ସାଧାରଣ ପରିବହନ ପାଇଁ ଲାଗୁ ହେଲା ଅଡ୍‌-ଇଭିନ୍‌ ଫର୍ମୁଲା: ଆଜି ଗଡ଼ିବ ଅଡ୍‌ ନମ୍ବର ଗାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣ ରୋକିବା ପାଇଁ ଟୁଇନ୍‌ ସିଟିରେ ଲାଗୁ ହେଲା ଅଡ୍‌-ଇଭିନ୍‌ ଫର୍ମୁଲା। ଆଜି ଟୁଇନ୍‌ ସିଟିରେ ଅଡ୍‌ ନମ୍ବର ପରିବହନ ଗାଡ଼ି ଚାଲିବ। ଆଜି ହେଉଛି ଅଡ୍‌ ନମ୍ବର ଦିନ।...

ଆଇନଷ୍ଟାଇନ୍ ଏକାଡେମୀ ଅଫ୍ ଟେକ୍ନୋଲୋଜୀ ଆଣ୍ଡ ମ୍ୟାନେଜମେଣ୍ଟରେ ପ୍ରଫେସର ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇନଷ୍ଟାଇନ୍ ଏକାଡେମୀ ଅଫ୍ ଟେକ୍ନୋଲାଜୀ ଆଣ୍ଡ୍ ମ୍ୟାନେଜମେଣ୍ଟ (EATM) ଏମ୍.ବି.ଏ ବିଭାଗରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା...

ହୋଟେଲ୍ ଶିଳ୍ପ ଉପରେ କରୋନା ମାଡ଼ – କଟକରେ ୫କୋଟି ଟଙ୍କାର ବୁକିଂ ବାତିଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ୟବସାୟକୁ ନେଇ ଚିନ୍ତାରେ ଟୁର୍ ଅପରେଟର୍, ଟ୍ରାଭେଲ୍ ଏଜେନ୍ସି। କଟକ: କରୋନା ପ୍ରଭାବ ଏବେ ଅର୍ଥନୀତିକୁ ଦୋହଲାଇ ଦେଲାଣି। ସବୁ ବିଭାଗ ପ୍ରଭାବିତ ହୋଇଥିବା ବେଳେ ଏଥିରୁ ବାଦ୍‌ ପଡିନି ହୋଟେଲ୍ ଶିଳ୍ପ।...

କରୋନା ମୁକାବିଲା – ଭୁବନେଶ୍ୱରରେ ଶନିବାରଠୁ ଗହଣା, ଇଲେକ୍ଟ୍ରୋନିକ୍ସ ଓ ଫର୍ଣ୍ଣିଚର ଦୋକାନରେ ପଡ଼ିବ ସଟର୍

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରେୋନା ପାଇଁ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲା ରହିବ ଏବଂ ବନ୍ଦ ରହିବ ଜାଣନ୍ତୁ। କରୋନା ମୁକାବିଲା ପାଇଁ ବିଏମ୍‌ସି କଟକଣା ଭୁବନେଶ୍ୱରରେ ଶନିବାରଠୁ ଦୋକାନ ବନ୍ଦ ରଙ୍ଗ ଦୋକାନ...

କରୋନା ମୁକାବିଲା – ଆସନ୍ତାକାଲିଠୁ ଭୁବନେଶ୍ୱରରେ ସାଧାରଣ ପରିବହନ ପାଇଁ ଲାଗୁ ହେବ ଅଡ୍-ଇଭିନ୍‌ ଫର୍ମୁଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା ଶନିବାରଠୁ ଭୁବନେଶ୍ୱରରେ  ଅଡ୍‌-ଇଭିନ୍‌ ଫର୍ମୁଲା ଅଡ୍‌ ଦିନରେ ‘ଅଡ୍‌’ ନମ୍ବର ଏବଂ ଇଭେନ୍‌ ଦିନରେ ‘ଇଭିନ୍‌’ ନମ୍ବର ଗାଡ଼ି...

ହୋଲସେଲ୍‌ ବଜାରରେ ମାନ୍ଦାବସ୍ଥା – କଟକ ମାଲଗୋଦାମ ଉପରେ କରୋନା ମାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପ୍ରଭାବରେ କଟକ ମାଲଗୋଦାମ ହଲ୍‌ଚଲ୍‌। ଆସୁ ନାହାନ୍ତି ବେପାରୀ। ଚିନ୍ତାରେ ଗୋଦାମ ମାଲିକ। କଟକ: କରୋନା ଭାଇରସ୍‌ର ପ୍ରଭାବ କଟକ ମାଲଗୋଦାମ ଉପରେ ପଡ଼ିଛି। ଡାଲି, ତେଲ ଆମଦାନୀ ହେଉ ନଥିବାରୁ...

ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଲା ବ୍ରହ୍ମପୁରର ‘ଦି ହାର୍ଟ, ମାଇଁଣ୍ଡ ଏଣ୍ଡ ହାଣ୍ଡ ଶୋ’ ମ୍ୟୁଜିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡିଆ ବୁକ ଅଫ ରେକର୍ଡସ ୨୦୧୧ ରେ ସ୍ଥାନ ପାଇଲା ବ୍ରହ୍ମପୁର ଆଇଟିଆଇସ୍ଥିତ ମୁକ୍ତାକାଶ ସ୍କ୍ରାପ୍ ସ୍ଥାପତ୍ୟ ମ୍ୟୁଜିୟମ। 'ଦି ହାର୍ଟ, ମାଇଁଣ୍ଡ ଏଣ୍ଡ ହାଣ୍ଡ ଶୋ' ନାମକ ଏହି ମୁକ୍ତାକାଶ...

ୟେସ୍ ବ୍ୟାଙ୍କରୁ ଫେରିବ ଜଗନ୍ନାଥଙ୍କ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ୟେସ୍ ବ୍ୟାଙ୍କରୁ ଫେରିବ ଜଗନ୍ନାଥଙ୍କ ଟଙ୍କା। ୟେସ୍ ବ୍ୟାଙ୍କରେ ରହିଥିବା ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଗୁରୁବାର ଉଠାଇ ଅଣାଯିବ। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା...

ବିଏମ୍‌ସିର କରୋନା କଟକଣା: ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ଖୋଲା ରହିବ ହାଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସତର୍କତା ପାଇଁ ଏଣିକି ଭୁବନେଶ୍ୱରରେ ଥିବା ପ୍ରମୁଖ ହାଟଗୁଡ଼ିକ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ। ଏନେଇ ବିଏମ୍‌ସି ପକ୍ଷରୁ କଟକଣା ଜାରି କରାଯାଇଛି। ମାର୍ଚ୍ଚ ୩୧...

ନନ୍ଦନକାନନରେ କଲରାପତରିଆ ବାଘ ‘ସୁରଜ’ର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କଲରାପତରିଆ ବାଘ ସୁରଜର ମୃତ୍ୟୁ ହୋଇଛି। କିଛିଦିନ ହେଲା ବ୍ଲଡ ପ୍ରୋଟଜନ  ଇନ୍‌ଫେକ୍ସନ୍‌ରେ  ରୋଗରେ ପୀଡ଼ିତ ଥିଲା ସୁରଜ୍। ମଙ୍ଗଳବାର ରାତିରେ ତାର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ...