‘ନିଖୋଜ ପୋଷ୍ଟର’କୁ ନେଇ ମୁହଁ ଖୋଲିଲେ ସାଂସଦ ଅପରାଜିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ଦାବି ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖା ଦେବାପରେ ଶେଷରେ ମୁହଁ ଖୋଲିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାଂସଦ ଭୁବନେଶ୍ୱରରେ ପହଞ୍ଚିବାପରେ ଏକ ସାମ୍ବାଦିକ...
ସମ୍ରେ ନୂତନ ଡାକ୍ତରୀ ଛାତ୍ରଛାତ୍ରୀ ନେଲେ ଯୋଗ ଶିକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଚଳିତ ବର୍ଷ ନୂତନକରି ଯୋଗ ଦେଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଛି।
ଡକ୍ଟର୍ସ...
କଟକରେ ଭୋକିଲା ପେଟକୁ ଦାନା ଯୋଗାଉଛି ଅଭିଷେକଙ୍କ ‘ରୁଟି ବ୍ୟାଙ୍କ’
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ଶିଶୁ ସମାଜସେବୀ ଅଭିଷେକ ସାହୁ, ଗରିବ ଲୋକଙ୍କ ପାଇଁ ଆରମ୍ଭ କରିଛନ୍ତି ଏକ ନିଆରା ଅଭିଯାନ 'ରୁଟି ବ୍ୟାଙ୍କ'।
(କଟକରୁ ବିଶ୍ଵଜିତ ସାହୁ): ଯଦି ଆପଣଙ୍କ ଘରେ ରୁଟି ବଳି ପଡୁଛି,...
ଜଗା ଦର୍ଶନ କରିବାକୁ ଯାଉଛନ୍ତି କି? ଜାଣନ୍ତୁ ନୂଆ ନିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋହଳ ହୋଇଛି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା। ଏଣିକି ପୂର୍ବପରି ସବୁଦିନ ଜଗା ଦର୍ଶନର ସୁଯୋଗ ପାଇବେ ଭକ୍ତ। ଶୁକ୍ରବାର ଅର୍ଥାତ୍ ଆଜିଠାରୁ ଏହି ବ୍ୟବସ୍ଥା ଲାଗୁ ହୋଇଛି। କୋଭିଡ ନିୟମ ସହିତ...
ଉତ୍କଳ ବିଶ୍ଵବିଦ୍ୟାଳୟକୁ କେନ୍ଦ୍ରୀୟ ମର୍ଯ୍ୟାଦା ଦାବି କଲେ ସାଂସଦ ଅଚ୍ୟୁତ ସାମନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାହ୍ୟା ଦାବି କରିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। ଲୋକସଭାରେ ରାଷ୍ଟ୍ରପତି ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ସେ...
ବଣାଇଁରେ ଖୋଲିଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର, ଶିକ୍ଷିତ ଯୁବକ ଯୁବତୀଙ୍କୁ ମିଳିବ ମାଗଣାରେ କୋଚିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବଣାଇଁଠାରେ ଖୋଲିଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର। ସୁନ୍ଦରଗଡ଼ ଓ ରାଉରକେଲା...
ବାଇ ଲ’ ପ୍ରସଙ୍ଗରେ ସାଂସଦ ଅପରାଜିତା ଚୁପ୍ – ଭୁବନେଶ୍ଵରରେ ଲାଗିଲା ‘ନିଖୋଜ’ ପୋଷ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଇ-ଲ' ପ୍ରସଙ୍ଗରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିରବ ରହିବାକୁ ନେଇ ତେଜିଛି ରାଜନୀତି।
ପୁରୀ ଶ୍ରୀମନ୍ଦିରରୁ କେନ୍ଦ୍ର ପ୍ରସ୍ତାବିତ ବାଇ-ଲ' ପ୍ରତ୍ୟାହାର ହୋଇଥିଲା ବେଳେ ଏକାମ୍ର କ୍ଷେତ୍ର ପାଇଁ ବାଇ-ଲ' ବଳବତ୍ତର...





















