ଛାତ୍ରଛାତ୍ରୀଙ୍କ ଖାଇବା ପାଇଁ ହେଲା ସୁବିଧା: ସୋଆରେ ଖୋଲିଲା ଫୁଡକୋର୍ଟ ‘ଫୁଡକୋଲଜିୟମ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟର ଫୁଡକୋର୍ଟ "ଫୁଡକୋଲଜିୟମ’’ ବୁଧବାର ସୋଆର କ୍ୟାମ୍ପସ-୧ ଇନଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଉଦଘାଟିତ ହୋଇଛି। ସୋଆର ଉପସଭାପତି ଶାଶ୍ୱତୀ...

ରାଜ୍ୟସଭା ଆସନ: ପ୍ରାର୍ଥିପତ୍ର ଦାଖଲ କରିବେ ୪ ବିଜେଡି ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ରାଜ୍ୟସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ୪ ବିଜେଡି ପ୍ରାର୍ଥୀ। ବୁଧବାର ବିଧାନସଭାରେ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ବିଜେଡି ରାଜ୍ୟସଭା ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିବେ। ପ୍ରାର୍ଥିପତ୍ର ଦାଖଲ...

ଭୁବନେଶ୍ଵର ବକ୍ସି ଜଗବନ୍ଧୁ ଏଜୁକେସନ୍‌ ସୋସାଇଟିରେ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ ବକ୍ସି ଜଗବନ୍ଧୁ ଏଜୁକେସନ୍‌ ସୋସାଇଟି ଅଧୀନରେ ବିଭିନ୍ନ ବିଷୟରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଆବେଦନ...

ଦୋଳ ବିମାନ କାନ୍ଧେଇଲେ କିନ୍ନର, ଖେଳିଲେ ହୋଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୋଳବିମାନ କାନ୍ଧେଇଲେ କିନ୍ନର ରଙ୍ଗ ଖେଳି ଖୁସି ମନାଇଲେ ରଙ୍ଗର ପର୍ବ ହୋଲିରେ ମତୁଆଲା ହୋଇଛନ୍ତି ସମସ୍ତେ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ହୋଲିର ମଜା ନେଇଥିବା ବେଳେ କିନ୍ନର ବି ଏଥିରୁ...

ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା – ବର୍ଷିଲେ ବିଜୟ, ଜବାବ ଦେଲା ବିଜେଡି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦେବାଳିଆ ଘୋଷଣା ହୋଇଥିବା ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ ତ? ଏହି ପ୍ରସଙ୍ଗକୁ ନେଇ ରାଜନୀତି ତେଜିଛି। ୟେସ୍‌ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କରେ ରାଜ୍ୟ ସରକାର...

କୁକୁର ସହ ରାଜ୍ୟସଭା ପ୍ରାର୍ଥୀଙ୍କୁ ତୁଳନା କଲେ ତଥାଗତ, କି ଜବାବ ଦେବ ବିଜେଡି?

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ତଥାଗତଙ୍କ ତେରଚ୍ଛା ଟୁଇଟ୍‌ ରାଜ୍ୟ ରାଜନୀତିରେ ଆଣିଲା ଝଡ଼। ଏବେ ରାଜ୍ୟସଭା ନିର୍ବାଚନର ମଳୟ ବହୁଛି। ଓଡ଼ିଶାରୁ ଖାଲି ହେବାକୁ ଥିବା ୪ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା...

“ସାଧାରଣ ଥଣ୍ଡା ଜ୍ୱର ହେଲେ ବି ଖେଳନ୍ତୁ ନାହିଁ ହୋଲି”

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ଓ ହୋଲିକୁ ନେଇ ପରାମର୍ଶ ଦେଇଛନ୍ତି ସୋଆର ନୂଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର। “କେବଳ କୋରୋନା ନୁହେଁ ସାଧାରଣ ଥଣ୍ଡା, କାଶ ଓ ଛିଙ୍କ ହେଉଥିବା ଲୋକମାନେ ମଧ୍ୟ...

ହୋଲିରେ ସକାଳୁ ବନ୍ଦ ରହିବ ମୋ’ ବସ୍, ଦିନ ୨ଟାରୁ ଚାଲିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହୋଲିରେ ସକାଳୁ ଚାଲିବନି ମୋ’ ବସ। ଦିନ ୨ଟା ପର୍ଯ୍ୟନ୍ତ ମୋ’ ବସ୍ ସେବା ବନ୍ଦ ରଖିବାକୁ କ୍ରୁଟ୍ କର୍ତ୍ତୁପକ୍ଷ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଲୋକମାନେ ହୋଲି ପାଳନ କରି ସ୍ଥିତି ସ୍ୱାଭାବିକ...

ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା, ସରକାରଙ୍କ ଉପରେ ବର୍ଷିଲେ ବିଜୟ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ୟେସ୍‌ ବ୍ୟାଙ୍କରେ ରହିଛି ପୁରୀ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା। ଏତେଗୁଡ଼ାଏ ଟଙ୍କା କେମିତି ୟେସ୍‌ ବ୍ୟାଙ୍କରୁ ଆସିବ ତାକୁ ନେଇ ବିଭିନ୍ନ ମହଲରେ ଭାଳେଣି ପଡ଼ିଥିବା ବେଳେ ବରିଷ୍ଠ...

ବ୍ରହ୍ମପୁର ସହରର ମଧ୍ୟରେ ଗଞ୍ଜେଇ ଗଛ, ଘେରାଯାଇଛି ବିଡିଏ ତାର ଜାଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରହ୍ମପୁର ସହର ରାସ୍ତା ଉପରେ ବିଡିଏ ତାର ଜାଲି ମଧ୍ୟରେ ବଢୁଥିଲା ଗଞ୍ଜେଇ ଗଛ। ଏହାର ଫୋଟ ଭାଇରାଲ ହେବା ପରେ କଟାଗଲା ଗଛ।   (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ସହରର...