ଭୁବନେଶ୍ୱରରେ ହେଲା ପୋଲିସ କର୍ମଚାରୀଙ୍କ କରୋନା ଟେଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୁଧିଆନାର ଜଣେ ଏସିପି ଏବଂ ଆଉ ଜଣେ ପୋଲିସ କର୍ମଚାରୀ ଇନ୍ଦୋରରେ ପ୍ରାଣ ହରାଇଥିବା କାରଣରୁ ରାଜଧାନୀ ଭୁବନେଶ୍ୱରର ପୋଲିସ କର୍ମଚାରୀ ଅଧିକ ସଚେତନ ହୋଇଛନ୍ତି। ଏହାର ଫଳ ସ୍ୱରୂପ ରବିବାର...
AIIMS ଭୁବନେଶ୍ୱରରେ ସିନିୟର ରେସିଡେଣ୍ଟ ପଦବୀରେ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
AIIMS ଭୁବନେଶ୍ୱରରେ ସିନିୟର ରେସିଡେଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ୩ ବର୍ଷ ପାଇଁ ଚୁକ୍ତିଭିତ୍ତିକ। ଏହି ନିଯୁକ୍ତି କ୍ୱାଟର ହିସାବରେ ଦିଆଯାଏ।
ପ୍ରଥମ କ୍ୱାଟର-...
ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ, ସମସ୍ତେ ଭୁବନେଶ୍ୱରର
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ। ଭଲ ହୋଇଥିବା ୩ ଜଣ ଯାକ ଆକ୍ରାନ୍ତ ଭୁବନେଶ୍ୱରର। ବର୍ତ୍ତମାସୁଦ୍ଧା ରାଜ୍ୟରେ...
ଭୋକିଲା ପେଟକୁ ଖାଦ୍ୟ ଯୋଗାଉଛନ୍ତି ବସ୍ତି ଯୁବକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭୋକିଲା ପେଟକୁ ଖାଦ୍ୟ ଯୋଗାଉଛନ୍ତି ବସ୍ତି ଯୁବକ। ଲକଡାଉନ୍ ପାଇଁ ଏବେ କାମ ନପାଇ ଦିନ ମଜୁରିଆମାନେ ଖାଇବା ପାଇଁ ଡହଳ ବିକଳ ହେଉଛନ୍ତି। ଏଭଳି ସମୟରେ ତାଙ୍କ ପାଇଁ...
ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ୫ ହଜାର ଲେଖାଏଁ ଟଙ୍କା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ପୁରୀ ଜଗନ୍ନାଥ ମନ୍ଦିରର ସେବାୟତଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲା ଶ୍ରୀମନ୍ଦିର ପ୍ରଶାସନ। ଲକଡାଉନ୍ ସମୟରେ ସେବାୟତମାନେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ହେତୁ ସେମାନଙ୍କୁ ୫ ହଜାର...
କରୋନା ମୁକାବିଲା – ଭୁବନେଶ୍ୱରରେ ୭ ଦିନରେ ହେବ ୫ ହଜାର ନମୁନା ପରୀକ୍ଷା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ଲାଗି ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
ଭୁବନେଶ୍ୱରରେ ହେବ ରାପିଡ୍ ଟେଷ୍ଟିଂ
୭ ଦିନରେ ୫ ହଜାର ଟେଷ୍ଟିଂ କରିବାକୁ ଲକ୍ଷ୍ୟ
କ୍ୟାମ୍ପ ଓ ମୋବାଇଲ୍...
କରୋନା ସଙ୍କଟ – କଳାକାରମାନଙ୍କୁ ଆଗୁଆ ୪ ମାସର ଭତ୍ତା ଦେଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
କଳାକାରମାନଙ୍କୁ ଆଗୁଆ ୪ ମାସର ଭତ୍ତା
ମାର୍ଚ୍ଚ, ଏପ୍ରିଲ, ମେ’, ଜୁନ୍ ପାଇଁ ମିଳିଲା ଆଗୁଆ ଭତ୍ତା
ରାଜ୍ୟର ୩୪ ହଜାର ୬୫୩ ଜଣ କଳାକାର ଉପକୃତ
ଭତ୍ତା ବାବଦରେ...
ନାଲକୋରେ ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି ପଦବୀରେ ନିଯୁକ୍ତି: ମେ’ ୨ ଆବେଦନର ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ (ନାଲକୋ) ରେ ବିଭିନ୍ନ ବିଭାଗରେ ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି ପଦବୀରେ ସମୁଦାୟ ୧୨୦ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟାକୁ...
ରାଜ୍ୟରେ ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ, ସବୁ ଭୁବନେଶ୍ୱରର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ବର୍ତ୍ତମାନସୁଦ୍ଧା ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି।
ଓଡ଼ିଶାରେ ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ। ସୁସ୍ଥ ହୋଇଥିବା ୫ ଜଣ ଯାକ ଭୁବନେଶ୍ୱରର ବୋଲି ରାଜ୍ୟ...
କଟକ ପଟ୍ଟାପୋଲ ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ୍ କଟକଣା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରବିବାର କଟକ ପଟ୍ଟାପୋଲ ଅଞ୍ଚଳରୁ କଣ୍ଟେନମେଣ୍ଟ୍ କଟକଣା ହଟାଯାଇଛି। ପଟ୍ଟାପୋଲ ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲା କଟକ ମହାନଗର...





















