ଡିସେମ୍ଵରରେ ଖୋଲିବ କି ଶ୍ରୀମନ୍ଦିର?

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ଦିର ଖୋଲିବାକୁ ଆହୁରି ମାସେ ଭକ୍ତ ଦର୍ଶନ ପାଇଁ ଗଠନ ହେବ କମିଟି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ହେବ ଦର୍ଶନ ଦୀର୍ଘ ୮ମାସ ଧରି ପୁରୀ ଶ୍ରୀମନ୍ଦିର ବନ୍ଦ ରହିଥିବା...

ଶ୍ରୀମନ୍ଦିର ପାଇଁ ୧୫୪ କୋଟି ବଜେଟକୁ ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ପାଇଁ ୧୫୪ କୋଟି ବଜେଟ ଆୟ କମିଛି, ବ୍ୟୟ ବଢ଼ିଛି ଶ୍ରୀମନ୍ଦିର ପାଇଁ ଅନଲାଇନ ଡୋନେସନ ବ୍ୟବସ୍ଥା ଆଗତ ହେଲା ଶ୍ରୀମନ୍ଦିର ବଜେଟ। ୨୦୨୦-୨୧ ବର୍ଷ ପାଇଁ ମୋଟ ୧୫୪...

ଘର ଭିତରେ ବଗିଚାର ନୂଆ ଉପାୟ ‘ଅକ୍ସିପଟ’

କପିଳାସ ଭୂୟାଁ ଆଧୁନିକ ଜୀବନଯାପନ କ୍ଷେତ୍ରରେ ଘର ଭିତରେ ବଗିଚା କରିବାକୁ ଆଜି ଅନେକ ଲୋକ ପସନ୍ଦ କରନ୍ତି। ବିଶେଷକରି ସହରାଞ୍ଚଳର ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ରହୁଥିବା ମଧ୍ୟବିତ୍ତ ବା ଉଚ୍ଚ ମଧ୍ୟବିତ୍ତ ପରିବାରଗୁଡ଼ିକ ଘର...

ନବେରେ କରୋନାକୁ ହରାଇଲେ ବୃଦ୍ଧ ଦମ୍ପତି

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍‌ ହସ୍ପିଟାଲରେ ଚିକିତ୍ସିତ ହୋଇ କରୋନାରୁ ସୁସ୍ଥ ହୋଇଛନ୍ତି ୯୬ ଓ ୮୮ ବର୍ଷର ଦମ୍ପତି। ସୁସ୍ଥ ହୋଇଥିବା ଦମ୍ପତି ହେଲେ ୯୬ ବର୍ଷୀୟ ବୈଦ୍ୟନାଥ ପରିଡା ଓ ତାଙ୍କ ପତ୍ନୀ ୮୮...

କଟକ ପାଲଟିଛି ନକଲି ସାମଗ୍ରୀର ହବ୍, ମସଲା ନାମରେ ଲୋକେ କିଣୁଛନ୍ତି ବିଷ

ଓଡ଼ିଶାଲାଇଭ୍ ବ୍ୟୁରୋ ସିଲଭର ସିଟି କଟକ ଏବେ ପାଲଟିଛି ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ। ଟଙ୍କା ଦେଇ ତେଲ, ମସଲା ନାଁରେ ଲୋକେ କିଣୁଛନ୍ତି ଜହର। ଗୋଟିଏ ମାସ ଭିତରେ ସହରର ବିଭିନ୍ନ ସ୍ଥାନରୁ...

ଏବର୍ଷ ବିନ୍ଦୁସାଗରରେ ହେବନି ପୟାଶ୍ରାଦ୍ଧ – କରୋନା ପାଇଁ ପିଣ୍ଡଦାନ ଉପରେ ରୋକ୍ ଲଗାଇଲା ବିଏମ୍‌ସି

ଓଡ଼ିଶାଲାଇଭ୍ ବ୍ୟୁରୋ ଏବର୍ଷ ବିନ୍ଦୁସାଗର ଏବଂ ଲିଙ୍ଗରାଜ ମନ୍ଦିର ସିଂହଦ୍ଵାରରେ ପିତୃ ପୁରୁଷଙ୍କ ପାଇଁ ପିଣ୍ଡଦାନ କରିବା ଉପରେ ରୋକ୍ ଲଗାଯାଇଛି। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏହି...

କଟକ ସହରର ଯୁବବର୍ଗଙ୍କ ଭିତରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି – ସେରୋ ସର୍ଭେ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ତିଆରି ହେଲାଣି। ତେବେ ବୟସ୍କଙ୍କ ଅପେକ୍ଷା ଯୁବଗୋଷ୍ଠୀଙ୍କ ମଧ୍ୟରେ ସବୁଠୁ ବେଶୀ ଆଣ୍ଟିବଡି ବିକଶିତ ହୋଇଛି। ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ସେରୋ...

ଟିକସ-ଆତଙ୍କବାଦରୁ ଏବେ ଟିକସ-ସ୍ୱଚ୍ଛତା ଆଡ଼କୁ ଆଗେଇଛି ଦେଶ: ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ଆଇଟିଏଟିର ନୂଆ ବିଲ୍ଡିଂ ଲୋକାର୍ପିତ ଭର୍ଚୁଆଲ୍ ମୋଡ୍‌ରେ ବିଲ୍ଡିଂ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ଦୁଇ କେନ୍ଦ୍ରମନ୍ତ୍ରୀ ଚଳିତବର୍ଷ ଆୟକର ବ୍ୟବସ୍ଥାରେ ନୂଆ ଢାଞ୍ଚା...

କଟକ ମାଲ‌ଗୋଦାମରେ ନକଲି ମସଲା କାରଖାନା ଠାବ

ଓଡ଼ିଶାଲାଇଭ୍ ବ୍ୟୁରୋ ରଙ୍ଗ, କେମିକାଲ୍ ସହ ୧୫ କ୍ୱିଣ୍ଟାଲ୍ ସାମଗ୍ରୀ ଜବତ ମାଲିକଙ୍କ ସମେତ ଦୁଇ କର୍ମଚାରୀ ଗିରଫ କଟକ: କଟକ ମାଲଗୋଦାମ ଅଞ୍ଚଳରେ ବୁଧବାର ଏକ ନକଲି ମସଲା ତିଆରି କାରଖାନା ଠାବ...

ସୋଆ ଏନ୍ଏସ୍ଏସ୍‌ର ଉନ୍ନତ ଭାରତ ଅଭିଯାନ ଅନୁଷ୍ଠିତ, କରୋନା ସଚେତନତା ସହ ମାକ୍ସ ବାଣ୍ଟିଲେ ସ୍ଵେଚ୍ଛାସେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ଏନ୍ଏସ୍ଏସ୍ ପକ୍ଷରୁ ବୁଧବାର ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋଆ ଏନ୍ଏସ୍ଏସ୍‌ର ସ୍ୱେଚ୍ଛାସେବୀମାନେ ଭୁବନେଶ୍ୱର ଉପକଣ୍ଠ ଜାମୁଝରି ଗାଁର...