ଏସ୍ସିବିରେ କୋରୋନା ସନ୍ଦିଗ୍ଧ ଦମ୍ପତ୍ତି – ପାରାଦୀପରୁ କଟକ ସ୍ଥାନାନ୍ତର, କାଲି ହେବ ରକ୍ତ ନମୁନା ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=9KJa6fbNJHY] କଟକ: ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ଦୁଇ ସନ୍ଦିଗ୍ଧ କୋରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଚୀନରୁ ସିଙ୍ଗାପୁର ବାଟ ଦେଇ ପାରାଦୀପ ବନ୍ଦରକୁ ଆସିଥିବା ଏକ ଆମେରିକୀୟ...
ଡରାଉଛି କୋରୋନା – ଭୁବନେଶ୍ଵର ଏୟାରପୋର୍ଟରେ କଡ଼ାକଡ଼ି ଯାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ପାଇଁ ଭୁବନେଶ୍ଵର ବିମାନବନ୍ଦରରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ସ୍ଵାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏୟାରପୋର୍ଟ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ...
ବର୍ତ୍ତିଲାନି ସରକାରୀ ଗାଡ଼ି, ବିଏମସି ଗାଡ଼ିକୁ ୩୨ ହଜାର ଫାଇନ୍ କଲା ପୋଲିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଟ୍ରାଫିକ୍ ଧରପଗଡରୁ ବାଦ୍ ପଡ଼ିଲାନି ସରକାରୀ ଗାଡ଼ି। ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ଦୁଇଟି ବିଏମସି ଗାଡ଼ିକୁ ୩୨ ହଜାର ୫ ଶହ ଟଙ୍କା ଫାଇନ୍ କରିଛନ୍ତି ଟ୍ରାଫିକ୍ ପୋଲିସ୍।
ଦୁଇଟି ଗାଡ଼ି ମଧ୍ୟରୁ...
ଟ୍ରାଫିକ୍ ନିୟମ ଟାଇଟ୍ – ଅଟୋକୁ ଫାଇନ୍ ହେଲା ୩୦ ହଜାର ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଟୋକୁ ୩୦ ହଜାର ୫୦୦ ଟଙ୍କା ଫାଇନ୍ କଲା ପରିବହନ ବିଭାଗ। ସମ୍ବଲପୁର ଲକ୍ଷ୍ମୀ ଟକିଜ୍ ଛକରେ ମଙ୍ଗଳବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।
ନୂଆ ମୋଟର ଯାନ ଆଇନ୍ ଅନୁସାରେ...
ମୋ’ ସରକାରରେ ସାମିଲ ହେଲା ଆଉ ୫ଟି ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ମୋ ସରକାର’ରେ ସାମିଲ ହେଲା ଆଉ ୫ଟି ବିଭାଗ। ଏଥିସହିତ ରାଜ୍ୟ ସରକାରଙ୍କ ମୋଟ୍ ୨୨ଟି ବିଭାଗ ‘ମୋ ସରକାର’ରେ ସାମିଲ ହୋଇଛି।
ସୋମବାର ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟର...
ମଦର୍ସ ପବ୍ଲିକ୍ ସ୍କୁଲ୍ରେ ଶିକ୍ଷକ ପଦବୀ ଲାଗି ନିଯୁକ୍ତି: ୭ ଦିନ ମଧ୍ୟରେ କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଦର୍ସ ପବ୍ଲିକ୍ ସ୍କୁଲ୍ର ଭୁବନେଶ୍ଵର ଏବଂ ପୁରୀ ବ୍ରାଞ୍ଚରେ ବିଭିନ୍ନ ବିଷୟରେ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ୭ ଦିନ ମଧ୍ୟରେ ଆବେଦନ କରିପାରିବେ।
...
ଓଡ଼ିଶାରେ ଆଉ ଦଶଟି ଦୂରଦର୍ଶନ ରିଲେ କେନ୍ଦ୍ର ବନ୍ଦ ହେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଆହୁରି ଦଶଟି ଦୂରଦର୍ଶନ ରିଲେ କେନ୍ଦ୍ର ବନ୍ଦ ହେବାକୁ ଯାଉଛି। ଆସନ୍ତା ଦୁଇ ମାସ ମଧ୍ୟରେ ଏଗୁଡ଼ିକ ବନ୍ଦ ହୋଇଯିବ। କେନ୍ଦ୍ର ସରକାର ଏନେଇ ଗତ ମାସ ୨୪ ତାରିଖରେ...
ଟ୍ରାଫିକ ନିୟମ ଭାଙ୍ଗି ତଣ୍ଡ ଗଣିଲେ ଗାଡ଼ି ଚାଳକ, ୨୪ ଘଣ୍ଟାରେ କୋଟିଏ ଟଙ୍କାର ଜରିମାନା ଆଦାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୧ରୁ ଜୋରଦାର ହୋଇ ଟ୍ରାଫିକ ଧରପଗଡ଼। ନିୟମ ଭାଙ୍ଗି ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ଗୋଡ଼େଇ ଗୋଡ଼େଇ ଧରୁଛି ପୋଲିସ। ଟ୍ରାଫିକ ନିୟମ ନମାନି ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କଠାରୁ...
ଭୁବନେଶ୍ୱରରେ ଖୋଲିବ ପ୍ରିଜନ ଏକାଡେମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କ ପ୍ରିଜନ (ବନ୍ଦୀ) ଏକାଡେମୀ କାର୍ଯ୍ୟକ୍ଷମ ହେବା ଉପରେ। ଜେଲ କର୍ମଚାରୀ ଓ ସଂପୃକ୍ତ ବିଭାଗର କର୍ମଚାରୀମାନଙ୍କୁ ଗୁଣାତ୍ମକ ଟ୍ରେନିଂ ଦେବା ଏହି ଏକାଡେମୀର ଉଦ୍ଦେଶ୍ୟ। ଏହି ଏକାଡେମୀର ନାମ ରଖାଯାଇଛି...
ପୁରୀ ହେବ ଭିକାରିମୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ସହରରେ ଆଉ ଭିକାରି ରହିବେ ନାହିଁ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ। କେବଳ ପୁରୀ ନୁହେଁ, ଆଖପାଖ ଅଞ୍ଚଳରୁ ମଧ୍ୟ ଭିକାରି ହଟିବେ। ଭିକାରିମାନଙ୍କୁ ଥଇଥାନ କରିବା...




















