ସହରାଞ୍ଚଳରେ ନିର୍ମାଣକାରୀଙ୍କୁ ଆଶ୍ୱସ୍ତି: ଆହୁରି ୧୫ ଦିନ ବଢ଼ିଲା ସର୍ବକ୍ଷମା ଯୋଜନାର ଅବଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ସହରାଞ୍ଚଳରେ ବିନା ଅନୁମୋଦନରେ ନିର୍ମାଣ ହୋଇଥିବା ଗୃହକୁ ଅନୁମୋଦନ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ସର୍ବକ୍ଷମା’ ଯୋଜନାର ଅବଧି ଆଉ ୧୫ ଦିନ ପାଇଁ ବଢ଼ିଲା। ଏନେଇ ଆଜି...
ସୋଆ ସାହିତ୍ୟ ଉତ୍ସବ : ‘‘କବିତାକୁ ବୁଝିହେଲା ଭଳି ଲେଖାଯିବା ଦରକାର’’
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଦ୍ଯାପିତ ହେଲା ଦୁଇ ଦିନିଆ ସୋଆ ସାହିତ୍ୟ ଉତ୍ସବ।
ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ସୋଆ ସାହିତ୍ୟ ଉତ୍ସବ ରବିବାର ଉଦ୍ଯାପିତ ହୋଇଛି। ଏହି ଉଦ୍ଯାପନୀ ସନ୍ଧ୍ୟାରେ ବିଶିଷ୍ଟ...
ମଙ୍ଗଳବାର କଟକରେ ହେବ ପାୱାର କଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ପାୱାର କଟ୍ କରାଯିବ। ବିଦ୍ୟୁତ୍ ଜନିତ ମରାମତି କାମ ହେତୁ ଏହି ପାୱାର କଟ୍ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି।
ମଙ୍ଗଳବାର ଅର୍ଥାତ ଫେବ୍ରୁଆରି...
ଆଜିଠୁ ବେଆଇନ କଲ୍ୟାଣ ମଣ୍ଡପ ସିଲ କରିବ ବିଏମ୍ସି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିନା ବିଲ୍ଡିଂ ପ୍ଲାନ୍, ଟ୍ରେଡ୍ ଲାଇସେନ୍ସ, ଆବର୍ଜନା ପରିଚାଳନା ଓ ପାର୍କିଂ ବ୍ୟବସ୍ଥା ନଥିବା କଲ୍ୟାଣ ମଣ୍ଡପଗୁଡ଼ିକୁ ଆଜିଠୁ ସିଲ୍ କରିବ ବିଏମ୍ସି। ପୂର୍ବରୁ ୮୦ଟି କଲ୍ୟାଣ ମଣ୍ଡପକୁ ବିଏମ୍ସି ପକ୍ଷରୁ...
ରାଜଧାନୀର ଏହିସବୁ ଅଞ୍ଚଳରେ ବାଇକ୍ ପାର୍କିଂ ମନା, ନଚେତ୍ ଦେବେ ଜରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରିବା ମନା। ବାପୁଜି ନଗର, ରାଜମହଲ, ଏଜି ଛକ ଓ ଶିଶୁ ଭବନ ଛକ ଅଞ୍ଚଳରେ ରାସ୍ତା କଡ଼ରେ ରଖିପାରିବେନି ବାଇକ। ଏନେଇ କମିସନରେଟ୍...
ସୁସ୍ଥ ଖାଦ୍ୟ ପାଇଁ ସୁସ୍ଥ ମାଟି ଓ ସ୍ୱଚ୍ଛତା ସମ୍ବନ୍ଧୀୟ ଜ୍ଞାନ ଆବଶ୍ୟକ – ପ୍ରଫେସର ରାଧାମୋହନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ବାର୍ଷିକ କର୍ମଶାଳା ଅନୁଷ୍ଠତି ହୋଇଯାଇଛି।
ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ସୁସ୍ଥ ମାଟି ସହିତ ସ୍ୱଚ୍ଛତା ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରିବା ଦରକାର। ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ବାର୍ଷିକ କର୍ମଶାଳାରେ ଯୋଗଦେଇ...
ସାହିତ୍ୟ ଚିଲିକା ପରି ସ୍ୱଚ୍ଛ ହେବା ଆବଶ୍ୟକ – ଡକ୍ଟର ସିତାଂଶୁ ୟଶଚନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋଆ ସାହିତ୍ୟ ଉତ୍ସବ ଉଦ୍ଘାଟିତ।
“ଭାରତୀୟ ଭାଷା ଓ ସାହିତ୍ୟରେ ଟିକିନିକି ପ୍ରଶ୍ନ କରିବା ସହ ଏହାର ଆଲୋଚନାର ପରିସରକୁ ଅଧିକ ଉନ୍ମୁକ୍ତ କରିବାର ଆବଶ୍ୟକତା ରହିଛି। ଆମ ଚତୁର୍ଦ୍ଦିଗର ଘଟଣାକୁ ଲକ୍ଷ୍ୟ...
‘ସଂସ୍କୃତି ଆଳାପ’ରେ ମତ ବିନିମୟ: ୫-ଟି ଉପରେ ଗୁରୁତ୍ୱ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ଭବନରେ ଶୁକ୍ରବାର ଆୟୋଜିତ ହୋଇଥିଲା ‘ସଂସ୍କୃତି ଆଳାପ’। ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରରେ ଭାଷା, ସାହିତ୍ୟ...
ବସ୍ରେ ସୁରକ୍ଷିତ ଯାତ୍ରା କରିବେ ମହିଳା – ଜାରି ହେଲ୍ପ ଲାଇନ୍ ନମ୍ବର
ଓଡ଼ିଶାଲାଇଭ୍ ବ୍ୟୁରୋ
ବସ୍ରେ ମହିଳାଙ୍କ ସୁରକ୍ଷା ଲାଗି ଜାରି ହେଲା ହେଲ୍ପ ଲାଇନ୍ ନମ୍ବର। ଯଦି ବସ୍ରେ ମହିଳାମାନେ ଅସଦାଚରଣର ଶିକାର ହୁଅନ୍ତି ବା ଅସୁରକ୍ଷିତ ମନେ କରନ୍ତି, ତେବେ ସେମାନେ କମିସନରେଟ୍ ପକ୍ଷରୁ...
ଆଜିଠୁ ଖଣ୍ଡଗିରି କୁମ୍ଭମେଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରିର ପ୍ରସିଦ୍ଧ କୁମ୍ଭମେଳା। ନଅଦିନ ଧରି ହେବାକୁ ଥିବା ଏହି ମେଳା ଶନିବାରଠାରୁ ଆରମ୍ଭ ହେଉଛି।
ପ୍ରତିବର୍ଷ ପରି ଏଥର ମଧ୍ୟ ଖଣ୍ଡଗିରି ଓ ଉଦୟଗିରିର ପାଦଦେଶରେ ଏହି...





















