ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ମାତ୍ର କିଛି କ୍ଷଣ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ମହାମୁକାବିଲା। କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଫିଲ୍‌ଡିଂ ନିଷ୍ପତ୍ତି ନେଇଛି। ଫଳରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇବ ୱେଷ୍ଟଇଣ୍ଡିଜ୍‌। ଟସ୍‌ ଜିତି ମ୍ୟାଚ୍‌ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ।

ଭାରତର ଚୂଡ଼ାନ୍ତ ଏକାଦଶ:

ରୋହିତ ଶର୍ମା, ଲୋକେଶ ରଶହୁଲ, ବିରାଟ କୋହଲି, ଶ୍ରେୟାସ ଆୟର, ରିଷିଭ ପନ୍ତ, କେଦାର ଯାଦବ, ରବିନ୍ଦ୍ର ଜାଡେଜା, ସାରଦୁଲ ଠାକୁର, ମହମ୍ମଦ ସାମି, ନଭଦୀପ ସୈନି ଏବଂ କୁଳଦୀପ ଯାଦବ।

ୱେଷ୍ଟଇଣ୍ଡିଜ୍‌ର ଚୂଡ଼ାନ୍ତ ଏକାଦଶ:

ଏଭିନ୍‌ ଲୁଇସ, ସିମରନ ହେଟ୍‌ମେର୍‌, ରୋଷ୍ଟୋନ ଚେସ୍‌, ନିକୋଲାସ ପୁରନ୍‌, ଜସନ ହୋଲ୍‌ଡର, ଖିମୋ ପଲ୍‌, ଅଲଜାରି ଜୋସେଫ୍‌, ଖାରି ପିରି, ସେଲ୍‌ଡନ୍‌ କର୍ଟେଲ୍‌, ସୁନିଲ ଅମ୍ବ୍ରିସ୍‌, ବ୍ରାଣ୍ଡନ ଖିଙ୍ଗ୍‌।

Comment