ସତ୍ୟବାଦୀରେ ଗୁଳିକାଣ୍ଡ, ଯୁବକ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବଡ କାଞ୍ଜିଆ ଗାଁ ମୁଣ୍ଡରେ ଗୁଳିକାଣ୍ଡ ଘଟିଛି। ରବିବାର ବିଳମ୍ବିତ ରାତିରେ ଦୁବୃର୍ତ୍ତଙ୍କ ଗୁଳିମାଡ଼ରେ ଜଣେ ଯୁବକର ମୃତ୍ୟୁ ଘଟିଛି।...
ପେନ୍ ଇନ୍ ବୁକ୍ ଯୁବ ଲେଖକ ପୁରସ୍କାର – ସମ୍ମାନିତ ହେଲେ ୧୦ ଲେଖକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ ମହିଳା ଦିବସରେ ସମ୍ମାନିତ ହେଲେ ୧୦ ଜଣ ଯୁବ ଲେଖକ। ଓଡ଼ିଆ ମିଡିଆ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ 'ପେନ୍ ଇନ୍ ବୁକ୍ ଯୁବ ଲେଖକ ପୁରସ୍କାର ସମାରୋହ'ରେ...
ଭୁବନେଶ୍ୱର ଆର୍ଏମ୍ଆର୍ସିରେ ଆରମ୍ଭ ହେଲା କୋରୋନା ଭୂତାଣୁ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଆର୍ଏମ୍ଆର୍ସିରେ ରବିବାରଠୁ ଆରମ୍ଭ ହୋଇଛି କୋରୋନା ଭାଇରସ ବା କୋଭିଡ୍-୧୯ର ପରୀକ୍ଷଣ। କିଛି ଦିନ ପୁର୍ବରୁ ଭୁବନେଶ୍ୱରର ଏକ ହୋଟେଲରୁ ଜଣେ କୋରୋନା ସନ୍ଦିଗ୍ଧ ଧରାପଡ଼ିଥିଲେ। ତାଙ୍କର ଏବଂ ତାଙ୍କ...
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ଘରୁ ଚୋରି
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଧ୍ୟାପକ ଜଣକ ହେଉଛନ୍ତି ସାମ୍ଵାଦିକ ଓ ଗଣ ଯୋଗାଯୋଗ ବିଭାଗର ହରିହର ବେହେରା। ଗୋଶାଣିନୂଆଗାଁ...
କଟକ ପୋଲିସ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ଶିବିର, ଉଦଘାଟନ କଲେ ପୋଲିସ୍ ଡିଜି ଅଭୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ ମହିଳା ଦିବସରେ କଟକ ପୋଲିସ୍ ଚିକିତ୍ସାଳୟରେ ଆୟୋଜିତ ହେଲା ସ୍ତନ ଓ ଜରାୟୁ କର୍କଟ ସଚେତନତା ଏବଂ ଚିହ୍ନଟ ଶିବିର। ଓଡ଼ିଶା ପୋଲିସ୍, ଅଖିଳ ଭାରତୀୟ ସ୍ତ୍ରୀ ରୋଗ ମହାସଂଘ...
ଆଜି ମହିଳାଙ୍କୁ ମୋ’ ବସ ମାଗଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ମୋ’ ବସରେ ମାଗଣା ଯାତ୍ରା କରିବେ ମହିଳା। ଏନେଇ କ୍ରୁଟର ଜେନେରାଲ୍ ମ୍ୟାନେଜର ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଆନ୍ତର୍ଜାତୀୟ...
‘କୋରାନା’ ଭୟ – ଆହାର କେନ୍ଦ୍ରରେ ରହିବ ‘ହ୍ୟାଣ୍ଡ ସାନିଟାଇଜର’
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ସମ୍ପର୍କରେ ସଚେତନ କରିବାକୁ ସବୁ ମ୍ୟୁନିସିପାଲଟି ଓ ଏନଏସିକୁ ଚିଠି ଲେଖିଲା ଗୃହ ଓ ନଗର ଉନ୍ନୟନ ବିଭାଗ।
‘କୋରୋନା’କୁ ନେଇ ଏବେ ସବୁଠି ଭୟ। ଏହି ରୋଗରୁ ରକ୍ଷା ପାଇଁ...
ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା, ସରକାରଙ୍କୁ ଘେରିଲେ ବିରୋଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ବୁଡ଼ିବନି। ଏହାକୁ ଖୁବ୍ଶୀଘ୍ର ଫେରାଇ ଅଣାଯିବ ବୋଲି ଆଇମନ୍ତ୍ରୀ ପ୍ରତାପ ଜେନା ମନ୍ତବ୍ୟ ଦେବା ପରେ ବି ବିରୋଧ ଥମୁନି। କିଏ କେଉଁ...
ନିର୍ବାଚନ ଖର୍ଚ୍ଚ ଯାଞ୍ଚ୍ କରିବ ଏସ୍ଆଇଟି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଳାଧନ ଯାଞ୍ଚ୍ ପାଇଁ ଗଠିତ ଏସ୍ଆଇଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି କଟକଠାରେ ଅନୁଷ୍ଠିତ ହୋଇଛି। ଏସ୍ଆଇଟିର ଉପାଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ...
ରାଜ୍ୟସଭା ପାଇଁ ନବୀନ ଖେଳିଲେ ‘ବାଲାନ୍ସ’ କାର୍ଡ! ଚତୁର୍ଥ ଆସନ ଉପରେ ନଜର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟସଭାର ଚତୁର୍ଥ ଆସନ କ’ଣ ହେବ? ମମତା ମହାନ୍ତ କାହା ସମର୍ଥନ ବଳରେ ଯିବେ ରାଜ୍ୟସଭା?
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା...





















