ବାରବାଟୀ ଦିନିକିଆରେ ଫ୍ୟାନଙ୍କ ଅଫର୍ – ଗୋଟେ ଛକାକୁ କିଲେ ପିଆଜ
ଓଡ଼ିଶାଲାଇଭ୍ ବ୍ୟୁରୋ
“ବାରବାଟୀରେ ଯେଉଁ ଭାରତୀୟ ଖେଳାଳି ଛକା ମାରିବେ, ଆମେ ସେମାନଙ୍କୁ ପିଆଜ ଦେବୁ। ପ୍ରତିଟି ଛକା ପାଇଁ ସେମାନଙ୍କୁ ଗୋଟିଏ କିଲୋ ପିଆଜ ମିଳିବ”,କହିଛନ୍ତି କ୍ରିକେଟ୍ ଫ୍ୟାନ୍। ବାରବାଟୀ ମ୍ୟାଚ୍ ଦେଖିବାକୁ...
ସନ୍ଧ୍ୟାରେ ଝଲସିବ ବାରବାଟୀ କ୍ଲକ୍ ଟାୱାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରବାଟୀ ଦିନିକିଆରେ ଝଲସିବ କ୍ଲକ୍ ଟାୱାର। ବାରବାଟୀର ସ୍ୱତନ୍ତ୍ରତା ଭିତରେ ସ୍ଥାନ ପାଇଥିବା ଏହି କ୍ଲକ୍ ଟାୱାର ଆଜିର ମ୍ୟାଚ୍ ସମୟରେ ଦର୍ଶକଙ୍କ ଆଖିକୁ ଆକର୍ଷିତ କରିବ। ଏପରିକି ରାତି ସମୟରେ...
ବାରବାଟୀରେ ଟସ୍ ଜିତିଲା ଭାରତ – ପ୍ରଥମେ ବ୍ୟାଟିଂ କରିବ ୱେଷ୍ଟଇଣ୍ଡିଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ମାତ୍ର କିଛି କ୍ଷଣ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମହାମୁକାବିଲା। କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି।...
ଏଥର ବଡ଼ଦିନରେ କାହିଁକି ସୋଇବେନି କାଳିଆ ସାଆନ୍ତେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ଡିସେମ୍ବର ୨୫ ବଡ଼ଦିନ ଅବସରରେ ରାତିସାରା ଖୋଲା ରହିବ ଶ୍ରୀମନ୍ଦିରର ଦ୍ୱାର। ଶ୍ରଦ୍ଧାଳୁମାନେ ରାତି ସାରା ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।...
ବଡ଼ଦିନରେ ବର୍ଷା ସମ୍ଭାବନା – ସିଇସି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ଓଡ଼ିଶାବାସୀ ଭିଜା ବର୍ଷାରେ ପାଳିବେ ଖ୍ରୀଷ୍ଟମାସ୍। ଡିସେମ୍ବର ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ପୂର୍ବାଞ୍ଚଳ ଆଡ଼କୁ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର...
ଶ୍ରୀମନ୍ଦିରରେ ଭିତରେ ମୋବାଇଲ୍, ଚାହାଣି ମଣ୍ଡପରେ ଛିଡ଼ା ହୋଇ ଫୋନରେ ଗପୁଛନ୍ତି ଯୁବକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣିଥରେ ଶ୍ରୀମନ୍ଦିର ଭିତରେ ଦେଖାଗଲା ମୋବାଇଲ୍ ଫୋନ୍। କିଛିଦିନ ତଳେ ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ଏବେ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା...
କ୍ରିକେଟ୍ପ୍ରେମୀଙ୍କ ସୁବିଧା ପାଇଁ ଭୁବନେଶ୍ୱରରୁ ବାରବାଟୀ ଚାଲିବ ସ୍ୱତନ୍ତ୍ର ମୋ’ ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରବାଟୀ ଷ୍ଟାଡିୟମ୍ରେ ରବିବାର ହେବ ମହାମୁକାବିଲା। ଭାରତ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। କ୍ରିକେଟ୍ପ୍ରେମୀଙ୍କ ସୁବିଧାକୁ ଆଖି ଆଗରେ ରଖି କ୍ରୁଟ୍ ପକ୍ଷରୁ ମୋ’ବସ୍ ସେବା...
ଜାଣନ୍ତୁ, ଟୋଲ୍ ଗେଟ୍ରେ ବାଧ୍ୟତାମୂଳକ ହୋଇଥିବା ‘ଫାସ୍ ଟ୍ୟାଗ୍’ କ’ଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ରାଜପଥକୁ କ୍ରିୟାଶୀଳ ଏବଂ ଟୋଲ୍ ଟ୍ୟାକ୍ସ ବ୍ୟବସ୍ଥାକୁ ଡିଜିଟାଲ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଛି ‘ଫାସ୍ଟ୍ୟାଗ୍’। ଫାସ୍ଟ୍ୟାଗ୍ ଲାଗୁ ହେବା ଫଳରେ ଆପଣଙ୍କୁ...
ଖ୍ରୀଷ୍ଟମାସକୁ ଆଉ ୩ ଦିନ, ସଜେଇ ହେଲାଣି ଚର୍ଚ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ ପାଇଁ ଖ୍ରୀଷ୍ଟମାସ୍ ଏକ ବଡ଼ପର୍ବ। ବର୍ତ୍ତମାନ ସବୁବର୍ଗର ଲୋକେ ଖ୍ରୀଷ୍ଟମାସକୁ ପାଳନ କରୁଛନ୍ତି। ଏହାକୁ ଓଡ଼ିଶାରେ ବଡ଼ଦିନ ରୂପେ ପାଳନ କରାଯାଏ। ଏଥିପାଇଁ ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟମାସ ମାହୋଲ।...
ସ୍ମାର୍ଟ ସିଟି ସିରିଜ – ୧୫: ଉନ୍ନତିକରଣ ନାଁରେ ସରକାରୀ ଅର୍ଥ ହରିଲୁଟ ନହେଉ!
କପିଳାସ ଭୂୟାଁ
ଭାଙ୍ଗିବା ଗଢିବା ହେଉଛି ଦୁନିଆର ନିୟମ। କିନ୍ତୁ ସ୍ମାର୍ଟ ସିଟି ଭୁବନେଶ୍ଵରରେ ଏହି ନିୟମ ଟିକେ ନିଆରା।
ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳୁଛି ପୁରୁଣା ଭୁବନେଶ୍ଵରରେ। ଏଠାରେ ଷଷ୍ଠରୁ ଏକାଦଶ...





















