ରାଜ୍ୟ ପୋଲିସ କବାଡ଼ି ଓ ହ୍ୟାଣ୍ଡବଲ୍ ପ୍ରତିଯୋଗିତା – ଓଏସ୍ଏପି ଷଷ୍ଠ ବାଟାଲିୟନ୍ ଚାମ୍ପିଅନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ : କଟକ ଷଷ୍ଠ ଓଏସ୍ଏପି ବାଟାଲିୟନ୍ଠାରେ ଅନୁଷ୍ଠିତ ୭୬ତମ ରାଜ୍ୟ ପୋଲିସ କବାଡ଼ି ଓ ଅଷ୍ଟମ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। କବାଡ଼ିରେ ଓଏସ୍ଏପି ଷଷ୍ଠ ବାଟାଲିୟନ୍ ଚାମ୍ପିଅନ୍ ଓ...
ଏଥର ରିକ୍ସାରେ ବୁଲନ୍ତୁ କଟକ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ ଜିଲ୍ଲା ପ୍ରଶାସନ ପକ୍ଷରୁ 'ମୋ କଟକ ବାଲିଯାତ୍ରା ରିକ୍ସା' ଯୋଜନା। ଏଥର ବାଲିଯାତ୍ରାରେ ନିଅନ୍ତୁ କଟକି ରିକ୍ସାର ନିଆରା ଅନୁଭୂତି।
ଐତିହାସିକ କଟକ ବାଲିଯାତ୍ରାକୁ ଆହୁରି ଲୋକପ୍ରିୟ ଓ ସୁନ୍ଦର କରିବାକୁ...
ଲଗାଣ ବର୍ଷା ଯୋଗୁଁ ପାଣି ଘେରରେ ବ୍ରହ୍ମଗିରି ଅଲାରନାଥ ମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ବଙ୍ଗୋପସାଗର ସୃଷ୍ଟ ଲଘୁଚାପ କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଫଳରେ ପାଣି ଘେରରେ ପୁରୀ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିର। ମନ୍ଦିରରେ ଆଣ୍ଠୁଏ ପାଣି...
ସୋଆ ବର୍ଣ୍ଣ ସେଣ୍ଟର ପକ୍ଷରୁ ଦୀପାବଳି ପାଇଁ ୨୪ ଘଣ୍ଟିଆ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ଲୋକମାନେ ବିଭିନ୍ନ ରକମର ଆତସବାଜି ଫୁଟାଇବା ସହ ଦୀପ ଏବଂ କ୍ୟାଣ୍ଡେଲ୍ରେ ଘରକୁ ସଜ୍ଜିତ କରିଥା’ନ୍ତି। ତେବେ ଦୀପାବଳିରେ ଆତସବାଜି...
ନେପାଳରୁ ଆସିଲା ୭ ହଜାର ଶାଳଗ୍ରାମ, ନୂଆଗାଁ ଆଧ୍ୟାତ୍ମିକ ବିଦ୍ୟାପୀଠରେ ଦର୍ଶନ କରିବେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ଆଧ୍ୟାତ୍ମିକ ବିଦ୍ୟାପୀଠ ପରିସରରେ ରହିବ ଶାଳଗ୍ରାମ।
ଭୁବନେଶ୍ୱରରେ ପହଞ୍ଚିଲା ୭ ହଜାରରୁ ଅଧିକ ଦିବ୍ୟ ଶାଳଗ୍ରାମ। କାଠମାଣ୍ଡୁର ଗଣ୍ଡକି ନଦୀ ଓ ଦାମୋଦର କୁଣ୍ଡ ଅଞ୍ଚଳରୁ ଏହି ଶାଳଗ୍ରାମ...
କଟକରେ ଧରାପଡ଼ିଲେ ଚେନ୍ ଲୁଟେରା ଗ୍ୟାଙ୍ଗ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକରେ ଧରାପଡ଼ିଲେ ଚେନ ଲୁଟେରା ଗ୍ୟାଙ୍ଗ। କଟକ ଜଗତପୁର ଥାନା ପୋଲିସ ବୁଧବାର ଏହି ଚେନ୍ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଥିଲା ବେଳେ ଗୁରୁବାର ତାଙ୍କୁ କୋର୍ଟରେ ହାଜର କରାଯିବ।
ଏହି ଲୁଟେରା ଗ୍ୟାଙ୍ଗରେ...
ଆସିଲା ୨୦୨୦ କ୍ୟାଲେଣ୍ଡର – ପାଣିରେ ପଡ଼ିଲା ସରକାରୀ କର୍ମଚାରୀଙ୍କ ୮ ଛୁଟି
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୦ ବର୍ଷ ପାଇଁ ପ୍ରକାଶ ପାଇଲା ରାଜ୍ୟ ସରକାରଙ୍କ ଛୁଟି ତାଲିକା। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଏହି ଛୁଟି ତାଲିକା ସରକାରୀ କର୍ମଚାରୀଙ୍କ ଖୁସି...
ଲଗାଣ ବର୍ଷା ଯୋଗୁଁ ଉବୁଟୁବୁ କଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକରେ ବର୍ଷା ବିତ୍ପାତ। ଲଘୁଚାପ ବର୍ଷା ପ୍ରଭାବରେ ଉବୁଟୁବୁ କଟକ ସହର। ଘରେ ପଶୁଛି ଡ୍ରେନ୍ ପାଣି। କାହାର ଏରୁଣ୍ଡି ଡେଇଁ ପାଣି ପଶିଲାଣି ତ କାହାର ଘରେ ପାଣି ପଶି...
ଦୀପାବଳିକୁ ନେଇ କମିସନରେଟ୍ ପୋଲିସ ଜାରି କଲା ଆଡଭାଇଜରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଦୁଇ ଦିନ ପରେ ଆଲୋକର ପର୍ବ ଦୀପାବଳି। ବାଣ ଫୁଟାକୁ ନେଇ କଟକଣା ଜାରି କରିଛି କମିସନରେଟ୍ ପୋଲିସ୍।
ସନ୍ଧ୍ୟା ୮ରୁ ୧୦ ଯାଏଁ ଫୁଟାଇ ପାରିବେ ବାଣ।
ଚାଇନା ବାଣ ଫୁଟାଇବା...
ରସଗୋଲା ବିବାଦ ଟଳିନି, ୩୧ରେ ଆସିବ ରାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରସଗୋଲା ବିବାଦ ଟଳିବାର ନାଁ ନେଉନି। ଭାରତର ଜିଓଗ୍ରାଫିକଲ ଇଂଡିକେସନ ବା ଜିଆଇ ରେଜିଷ୍ଟ୍ରି ଏହି ମାମଲାରେ ରାୟ ଏବେ ସଂରକ୍ଷିତ ରଖିଛନ୍ତି। ସମ୍ଭବତଃ ୩୧ ତାରିଖରେ ରାୟ ପ୍ରକାଶ ପାଇବ।
ଖବର...





















