ନୂଆବର୍ଷରେ ପିକନିକ୍ ପ୍ଲାନ୍ କରୁଛନ୍ତି କି? ଜାଣନ୍ତୁ, ଭୁବନେଶ୍ୱରରେ କେଉଁଠିକି ଯିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷକୁ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ନୂଆବର୍ଷ ସମସ୍ତଙ୍କ ପାଇଁ ଖୁସି ଓ ସମୃଦ୍ଧିର ନୂଆ ଆଶା ନେଇ ଆସିବାକୁ ଯାଉଛି। ନୂଆବର୍ଷକୁ ପାଳନ କରିବାକୁ ମଧ୍ୟ ଲୋକମାନେ ପୂରା...

ମଙ୍ଗଳବାରଠୁ କମିବ ଶୀତ, ଜାନୁଆରି ୩ ଯାଏଁ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Oig5vKJPJac] ମଙ୍ଗଳବାର ସନ୍ଧ୍ୟାରୁ ପଶ୍ଚିମ ଓଡ଼ିଶାରେ ବର୍ଷା ୨ରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ୩ରେ ଉତ୍ତର ଓଡ଼ିଶାରେ ବର୍ଷା ବର୍ଷା ପ୍ରଭାବରେ ଶୀତର ପ୍ରକୋପ କମିପାରେ ୮ରୁ...

ପୁରୀ ଐତିହ୍ୟ କରିଡର ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ – ଜମି ଦାନ କରିଥିବା ଲୋକଙ୍କ ନାଁରେ ଲାଗିବ ଫଳକ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀ ଜଗନ୍ନାଥ ହେରିଟେଜ୍‌ କରିଡର ଚିଠା ଲୋକାର୍ପିତ ଲୋକସେବା ଭବନରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର ଐତିହ୍ୟ କରିଡର ପାଇଁ ଆସିଥିବା ଜମି ମହାପ୍ରଭୁଙ୍କ...

ଜାନୁଆରି ୨୦ରୁ ସୁରତକୁ ଉଡ଼ିବ ବିମାନ

ଓଡ଼ିଶାଲାଇଭ୍ ବ୍ୟୁରୋ   ଜାନୁଆରି ୨୦ରୁ ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ। ଲୋକମାନେ ଏଣିକି ସିଧାସଳଖ ଭୁବନେଶ୍ୱରରୁ ସୁରତକୁ ବିମାନ ଯାତ୍ରା କରିପାରିବେ। ଏନେଇ ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ ସୂଚନା...

ଏସ୍‌ପ୍ଲାନେଡ୍‌ରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ୨ ଗିରଫ, ତଦନ୍ତ କରିବେ ଏଡିସିପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଏସ୍‌ପ୍ଲାନେଡ୍‌ ମଲ୍‌ରେ ସିକ୍ୟୁରିଟି ଗାର୍ଡ ଏବଂ କର୍ମଚାରୀଙ୍କ ଦ୍ୱାରା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ପୋଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଏନେଇ ପୋଲିସ ଡିସିପି ଅନୁପ୍‌ ସାହୁ ସୂଚନା ଦେଇଛନ୍ତି। "ସାମ୍ବାଦିକାଙ୍କୁ...

ଭୁବନେଶ୍ୱର ଏସ୍‌ପ୍ଲାନେଡ୍‌ରେ ମହିଳା ସାମ୍ବାଦିକଙ୍କୁ ମାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ମହିଳା ସାମ୍ବାଦିକ ଓ କ୍ୟାମେରାମ୍ୟାନ୍‌ ଆହତ ହୋଇଛନ୍ତି। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ହାଇକୋର୍ଟଙ୍କ...

ରାଜ୍ୟ ଆଥ୍‌ଲେଟିକ୍ ମିଟ୍ ଆରମ୍ଭ, ପ୍ରଥମ ଦିନରେ ୩ ନୂଆ ରେକର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ୬୭ତମ ରାଜ୍ୟ ଆଥ୍‌ଲେଟିକ୍ ମିଟ୍ ଆଜିଠୁ ବାରବାଟୀ ଷ୍ଟାଡିୟମଠାରେ ଆରମ୍ଭ ହୋଇଛି। ସାରା ରାଜ୍ୟରୁ ୧୬ଶହ ପ୍ରତିଯୋଗୀ ଓ ୨ଶହ ଟେକ୍ନିକାଲ୍ ଅଫିସିଆଲ୍ ଏଥିରେ ଅଂଶଗ୍ରହଣ କରିଛନ୍ତି। ମୁଖ୍ୟ ଅତିଥି...

ନୂଆବର୍ଷ ରାତିରେ ମଦ୍ୟପାନ କରି ଗାଡ଼ି ଚଳାଇଲେ ରଦ୍ଦ ହେବ ଡିଏଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ   ନୂଆବର୍ଷରେ ତାରକା ହୋଟେଲ ଓ କ୍ଲବ ଉପରେ ନଜର ରଖିବେ ସାଦା ପୋଷାକଧାରୀ ପୋଲିସ। ଆଉ କିଛି ଦିନ ପରେ ନୂଆ ସକାଳ ନେଇ ଆସିବ ନୂଆବର୍ଷ। ୨୦୨୦କୁ ସ୍ୱାଗତ କରିବା ପାଇଁ...

ସ୍ମାର୍ଟ ସିଟି ସିରିଜ – ୧୮: ଟ୍ରାଫିକ ଜାମ କାହିଁକି? ପାର୍କିଂ ଅବ୍ୟବସ୍ଥା କ’ଣ ଏହାର କାରଣ? (୩)

କପିଳାସ ଭୂୟାଁ ପୂର୍ବ ପ୍ରକାଶିତ ଦୁଇଟି ଭାଗକୁ ପଢ଼ି ଏହା ଭିତରେ ପାଠକମାନଙ୍କଠାରୁ ଏକାଧିକ ମତାମତ ମିଳିଛି। ସେ ମଧ୍ୟରୁ ଦୁଇଟି ପ୍ରମୁଖ ମତ ମଧ୍ୟରୁ ଗୋଟିଏ ହେଲା ଯେ ରାସ୍ତାରେ ଟ୍ରାଫିକ...

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ ଛନ୍ଦ ଓ ରସରେ ଭିଜିଲେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ସହଯୋଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଦ୍ୱିତୀୟ ଦିବସ।...