ଗଞ୍ଜାମରେ ବିଗୁଡୁଛି କରୋନା ସ୍ଥିତି – ଚାରିପଟୁ ବର୍ଡର ସିଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଏବେ ସାଂଘାତିକ। ଦିନକୁ ଦିନ ଜଟିଳ ହେଉଛି ପରିସ୍ଥିତି। ଏହି ଜିଲ୍ଲାରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗଞ୍ଜାମ ଏକରକମ ଘେରବନ୍ଦୀ ଭିତରେ...

କରୋନା କଟକଣା- ରାଜଭବନକୁ ସାଧାରଣ ଲୋକ ମନା

ଓଡିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଭବନରେ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ରାଜଭବନ ଯାଇପାରିବେ ନାହିଁ ବୋଲି...

କରୋନା ପାଇଁ ଅସ୍ତରଙ୍ଗ ବଜାର ସଟଡାଉନ

ଓଡିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଟଡାଉନ ଜାରି ରହିଛି। ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ପୁରୀ...
CV Raman Chairman Sanjib Rout Interview.00_00_04_01.Still002

ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିରେ ଚଳିତ ଶିକ୍ଷାବର୍ଷ ପାଇଁ ନାମଲେଖା

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=45nqDdZs8-0#action=share ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ସହ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ନାତକ, ସ୍ନାତକୋତ୍ତର, ପିଜି ଡିପ୍ଲୋମା ଏବଂ ପିଏଚ୍‌ଡି ପାଠ୍ୟକ୍ରମ। ଭୁବନେଶ୍ୱରରେ ଥିବା ଘରୋଇ ବିଶ୍ୱବିଦ୍ୟାଳୟ ‘ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି’ (ସିଜିୟୁ)...

ଭୁବନେଶ୍ୱର ଆରଟିଓ-୨ ସୋମବାର ପର୍ଯ୍ୟନ୍ତ ବନ୍ଦ, କରୋନା ଭୟରେ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ପର୍ଯ୍ୟନ୍ତ ବନ୍ଦ ହେଲା ଭୁବନେଶ୍ୱର ଆରଟିଓ- ୨। କରୋନା ସଂକ୍ରମଣର ଭୟ ଥିବାରୁ ଭୁବନେଶ୍ୱରର ଏହି ପରିବହନ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି। ଗତକାଲି ରାଜଧାନୀରେ ଥିବା ଆରଟିଓ ୧ କାର୍ଯ୍ୟାଳୟର କିଛି...

ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ – ହତ୍ୟା ନା ଆତ୍ମହତ୍ୟା?

ଓଡ଼ିଶାଲାଇଭ୍ ବ୍ୟୁରୋ    ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ରହସ୍ୟଘେରରେ। ଜଣାଶୁଣା ସମାଜ ସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତ୍ୟୁକୁ ୨୪ ଘଣ୍ଟା ପୁରିଯାଇଥିଲେ ମଧ୍ୟ ସେ...

୩ ଦିନରେ ୭ କର୍ମଚାରୀଙ୍କୁ କରୋନା – ଟେକ୍‌ ମହିନ୍ଦ୍ରା ଅଫିସ୍‌ ସିଲ୍‌ କଲା ବିଏମ୍‌ସି

ଓଡ଼ିଶାଲାଇଭ ବ୍ୟୁରୋ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପରେ ଏବେ ବିଭିନ୍ନ ଅଫିସଣ କର୍ମଚାରୀ ବି କରୋନା ଆକ୍ରାନ୍ତ ହେଉଛନ୍ତି। ଭୁବନେଶ୍ୱର ମୈତ୍ରୀ ବିହାରସ୍ଥିତ ଟେକ୍‌ ମହିନ୍ଦ୍ରା ଅଫିସରୁ ଗତ ୩ ଦିନ ଭିତରେ ୭...

ରେଳଧାରଣାରୁ ମିଳିଲା ସ୍ଵେଚ୍ଛାସେବୀଙ୍କ ଶବ, ପୋଲିସର ତଦନ୍ତ ଜାରି

ଓଡିଶାଲାଇଭ୍ ବ୍ୟୁରୋ ରାଜଧାନୀରେ ସ୍ଵେଚ୍ଛାସେବୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ ମୃତ୍ୟୁ। ମଙ୍ଗଳବାର ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍ କଡ଼ରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ରେଲଓ୍ଵେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଦିତ୍ୟ...

କରୋନା ପାଇଁ ସମ୍ବଲପୁର ବିଶ୍ଵବିଦ୍ୟାଳୟ ବନ୍ଦ

ଓଡିଶାଲାଇଭ୍ ବ୍ୟୁରୋ କରୋନା ପାଇଁ ବନ୍ଦ ହେଲା ସମ୍ବଲପୁର ବିଶ୍ଵବିଦ୍ୟାଳୟ। ସମ୍ବଲପୁର ଓ ବୁର୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ବିଶ୍ଵବିଦ୍ୟାଳୟ ବନ୍ଦ କରିବାକୁ କୁଳପତି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲିଠାରୁ...

ଆଜିଠୁ କଟକରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

ଓଡିଶାଲାଇଭ୍ ବ୍ୟୁରୋ କଟକରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି କରୋନାର ଆଣ୍ଟିଜେନ୍ ଟେଷ୍ଟ। ଆଜିଠାରୁ କଟକର ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ, ଶିଶୁଭବନ ଏବଂ ସିଟି ହସ୍ପିଟାଲରେ...