ଘୁଞ୍ଚିଲା ଆବେଦନ ତାରିଖ – ସୈନିକ ସ୍କୁଲରେ ନାମଲେଖା ପାଇଁ ଡିସେମ୍ବର ୧୮ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ସୈନିକ ସ୍କୁଲରେ ନାମଲେଖା ପାଇଁ ଘୁଞ୍ଚିଲା ଆବେଦନ ତାରିଖ ପ୍ରବେଶିକା ପରୀକ୍ଷା ପାଇଁ ଡିସେମ୍ବର ୧୮ ସୁଦ୍ଧା କରନ୍ତୁ ଆବେଦନ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ନାମ ଲେଖାଇବାକୁ...

ଦାରୁଣ ଦୁଃଖରେ ଦମୟନ୍ତୀ – ୭୦ ବର୍ଷରେ ଭିକ ମାଗି ପୋଷୁଛନ୍ତି ପେଟ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱରରୁ ତୁଷାର ସାମନ୍ତରାୟ): “ବାବୁ, ଟିକେ ସାହାଯ୍ୟ କର... ଏ ବୁଢ଼ୀ ମା’କୁ କ’ଣ ଟିକିଏ ଦିଅ। ମୋର ପେଟ କଥା ବୁଝିବାକୁ କେହି ନାହାନ୍ତି,  ଟିକେ ତ ସାହାଯ୍ୟ କର।” ଭୁବନେଶ୍ୱର ଜୟଦେବ...

‘ପରୀ’ ମୃତ୍ୟୁକୁ ନେଇ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା – ସିବିଆଇ ତଦନ୍ତ, କୃଷି ମନ୍ତ୍ରୀଙ୍କ ବହିଷ୍କାର ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ ପରୀ ମୃତ୍ୟୁକୁ ନେଇ ବିଜେପି ମହିଳା ମୋର୍ଚ୍ଚାର ହୋ ହଲ୍ଲା। ନୟାଗଡ଼ ‘ପରୀ’ ମୃତ୍ୟୁକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଆଗରେ ଗର୍ଜିଛି ବିଜେପି ମହିଳା ମୋର୍ଚ୍ଚା। ଶହ ଶହ ମହିଳା...

କଟକିଆଙ୍କ ମନ ଜିଣୁଛି ଅନ୍ନପୁର୍ଣ୍ଣା ମାଉସୀଙ୍କ ‘ବାମ୍ଫ ଚକୁଳି’ ସାଙ୍ଗକୁ ରସୁଣ ଚଟଣି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ଚକୁଳି ମାଉସୀଙ୍କ ବାମ୍ଫ ଚକୁଳି ଖାଇବାକୁ ସକାଳୁ ସକାଳୁ ଛୁଟି ଆସୁଛନ୍ତି ଗ୍ରାହକ। (କଟକରୁ ବିଶ୍ଵଜିତ ସାହୁ): କଟକ ସହରରେ ଚକୁଳି କଥା କହିଲେ ଆପେ ଆପେ ମନକୁ ଆସିଯାଏ ଅନ୍ନପୂର୍ଣ୍ଣା...

ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ: ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲିଙ୍ଗରାଜ ମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କରିଛନ୍ତି। ଲିଙ୍ଗରାଜ ଚାରିପାଖକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିବା ସହିତ ସୌନ୍ଦର୍ଯ୍ୟକରଣ ପାଇଁ ଜମି ଦେଇଥିବା ଲୋକଙ୍କୁ କୃତଜ୍ଞତା...

ସୋଆରେ ଏନ୍‌ଏସ୍‌ଏସର ପୂର୍ବାଞ୍ଚଳ ପ୍ରାକ୍ ସାଧାରଣତନ୍ତ୍ର ଦିବସ କ୍ୟାମ୍ପ ଉଦ୍‌ଯାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ ନ୍ୟାସନାଲ ସର୍ଭିସ ସ୍କିମ(ଏନ୍ଏସ୍ଏସ୍)ର କଣ୍ଟିଜେଣ୍ଟ ଚୟନ ପାଇଁ ଆୟୋଜିତ ହୋଇଥିବା ପୂର୍ବାଞ୍ଚଳ ପ୍ରି ରିପବ୍ଲିକ୍ ଡେ କ୍ୟାମ୍ପ ଉଦଯାପିତ ହୋଇଛି। ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ରେ ଗତ...

ଏଏନ୍‌ଏମ୍‌ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କଲା ପ୍ରଦେଶ ଯୁବ କଂଗ୍ରେସ, ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ...

ଓଡ଼ିଶାଲାଇଭ୍ ବ୍ୟୁରୋ ୪୮ ଘଣ୍ଟା ଭିତରେ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ। ଏଏନ୍ଏମ୍ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ଥାୟୀ ନିଯୁକ୍ତ ଦେବାକୁ ଆଗକୁ ଆସିଲା କଂଗ୍ରେସ। କୋଭିଡ୍ ମହାମାରୀ ସ୍ଥିତିରେ କାମ କରିଥିବା ଏହି କରୋନା...

କଟକରେ ପୁଣି ନକଲି ମସଲା ଓ ଘିଅ କାରଖାନା ଠାବ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କଟକରୁ ପୁଣି ନକଲି ଖାଦ୍ୟ ସାମଗ୍ରୀ କାରଖାନା ଠାବ ହୋଇଛି। ଶନିବାର ଚାଉଳିଆଗଞ୍ଜ ଥାନା ପୋଲିସ ଦୁଇଟି ସ୍ଥାନରେ ଚଢ଼ାଉ କରି ନକଲି ମସଲା କାରଖାନା ଓ ଅପମିଶ୍ରିତ ଘିଅ...

ସୈନିକ ସ୍କୁଲରେ ନାମଲେଖା ସୁଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=ke9iJpLjz84] ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସୈନିକ ସ୍କୁଲରେ ନାମଲେଖା ସୁଯୋଗ ପ୍ରବେଶିକା ପରୀକ୍ଷା ପାଇଁ ଡିସେମ୍ବର ୩ ସୁଦ୍ଧା କରନ୍ତୁ ଆବେଦନ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ନାମ ଲେଖାଇବାକୁ...

ଭାରତରେ ଗଣତନ୍ତ୍ର ସୁଦୃଢ଼ ହେବା ନିମନ୍ତେ ନ୍ୟାୟପାଳିକାକୁ ଶ୍ରେୟ ଦିଆଯିବା ଉଚିତ୍ : ଜଷ୍ଟିସ୍ ନାଇଡୁ

ଓଡ଼ିଶାଲାଇଭ୍ ବ୍ୟୁରୋ “ଭାରତର ପଡ଼ୋଶୀ ଦେଶଗୁଡ଼ିକରେ ଗଣତନ୍ତ୍ର ବ୍ୟବସ୍ଥା ଉଧେଇପାରିନଥିବା ବେଳେ ଭାରତରେ ଏହା ବେଶ ସୁଦୃଢ଼ ହୋଇପାରିଛି। ଏଥିପାଇଁ ଦେଶର ନ୍ୟାୟପାଳିକାଙ୍କୁ ଶ୍ରେୟ ଦିଆଯିବା ଉଚିତ୍”, କହିଛନ୍ତି ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି...