ଭୁବନେଶ୍ୱରରୁ ଆଜି ୩୧୯ ପଜିଟିଭ୍ ଚିହ୍ନଟ, ସହରରେ ଏବେ ବି ୩୫୩୭ ଆକ୍ରାନ୍ତ ସକ୍ରିୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରୁ ଆଜି ୩୧୯ ପଜିଟିଭ୍ ଚିହ୍ନଟ ୯୨ ଜଣ କ୍ୱାରେଣ୍ଟାଇନରୁ,୨୨୯ ଜଣ ସ୍ଥାନୀୟ ସଂକ୍ରମିତ  ସହରରେ ଏବେ ବି ୩୫୩୭ କରୋନା ଆକ୍ରାନ୍ତ ସକ୍ରିୟ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୧୯...

ଯେଉଁ ବ୍ୟାଙ୍କରୁ ଋଣ କରିଥିଲେ ସେହି ବ୍ୟାଙ୍କକୁ ଲୁଟିଲେ – ଧରିଲା କମିସନରେଟ୍ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ କମିସନରେଟ୍ ପୋଲିସ୍ ହାତରେ ଧରାପଡ଼ିଲା ଦୁଇ ଦୁଇଟି ବ୍ୟାଙ୍କ ଡକାୟତିର ମାଷ୍ଟରମାଇଣ୍ଡ। ଗତ ମାସରେ କଳାରାହାଙ୍ଗ ଇଣ୍ଡିଆନ୍ ଓଭରସୀଜ୍ ବ୍ୟାଙ୍କ୍ ଓ ବରିମୁଣ୍ଡ ବ୍ୟାଙ୍କ୍ ଲୁଟିଥିବା ଚାଲାକ୍ ଅପରାଧୀକୁ କମିସନରେଟ୍ ପୋଲିସର...

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଦିନ ଦ୍ଵିପ୍ରହରରେ ଏଭଳି ଘଟଣା ଘଟିଛି ଭୁବନେଶ୍ଵରର ସାମନ୍ତରାପୁରରେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ସାମନ୍ତରାପୁରର ଜଣେ ମିଠା ଦୋକାନୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହତ୍ୟାକାରୀ...

ଗୁପଚୁପ୍ ବିକୁଥିଲେ, ଆନନ୍ଦପୁରର ରାହୁଲଙ୍କୁ କିଟ୍‌ରେ ପଢ଼ିବାର ସୁଯୋଗ ଦେଲା କିସ୍‌ ଫାଉଣ୍ଡେସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ଆଉ ଗୁପ୍‍ଚୁପ୍‍ ବିକିବାକୁ ପଡ଼ିବ ନାହିଁ। ଏବେ ଆନନ୍ଦପୁରର ମେଧାବୀ ଛାତ୍ର ରାହୁଲ ମହତ କିଟ୍‍ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବେ। ଉଚ୍ଚ ବୈଷୟିକ ଶିକ୍ଷା ପାଇଁ ରାହୁଲଙ୍କୁ ସହାୟତାର ହାତ...

ଭୁବନେଶ୍ୱରରେ ଏବେ ବି ୩୫୦୨ କରୋନା ଆକ୍ରାନ୍ତ ସକ୍ରିୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରୁ ଆଜି ୩୨୯ ପଜିଟିଭ୍ ଚିହ୍ନଟ ୧୧୦ କ୍ୱାରେଣ୍ଟାଇନରୁ,୨୨୯ ସ୍ଥାନୀୟ ସଂକ୍ରମିତ ରାଜଧାନୀରେ ଏବେ ବି ୩୫୦୨ ଆକ୍ରାନ୍ତ ସକ୍ରିୟ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୩୨୯ ନୂଆ କରୋନା ପଜିଟିଭ୍।...

କଟକ, ଭୁବନେଶ୍ୱରକୁ ବର୍ଷା ଆଲର୍ଟ – ବଜ୍ରପାତ ନେଇ ସତର୍କ କଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଦୁଇ ଦିନ ଧରି କଟକ ଓ ଭୁବନେଶ୍ୱରରେ ଲଗାଣ ବର୍ଷା ହେବ। ବର୍ଷା ସାଙ୍ଗକୁ ବଜ୍ରପାତ ପଡ଼ିବା ନେଇ ମଧ୍ୟ ପୂର୍ବାନୁମାନ କରାଯାଉଛି। ଏଥିପାଇଁ ଟୁଇନ୍ ସିଟିକୁ ଆଲର୍ଟ ଜାରି...

ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଆଶିଷ କୁମାର ଦେଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଆଶିଷ କୁମାର ଦେଙ୍କ ପରଲୋକ ହୋଇଛି। ଶୁକ୍ରବାର କଟକ ତୁଳସୀପୁରସ୍ଥିତ ବାସଭବନରେ ରାତି୧୧ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ...

ଶୁକ୍ରବାର କଟକରୁ ୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ, ୪୬୬ ସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର କଟକ ଜିଲ୍ଲାରୁ ୩୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏଥିରେ କଟକ ସହରରୁ ୧୮୨...

ରାଜଧାନୀରେ କରୋନା ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରୁ ଆଜି ୩୧୨ ପଜିଟିଭ୍ ଚିହ୍ନଟ ରାଜଧାନୀରୁ ଆଜି ସୁସ୍ଥ ହେଲେ ୩୨୯ ଆକ୍ରାନ୍ତ ସହରରେ କରୋନା ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲା ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୧୨ ନୂଆ କରୋନା...

ଅକ୍ଟୋବର ୪ରେ ୟୁପିଏସ୍‌ସି ପ୍ରିଲିମିନାରୀ, କଟକରେ ୪୧ଟି କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଟୋବର ୪ରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା(ୟୁପିଏସ୍‌ସି) ପ୍ରିଲିମିନାରୀ ପରୀକ୍ଷା ହେବ। ଏନେଇ କଟକରେ ୪୧ଟି କେନ୍ଦ୍ର କରାଯାଇଛି। ଏ ସମସ୍ତ କେନ୍ଦ୍ରରେ ସୁରୁଖୁରୁରେ ପରୀକ୍ଷା କରାଯିବା ନେଇ ୩ଜଣ ବରିଷ୍ଠ...